Latest Odisha News

BREAKING NEWS

Yearly Archives

2021

ଏସଟିଏଫ୍ ପଞ୍ଝାରେ ପୁଣି ବାଘ ଶିକାରୀ: ଡିଲ୍ ବେଳେ ବାଘ ଛାଲ ଓ ବନ୍ଧୁକ ସହ ଗିରଫ

ବୌଦ୍ଧ: ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । ପୁଣି ଜଣେ ଶିକାରୀକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିରା ଗାଁ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ହର ରଣା ଓ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗି ଗାଁରେ ।…

ଦେଶର ପ୍ରାୟ୧ ଲକ୍ଷ ୧୯ ହଜାର ପିଲା କରୋନା ଯୋଗୁ ଅନାଥ ହୋଇଛନ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ଅନେକ ଲୋକଙ୍କ ପରିବାର ଛାରଖାର ହୋଇଯାଇଛି। ଅନେକ ନିଷ୍ପାପ ଶିଶୁ ମଧ୍ୟ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଦି ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତର ପ୍ରାୟ ୧,୧୯,୦୦୦ ଜଣ ଶିଶୁ…

କାଳିଆ ପ୍ରେମରେ ପଡ଼ି ବର୍ଷାରେ ଭିଜିଲେ କ୍ରିଷନ୍ କୁମାର

ପୁରୀ: ଶୃଙ୍ଖଳିତ ଭାବରେ ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଥିଲା । ଖରା ବର୍ଷାକୁ ଖାତିର ନକରି ସେବାୟତ ମହା ଆନନ୍ଦରେ ରଥ ଟାଣିଥିଲେ । ଏତିକିବେଳେ ଆଉ ଗୋଟିଏ ଦୃଶ୍ୟ ବି ସାମନାକୁ ଆସିଥିଲା । ଶ୍ରୀମନ୍ଦିର ମୁଖ୍ୟ…

୧୫୦୦ ପରିତ୍ୟକ୍ତ ଫେସ୍‌ ମାସ୍କରୁ ବିବାହ ଗାଉନ୍‌

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ମଣିଷ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ବଦଳେଇଦେଇଛି। ଏହା ଭିତରେ ମଣିଷ ଜୀବନ ସହ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜିନିଷ ଆଜୀବନ ଯୋଡି ହୋଇଯାଇଛି। ଗୋଟିଏ ଫେସ୍‌ ମାସ୍କ ଏବଂ ଅନ୍ୟଟି ହ୍ୟାଣ୍ଡ୍‌ ସାନିଟାଇଜର। ତେବେ ବ୍ରିଟେନର ଜଣେ ପୋଷାକ ଡିଜାଇନର୍…

ଭୀମଟାଙ୍ଗୀ ପ୍ରିୟଙ୍କା ମର୍ଡର ମିଷ୍ଟ୍ରିର ଖୋଲିବ ଗୁମର, ଅଭିଯୁକ୍ତ ଜଗନ୍ନାଥକୁ ଜେରା

ଭୁବନେଶ୍ୱର: ଖୋଲିବ ଭୁବନେଶ୍ୱର ଭୀମଟାଙ୍ଗୀରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟାର ଗୁମର । ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ହତ୍ୟା ପଛର କାରଣ କହିବ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ସେ ସୁସ୍ଥ ହୋଇ ଭୁବନେଶ୍ୱର ଏମ୍ସରୁ ଡିସଚାର୍ଜ ହେବା ପରେ ତାକୁ ଜେରା କରୁଛି ଏୟାରଫିଲ୍ଡ ଥାନା ପୋଲିସ ।…

ଅଗଷ୍ଟ ଶେଷ ସୁଦ୍ଧା ଭାରତକୁ ହିଟ୍‌ କରିବ ତୃତୀୟ ଲହର

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ର ବୈଜ୍ଞାନିକମାନଙ୍କ ଦ୍ବାରା ବିଶ୍ୱର ପ୍ରମୁଖ ମେଡିକାଲ୍ ବିଶେଷଜ୍ଞମାନେ ପୁଣିଥରେ କହିଛନ୍ତି ଯେ କରୋନାର ତୃତୀୟ ତରଙ୍ଗର ଆରମ୍ଭ ହୋଇସାରିଛି। ବିଶେଷଜ୍ଞଙ୍କ ଅନୁଯାୟୀ…

ବଲାଙ୍ଗିର ପୁଇଁତଳାରେ ଲୁଟେରା ରାଜ: ଶିକ୍ଷକଙ୍କୁ ଆକ୍ରମଣ କରି ନେଇଗଲେ ଟଙ୍କା

ବଲାଙ୍ଗିର: ମାତିଛନ୍ତି ଲୁଟେରା । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ନେଇଯାଉଛନ୍ତି ଟଙ୍କା ଓ ଅନ୍ୟାନ୍ୟ ଜିନିଷ । ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇତିବା ଅଭିଯୋଗ ସାମନାକୁ ଆସିଛି । ପୁଇଁନ୍ତଲା ଥାନା ବୁଢ଼ୀସିଣ୍ଡୋଲ-ଅଇଁଲାସାରି…

ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ଶ୍ରୀଜିଉ ?

ପୁରୀ: ଆଜି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ନବଦିନାତ୍ମକ ରଥଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥରେ ହୋଇଥାଏ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାରାଜେଶ୍ୱର ବେଶ । ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ୧୩୮ ପ୍ରକାର ଅଳଙ୍କାର ତିଆରି…

ଆଜିଠୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗର୍ଭବତୀଙଙ୍କୁ ଦିଆଯିବ କରୋନା ଟିକା । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ଟିକାଦାନ କେନ୍ଦ୍ର କରାଯାଇଛି ସେଠାରୁ କୋଭାକ୍ସିନ୍ ଟିକା ନେଇପାରିବେ । ସକାଳ ୧୧ଟାରୁ ଦିନ ଗୋଟାଏ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରି ବାହୁଡ଼ା ଯାତ୍ରା କରାଯାଇଥିଲା । ଶ୍ରୀଗୁଣ୍ଡିଚା ଗୃହରେ…