Latest Odisha News

BREAKING NEWS

Yearly Archives

2021

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୋଲିସ ଟିମ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙକ୍ ମୃତ୍ୟୁ ଏବେ ବି ରହସ୍ୟଘେରରେ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା ? ମୃତ୍ୟୁ ପଛର କରାଣ କଣ ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ । ଅଧିକ…

ତିନି ରଥର ଦକ୍ଷିଣମୋଡ ପରେ ବାହୁଡା ପ୍ରସ୍ତୁତି

ପୁରୀ : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ପରଦିନ ତିନି ରଥର ଦକ୍ଷିଣମୋଡ କରାଯାଇଛି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ…

ଫିଲ୍ମ ‘ଡର୍‌’ ପାଇଁ ପ୍ରଥମ ପସନ୍ଦ ଥିଲେ ଅମୀର!

ନୂଆଦିଲ୍ଲୀ: ବଲିଉଡ୍‌ ହିଟ୍‌ ଫିଲ୍ମ ଡର୍‌ରେ ଶାହରୁଖଙ୍କ ଅଭିନୟ ବେଶ୍‌ ଦମ୍‌ଦାର ଥିଲା। ହେଲେ ଆପଣ ଜାଣନ୍ତି କି ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ଥିଲେ ଅମିର୍‌ ଖାନ୍‌। ୨୦୧୩ରେ ଏକ ସାକ୍ଷାତକାରରେ ପୋଷାକ ଡିଜାଇନର୍ ତଥା ନିର୍ମାତା ଶାବିନା ଖାନ୍ ଏହାର ଖୁଲାସା କରିଥିଲେ। ୧୯୯୩ରେ…

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିବେ…

କଟକଣାକୁ ବେଖାତିର, ପ୍ରସାଦ ବିକ୍ରି ସ୍ଥାନରେ ଚଢ଼ାଉ

ଗୁଣୁପୁର: କରୋନା କଟକଣାକୁ ବେଖାତିର । ରାୟଗଡା ଜିଲ୍ଲା ଗୁଣୁପୁରରେ କିଛି ପୂଜକଙ୍କ ସହ ବ୍ୟକ୍ତି ଖୋଲମଖୁଲା ପ୍ରସାଦ ବିକ୍ରି କରୁଥିବା ଖବର ପାଇବା ପରେ ଗୁଣୁପୁର ଉପଜିଲ୍ଲାପାଳ ଯେ ସୋନାଲ ଆଜି ଅଚାନକ ରଥଯାତ୍ରା ପଡିଆରେ ଚଢ଼ାଉ କରିଛନ୍ତି । ପ୍ରସାଦ ବିକ୍ରି କରୁଥିବା ପୂଜକ ଏବଂ ବ୍ୟକ୍ତିଙ୍କ…

କୋଭିଶିଲ୍ଡ ଟିକାକୁ ମିଳିଲା ଫ୍ରାନ୍ସର ସ୍ୱୀକୃତି

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଦ୍ବାରା ବିକଶିତ କୋଭିଶିଲ୍ଡ ଟିକା ନେଇଥିବା ଛାତ୍ରଛାତ୍ରୀ ଏବଂ ଯାତ୍ରୀ ଏଣିକି ଫ୍ରାନ୍ସ ଯାତ୍ରା କରିପାରିବେ। କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ଫ୍ରାନ୍ସ ଯାତାୟାତ ଉପରେ କୌଣସି କଟକଣା ନାହିଁ। ଭାରତ ନିର୍ମିତ କୋଭିଶିଲ୍ଡ…

STF ପଞ୍ଝାରେ ଦୁଇ ଚୋରା ବନ୍ଧୁକ ବେପାରୀ, ୧୦ଟି ବନ୍ଧୁକ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି ଚୋରା ବନ୍ଧୁକ ବେପାରୀ । ଭୁବନେଶ୍ୱର ଜଙ୍କିଆ ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୫ଟି SBML ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର…

କୋରାପୁଟରେ ପୋଲିସ ଡିଜି ଅଭୟ, ମାଓ ଦମନ ରଣନୀତିର ସମୀକ୍ଷା

ସୁନାବେଡା: କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସୁନାବେଡ଼ାରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗତିବିଧି ଓ ମାଓ ଦମନ ରଣନୀତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ମାଓ ଦମଲ ଅଭିଯାନ ଓ ଆଗାମୀ ରଣନୀତି ବାବଦରେ ଜିଲ୍ଲା ପୋଲିସ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ମାଡୁଛି କରୋନା: ଦୁଇ ଆଥଲେଟ୍ ସଂକ୍ରମିତ

ଟୋକିଓ: ଅଲିମ୍ପିକ୍ସକୁ ଘାରିଲାଣି କରୋନା କଳାବାଦଲ । କ୍ରୀଡ଼ା ମହାକୁମ୍ଭ ପାଖେଇ ଆସିବା ବେଳେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବରୁ ଜଣେ ଆୟୋଜକ ସଦସ୍ୟ ସଂକ୍ରମିତ ହୋଇଥିବା ବେଳେ ଏବେ ଦୁଇ ଜଣ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ଏହି…

ରାଜ୍ୟରୁ ଆଉ ୬୬ ଜୀବନ ନେଲା କରୋନା, ୫ ହଜାର ଡେଇଁଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୬୬ ଜଣଙ୍କର ମୃତ୍ୟୁ ହୋଇଛି । ୧୬ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ । ସେହିପରି ଗଞ୍ଜାମ ଜିଲ୍ଲାରୁ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି ।…