Latest Odisha News

BREAKING NEWS

Yearly Archives

2021

ଆଜି ବସୁଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟା ବେଳେ ଏହି ବୈଠକ ଅନୁଷ୍ଠିତ ହେବ । ପ୍ରାୟ ବର୍ଷେ ପରେ ପ୍ରଥମ ଥର କ୍ୟାବିନେଟ ବୈଠକ ପ୍ରତ୍ୟକ୍ଷଭାବରେ ବସୁଛି । କରୋନା ଯୋଗୁ ପୂର୍ବରୁ ଭର୍ଚୁଆଲ ମୋଡରେ…

ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗାଁର ଜିତେନ୍ଦ୍ର ସାହୁ । ଅଭିଯୁକ୍ତ ପୀତବାସ ସାହୁକୁ ଅଟକ ରଖି ଖୋଳତାଡ…

ରଥଯାତ୍ରା ପ୍ରଶ୍ନୋତ୍ତରୀ

ରଥଯାତ୍ରାର କିଛି କିମ୍ବଦନ୍ତୀ ଓ କଥା ୧. ରଥଯାତ୍ରାର ଐତିହ୍ୟ କ’ଣ ? ଶ୍ରୀମନ୍ଦିର ମହାପ୍ରଭୁଙ୍କ ଆବାସ ସ୍ଥଳ ଏବଂ ଗୁଣ୍ଡିଚା ଘର ତାଙ୍କର ପ୍ରକଟ ହୋଇଥିବାର ସ୍ଥାନ । ସ୍କନ୍ଦ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୂଯାୟୀ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଶ୍ରୀମନ୍ଦିରରେ…

ବ୍ୟଙ୍ଗ : ଦିବ୍ୟ ପାଠକର ସନ୍ଧାନେ (ଆତ୍ମସ୍ତୁତି- ୧)

ପିଲାଟି ଦିନରୁ ମୋର ବହି ପ୍ରତି ବିଶେଷ ଆଗ୍ରହ । ପାଠ ବହି ଛଡା ଆଉ ସବୁ ପ୍ରକାର ବହିସହ ଥାଏ ମୋର ଏକ ବିଶେଷ ଅନୁରାଗ । ସେଥିପାଇଁ ବହୁତ ଗାଳି ଶୁଣୁଥିଲି । ସାଙ୍ଗ ସାଥୀଙ୍କ ସହ ବସିଲେ କଥା ଛଳରେ ମୁଁ ଗପ କହିବା ଆରମ୍ଭ କରେ । ସେଥିପାଇଁ ମୋର ସାଙ୍ଗ ସଂଖ୍ୟା ଅହେତୁକ ଭାବେ କମିବାରେ…

ଅନୁଭୂତିରେ ରଥଯାତ୍ରା : ମଞ୍ଜୁବାଳା ପଣ୍ଡା

ସ୍ମୃତିରୁ ଖିଏ ମଞ୍ଜୁବାଳା ପଣ୍ଡା ୨୦୦୭ ମସିହା। ଶ୍ରୀ ଗୁଣ୍ଡିଚା ଯାତ୍ରାର ଠିକ୍ ପୂର୍ବ ଦିନ ମୋ ସାନପୁଅ ପିନୁର ଏମ୍ ବି ବି ଏସ୍ ପାଇଁ ମେଡିକାଲ୍ କଲେଜରେ ଆଡ଼ମିସନ ହେଲା। ସୁରୁଖୁରୁରେ ସବୁ କାମ ସରିଯିବା ପରେ ଯୋଜନା କଲୁ , ଆସନ୍ତାକାଲି ପୁରୀ ଯିବୁ ରଥଯାତ୍ରା ଦେଖିବାକୁ।…

କବିତା : ମାଦଳା ୨୦୨୧

ପ୍ରମେଶରଙ୍କ ରଥ ବଡଦାଣ୍ଡେ ଗଡିଲା କେତେ ନୂଆ ନୂଆ କଥା ଘଟିଲା ନିରିଘଣ୍ଟ କାଳରେ ନୀତି ବଢିଲା ଧାଡି ପହଣ୍ଡିରେ ଟାହିଆ ଝୁଲିଲା ଗଜପ୍ତି ଛେରା ପହଁରା କଲେ ଏସନ ବିରଳ ଯାତ ବୋଲି ମାନିଲେ ସ୍ନାହାନ ବେଦିକୁ ଆସିନଥିଲେ ଗୁରୁଜୀ ରଥରେ ଦରଶନ କଲେ ସବୁ ପ୍ରମେଶରଙ୍କ ଲୀଳା ବୋଇଲେ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୪-୭-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୪ ରିଖ ବୁଧବାର ମିଥୁନ ୩୦ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ପୂର୍ବ ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର- କର୍କଟ ରାଶିର ଘାତ ଚନ୍ଦ୍ର-କର୍କଟ ଓ ମକର ରାଶି ପୁରୁଷଙ୍କର…

ଆମ ଐତିହ୍ୟ : କଳିଙ୍ଗ ସ୍ଥାପତ୍ୟ କଳାର ଭିନ୍ନ ଏକ ପରିଭାଷା, ବୌଦ୍ଧର ‘ପଶ୍ଚିମ ସୋମନାଥ’,…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଓଡିଶାର ପ୍ରାଚୀନ ମନ୍ଦିର ଏବଂ ଐତିହ୍ୟ ସ୍ଥଳୀ ତଥା ସେଗୁଡିକର ନିର୍ମାଣଶୈଳୀ ମଧ୍ୟରେ ଲୁକ୍କାୟିତ ରହିଛି ଅନେକ କାହାଣୀ ଓ କିମ୍ବଦନ୍ତୀ । କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ମୁଖ୍ୟତଃ ରେଖା ଦେଉଳ, ପିଢା ଦେଉଳ ଓ ଖାଖରା ନିର୍ମାଣ…

ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ପିଏମ୍ ଇ-ବିଦ୍ୟା, ରାଷ୍ଟ୍ରୀୟ ଡିଜିଟାଲ ଶିକ୍ଷା ସୌଧ, ସ୍ବୟମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସାମିଲ…

କେନ୍ଦ୍ର ଦେଉନି ଟିକା, କାଲି ୧୧ ଜିଲ୍ଲରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ମହାମାରୀ ଭଳି ମହାସଙ୍କଟ ଭିତରେ ଟିକା ଅଭାବ ପାଲଟିଛି ମୁଖ୍ୟ ସମସ୍ୟା । କେନ୍ଦ୍ର ଟିକା ଦେଉନଥିବାରୁ ରାଜ୍ୟରେ ବାଧାପ୍ରାପ୍ତ ହୋଇଛି ଟିକାକରଣ । କୋଭିଡ ଭଳି ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ବ୍ୟାପକ କରାଯାଉଥିବା ବେଳେ, ଟିକାର ଅଭାବୀ ଏବେ ଚିନ୍ତାର କାରଣ ପାଲଟିଛି ।…