Latest Odisha News

BREAKING NEWS

Yearly Archives

2021

୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ !

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦ ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର…

ପଥର ପାଲଟିଯାଉଛି ଏହି କୁନି ଝିଅର ଶରୀର

ନୂଆଦିଲ୍ଲୀ: ଯୁକେର ଏକ ୫ ମାସର ଶିଶୁ କନ୍ୟା ବିରଳ ଜେନେଟିକ୍ ରୋଗରେ ପୀଡିତ ହେବା କାରଣରୁ କୁନି ଝିଅର ଶରୀର ପଥର ପାଲଟି ଯାଉଥିବା ସୂଚନା ମିଳିଛି। ଏହି ବିରଳ ରୋଗ ଯୋଗୁ ଟିକି ଝିଅଟିର ଶରୀରରେ ଥିବା ମାଂଶପେଶୀଗୁଡ଼ିକ ପଥରରେ ପରିଣତ ହୋଉଥିବା ରିପୋର୍ଟ ମିଳିଛି। ଏହି ଶିଶୁ କନ୍ୟାଟିର…

ଭୁବନେଶ୍ୱରରେ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପରିସରରେ MGM ଆଡଭାନ୍ସଡ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ରୋଟୋରୀ ଉଦଘାଟିତ ହୋଇଯାଇଛି । ଏହି ଲାବ୍ରୋଟୋରୀ ପ୍ରତିଷ୍ଠା ପାଇଁ MGM ଫାଉଣ୍ଡେସନ୍ ୧୦ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛି । MGM ଫାଉଣ୍ଡେସନର…

ଗିରଫ ହେବାର କିଛି ଘଣ୍ଟା ପରେ ପ୍ରାଚୀନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଗତକାଲି ଟିଭି ଅଭିନେତା ପ୍ରାଚୀନ ଚୌହାନଙ୍କୁ ଜଣେ ଅବିବାହିତ ଝିଅକୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଥିଲା। ଗିରଫ ହେବାର କିଛି ଘଣ୍ଟା ପରେ ବୋରିଭାଲୀ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଟେଲିଭିଜନ ଶୋ ‘କସୌଟି ଜିନ୍ଦେଗୀ କୀ’ରେ ତାଙ୍କ ଭୂମିକା ପାଇଁ ବେଶ୍‌…

ନୃଶଂସ ହତ୍ୟାକାଣ୍ଡ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ବାରିପଦା: ବୀଭତ୍ସ, ଅମାନୁଷିକ ଓ ନୃଶଂସକାଣ୍ଡ । ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲେ ଦୁର୍ବୃତ୍ତ । ଗାଁ ଦାଣ୍ଡରୁ ମହିଳା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଦେଖିବାକୁ ମିଳିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ଖବର ପାଇ…

ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ। କରୋନାଭାଇରସ୍ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗ ଏହି ସମୟରେ ଶିଖରକୁ ଛୁଇଁପାରେ ବୋଲି ସରକାରୀ ପ୍ୟାନେଲର ବୈଜ୍ଞାନିକମାନେ କହିଛନ୍ତି। ତେବେ ତୃତୀୟ ତରଙ୍ଗ ସମୟରେ କୋଭିଡ୍ ସଂକ୍ରମଣ ଶୀଘ୍ର ବିସ୍ତାର ହୋଇପାରେ…

ଫିଲିପିନ୍ସରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୮୫ ଯାତ୍ରୀ

ମାନିଲା: ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୮୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସେନାର ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବାୟୁସେନାର ବିମାନ C130 ସ୍ଥାନୀୟ ସମୟ ସକାଳ ସାଢ଼େ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସୂଚନା ଦେଇଛନ୍ତି ଫିଲିପିନ୍ସ ସେନା ମୁଖ୍ୟ…

ଦୁର୍ଲ୍ଲଭ ବ୍ରହ୍ମ କମଳର ମାହାତ୍ମ୍ୟ

ଭୁବନେଶ୍ୱର: ଏ ଫୁଲ ନେଇ ରହିଛି ମାହାତ୍ମ୍ୟ । ଅତି ଦୁର୍ଲ୍ଲଭ ଆଉ ଦୁର୍ମୂଲ୍ୟ । ଏକ ନିର୍ଦ୍ଦିଷ୍ଟ ଋତୁରେ ଫୁଟିଥାଏ ଏହି ଫୁଲ । ମହାପ୍ରଭୁଙ୍କ ଅତିପ୍ରିୟ ଏହି ଦୁର୍ଲ୍ଲଭ ଫୁଲ ହିମାଳୟ ଶିଖର ମଣ୍ଡନ କରିଥାଏ । ଏହାକୁ ଫୁଲର ସମ୍ରାଟ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟ…

ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ଜବରଦସ୍ତ କ୍ୟାଚ୍: ଆପଣ ଦେଖିଲେ ବି କହିବେ କମାଲ କଲେ ସ୍ମୃତି

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ବାଜି ମାରିଛି ଭାରତୀୟ ମହିଳା ଟିମ୍ । ଇଂଲଣ୍ଡକୁ ୪ ଓ୍ୱିକେଟରେ ପରାସ୍ତ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ସମସ୍ତଙ୍କ ଦିଲ୍ ଜିତିଛନ୍ତି । ବାଉଣ୍ଡ୍ରି ଲାଇନରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଚକାବିଜେ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ।…