Latest Odisha News

BREAKING NEWS

Yearly Archives

2021

ଚୋରା ଚାଲାଣ ବେଳେ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ଉଲୁଣ୍ଡା : କଣ୍ଟେନର ସହ ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ । ଅଭିନବ ଢ଼ଙ୍ଗରରେ ଗଞ୍ଜେଇ ଚୋରା ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଛକରେ ଧରିଲ ପୋଲିସ । ଏକ କନଣ୍ଟେନରରେ ପ୍ଲାଷ୍ଟିକ ଅଖା ବସ୍ତା ଭିତରେ ୧୫ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର…

ରାଜ୍ୟରେ ଜୁଲାଇ ୧୬ ଯାଏ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ବର: ସାରା ରାଜ୍ୟରେ ଜୁଲାଇ ୬ ଯାଏ ଆଂଶିକ ଲକ୍‌ଡାଉନ୍ ଲାଗୁ କରାଯାଇଛି। ଜୁଲାଇ ୧ ସକାଳ ୬ଟାରୁ ଜୁଲାଇ ୧୬ ସକାଳ ୬ଟା ଯାଏ ଏହା ଲାଗୁ ହେବ। ୱିକେଣ୍ଡ ସଟ୍‌ଡାଉନ୍‌ କେବଳ ୧୦ଟି ଜିଲ୍ଲାରେ ଜାରି ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ସମଗ୍ର ରାଜ୍ୟରେ ସନ୍ଧ୍ୟ‌ା…

ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନର ମୃତ ଦେହ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ର କୂଳରୁ ମିଳିଛି ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ । ସାଢ଼େ ଚାରିଫୁଟ ଲମ୍ବର ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ । ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ପାରାଦ୍ଵୀପ ବନ୍ଦରର ୫…

‘ତୁଫାନ୍‌’ର ଟ୍ରେଲର୍‌ ରିଲିଜ

ମୁମ୍ବାଇ: ଦୀର୍ଘ ଦିନ ଅପେକ୍ଷାର ଅନ୍ତ ହୋଇଛି। ଫିଲ୍ମ ତୁଫାନର ଟ୍ରେଲର ଆଜି ମୁକ୍ତିଲାଭ କରିଛି। ଟ୍ରେଲରରେ ଅଭିନେତା ଫର୍‌ହାନ ଅଖତରଙ୍କୁ ଜଣେ ବକ୍ସର ଭୂମିକାରେ ଦେଖିବାକୁ ମିଳିଛି। ଫରହାନ୍ ଅଖତର ଆଥ୍‌ଲେଟିକ୍‌ ଲୁକ୍‌ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଛି। ଏଥିରେ ଅଭିନେତ୍ରୀ ମୃଣାଳ…

ଏହି ଦିନ ରିଲିଜ କରିବ ଶିଳ୍ପା ଶେଟ୍ଟୀଙ୍କ ‘ହଙ୍ଗାମା ୨’

ମୁମ୍ବାଇ: ଶିଳ୍ପା ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ଅଭିନୀତ ହଙ୍ଗାମା ୨ ଜୁଲାଇ ୨୩ ରେ ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିବେ। ଏ ନେଇ ଏହି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମର ପ୍ରଥମ ଟ୍ରେଲର ଜୁଲାଇ ୧ରେ ରିଲିଜ…

ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ଏଆଇଡିଏମ୍‌କେ ନେତା ସିଭି ଶାନମୁଗାମ

ନୂଆଦିଲ୍ଲୀ: ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ପୂର୍ବତନ AIADMK ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ସିଭି ଶାନମୁଗାମ। ମନ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ଭି.କେ ଶଶିକଳାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ଶଶିକଳା…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ନାସିରୁଦ୍ଦିନ ଶାହା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ନିମୋନିଆ କାରଣରୁ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ନାସିରୁଦ୍ଦିନ ଶାହାଙ୍କର ବର୍ତ୍ତମାନ ନିମୋନିଆ…

୪୯.୫ ଡିଗ୍ରି ଡେଇଁଲା ତାପମାତ୍ରା, ୧୩୪ ମୃତ

ଭ୍ୟାନକୋଭର: ଗ୍ରୀଷ୍ମ ପ୍ରବାହରେ କାନାଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ତାପମାତ୍ରା ୪୯.୫ ଡିଗ୍ରି ଟପିଥିବା ରେକର୍ଡ କରାଯାଇଛି। ଏହା ସହ ଗତ ସପ୍ତାହକ ମଧ୍ୟରେ ହଠାତ୍ ୧୩୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରୀଷ୍ମପ୍ରବାହ ଯୋଗୁ ଏପରି ଘଟିଥିବା ସେଠାକାର ବିଭିନ୍ନ…

ଓଡ଼ିଶାରେ ଜୁନରେ ୧୭% କମ୍ ବର୍ଷା, ୧୪ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଜୁନରେ ବର୍ଷା ହୋଇଛି । କିନ୍ତୁ ଜୁନରେ ବର୍ଷା ପରିମାଣ କମିଛି । ସ୍ୱାଭାବିକଠାରୁ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି । ଅର୍ଥାତ୍ ସ୍ୱାଭାବିକ ବର୍ଷା ୨୧୭ ମିଲିମିଟର ଥିବା ବେଳେ ଜୁନ୍ ୧ରୁ ଆଜି ଭିତରେ ୧୮୧.୩ ମିଲିମିଟର ବର୍ଷା…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପୁଣି ବଢିଲା କଟକଣା

ନୂଆଦିଲ୍ଲୀ: ଭାରତ ସରକାର ବୁଧବାର ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କଟକଣାକୁ ବୃଦ୍ଧି କରିଛନ୍ତି। ଏହି ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।…