Latest Odisha News

BREAKING NEWS

Yearly Archives

2021

କାଳିଆ ଯୋଜନାର ଭୂମିହୀନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କାଳିଆ ଯୋଜନା ହିତାଧିକାରୀଙ୍କୁ ମିଳିବ କୋଭିଡ୍ ସହାୟତା । ୧୮ ଲକ୍ଷ ଭୂମିହୀନ କୃଷକଙ୍କ ପରିବାରକୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିବେ ସରକାର । ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢ଼େ ୫ଟାରେ ଏହି…

ଏମିତି ଜଙ୍ଗଲ; ଯେଉଁଠି ପୁରୁଷ ପ୍ରବେଶ ମନା

ଇଣ୍ଡୋନେସିଆ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହାସହ ଅଜବ କାହଣୀ, ଘଟଣା, ଇତିହାସ, ପରମ୍ପରା ଯୋଡ଼ି ହୋଇ ରହିଛି। ଇଣ୍ଡୋନେସିଆର ଏମିତି ଏକ ଜଙ୍ଗଲ ଅଛି ଯେଉଁଠି ପୁରୁଷ ପ୍ରବେଶ ମନା। ଏ ଜଙ୍ଗଲକୁ କେବଳ ମହିଳାମାନେ ଯାଇପାରିବେ। ଏ ଜଙ୍ଗଲର ନାଁ ପପୁଆ। ଯଦି କୌଣସି ପୁରୁଷ ଏ ଅଞ୍ଚଳରେ…

ରାଜ୍ୟରୁ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ଫୁଲବାଣୀ: କରୋନା ଲଢ଼େଇରେ ହାରିଗଲେ ଆଉ ଜଣେ ସମ୍ମୁଖ ଯୋଦ୍ଧା । ରାଜ୍ୟରେ ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଡାକ୍ତର ସ୍ନେହାଶିଷ ଗିରି । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ପ୍ରାଣ ହରାଇଛନ୍ତି । ସ୍ନେହାଶିଷ…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ଆଇସିୟୁରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସହଜ କମନେ କରିବାରୁ ମଙ୍ଗଳବାର ସକାଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କୁ ଏବେ…

କୋଭିଡ୍ ନେଗେଟିଭ୍ ମୃତଦେହକୁ ନେଇପାରିବେ ପରିବାର ଲୋକ, ମାନିବାକୁ ପଡ଼ିବ ଏହି ସର୍ତ୍ତ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ପ୍ରଶାସନ ଶବ ସତ୍କାର କରୁଛି । ଏଣିକି ପରିବାର ଲୋକଙ୍କୁ ସର୍ତ୍ତ ସହ ମୃତଦେହ ଦିଆଯିବ । ଯଦି ମୃତକ ଜଣଙ୍କ କୋଭିଡ୍ ନେଗେଟିଭ୍ ଥିବେ ତାଙ୍କ ମରଶରୀରକୁ ନେଇ ପାରିବେ ପରିବାର ଲୋକ । ଏନେଇ ନୂଆ…

ଦୀପଗ୍ରେସଙ୍କ ଭୁଲ ରହିଲା କେଉଁଠି, କେନ୍ଦ୍ର ପରେ ରାଜ୍ୟ କ୍ରୀଡା ବିଭାଗ ବି ପଚାରିଲାନି !

ଭୁବନେଶ୍ୱର: ଭାରତୀୟ ହକି ସବୁଠାରୁ ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ପରାକ୍ଷରେ ଅସମ୍ମାନିତ କରାଯାଇଛି । ୧୦ ବର୍ଷ ହେବ ଜାତୀୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏହି ମହାନ ଖେଳାଳିଙ୍କ ନାମ ଏଥର ବି ଅର୍ଜୁନ ପୁରସ୍କାର ପାଇଁ ପଠାଗଲାନି । ପ୍ରଥମେ କେନ୍ଦ୍ର ଏବଂ ଏବେ ରାଜ୍ୟ କ୍ରୀଡା…

କରୋନା ମୃତ୍ୟୁରେ କେତେ ଦେବ ଅନୁକମ୍ପା ରାଶି ? ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କଲେ ଦେବାକୁ ପଡ଼ିବ ଅନୁକମ୍ପା ସହାୟତା ରାଶି । କେତେ ଟଙ୍କା ଦିଆଯିବ ସ୍ଥିର କରିବେ କେନ୍ଦ୍ର ସରକାର । ସବୁ ଦିଗକୁ ବିଚାର କରି ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନାରେ…

ବିଗ୍‌ ବଜେଟ୍‌ ମୁଭିରେ ସୋନୁ ସୁଦ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ବିଳମ୍ବିତ ହୋଇଥିବା ବହୁ ବିଗ୍‌ ବଜେଟର ଚଳଚ୍ଚିତ୍ରରେ ଅଭିନେତା ସୋନୁ ସୁଦଙ୍କୁ ଦେଖିବାକୁ ମିଳିବ। ଅକ୍ଷୟ କୁମାରଙ୍କ ଅଭିନୀତ ୟଶ ରାଜ ଫିଲ୍ମସ୍ ନିର୍ମିତ 'ପୃଥୀରାଜ' ବ୍ୟତୀତ ତେଲୁଗୁ ଆକ୍ସନ୍ ଡ୍ରାମା ଆଚାର୍ଯ୍ୟ ଏବଂ ତାମିଲ୍ ଚଳଚ୍ଚିତ୍ର ଥାମିଲାରସାନ୍…

ପୁଣି ଜମ୍ମୁ ସୀମାରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ସପ୍ତାହକ ମଧ୍ୟରେ ଜମ୍ମୁ ସୀମାରେ ତୃତୀୟ ଥର ପାଇଁ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । କୁଞ୍ଜୱିନି ଏବଂ କାଲୁଚକ ଅଂଚଳରେ ଏହି ଡ୍ରୋନ ଉଡୁଥିଲା । ସେନା ପକ୍ଷରୁ ଡ୍ରୋନକୁ…

ଲକଡାଉନ୍ ଖୋଲିବ ନା ବଢ଼ିବ: ଜୁଲାଇ ଗାଇଡଲାଇନ୍ ନେଇ ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍ । ଆଜି ଆସିବ ଜୁଲାଇ ମାସ ପାଇଁ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରେସ ବିବୃତି ଜାରି କରିବେ । ଜୁଲାଇରେ ସଂକ୍ରମଣ ହାର କମିଥିବାରୁ ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-ଇକୁ ଯିବ ?…