ମହିଳାଙ୍କୁ ଦିଆଗଲା ତିନୋଟି ଡୋଜ କରୋନା ଟିକା
ଥାନେ: ବିଶ୍ବ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଥିବା ବେଳେ ଏପଟେ ମହାରାଷ୍ଟ୍ର ଥାନେରୁ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଥାନେର ଜଣେ ୨୮ ବର୍ଷୀୟା ମହିଳା ଦାବି କରିଛନ୍ତି ଯେ ତାଙ୍କୁ ଏକାକାଳୀନ ତିନୋଟି ଡୋଜ ଟିକା ଦିଆଯାଇଛି।
ଏହି ଘଟଣା ସମ୍ପର୍କରେ ମହିଳା ଜଣଙ୍କ ତାଙ୍କ…