Latest Odisha News

BREAKING NEWS

Yearly Archives

2021

ବିପର୍ଯ୍ୟୟ ପରିଚାଳନାରେ ଆମ ନୀତି; ସବୁ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସମ୍ଭାବ୍ୟ ବନ୍ୟା, ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ଵ ସମସ୍ତେ ପଢ଼ିବେ ବିପର୍ଯ୍ୟୟ ପରିଚାଳନା ପାଠ ‘ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ ସବୁ ଜୀବନ…

ପିଲାମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ବତୀୟ ତରଙ୍ଗ ହ୍ରାସ ନହେଉଣୁ ତୃତୀୟ ତରଙ୍ଗ ଚିନ୍ତା ବଢାଇଲାଣି। ଏହାଠୁ ଅଧିକ ଚିନ୍ତାର କାରଣ ପାଲଟିଛି ଶିଶୁମାନେ। କାରଣ ସୂଚନା ଅନୁଯାୟୀ କରୋନା ତୃତୀୟ ଲହର ଅଧିକ ଶିଶୁମାନଙ୍କୁ ପ୍ରଭାବିତ କରିପାରେ। ତେବେ ଏହା ଭିତରେ ଏକ ଆଶ୍ବସ୍ତିକର କବର ମିଳିଛି। ଏକ…

ପୁଣି ଜବତ ହେଲା ବ୍ରାଉନସୁଗାର

ଭଦ୍ରକ :ପୁଣି ଜବତ ହେଲା ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ରାସ୍ତାରେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ । ଭଦ୍ରକ ଟାଉନ…

ନାବାଳିକାକୁ ୨ ମହଲା ଉପରୁ ଫିଙ୍ଗିଦେଲେ

ମଥୁରା(ୟୁପି):ଉତ୍ତର ପ୍ରଦେଶ ମଥୁରାରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ୨ମହଲା ଛାତ ଉପରୁ ଫିଙ୍ଗିଦେଇଛନ୍ତି। ଛାତ ଉପରୁ ଫିଙ୍ଗିବାର ଭିଜୁଆଲ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ସମ୍ପୃକ୍ତ ନାବାଳିକା ମଥୁରା ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।…

ବେଆଇନ କାଠ ଚୋରା ଚାଲାଣ

ସଇଁତଳା: ଜଙ୍ଗଲରୁ ବେଆଇନ କାଠ ଚୋରା ଚାଲାଣ ବେଳେ ଧରାପଡ଼ିଲା ଗାଡି । ଅଭିଯୁକ୍ତ ଫେରାର । କିଛି ଦିନ ହେଲା ବଲାଙ୍ଗିରରେ ଚୋରା କାଠ ଚାଲାଣ ହେଉଥିଲା । ଜଙ୍ଗଲରୁ ବେଆଇନ୍ କାଠ ଚାଲାଣ ବେଳେ ସଇଁତଳା ବନ ବିଭାଗ ହାତରେ ଧରା ପଡିଛନ୍ତି ଅଭିଯୁକ୍ତ। ସଇଁତଲା ରେଞ୍ଜ ସ୍ଥିତ କରମତଳା ସେକସନ ଅଞ୍ଚଳରେ…

ଟିଟୋର ଦୁଇ ସହଯୋଗୀ ଗିରଫ

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ଗିରଫ । ଦୁଇଜଣକୁ ଉଠାଇନେଲା ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ତାର ସମ୍ପର୍କୀୟ ଦାଦା ପୁଅ ଭାଇ ବୋଲି ଜଣାପଡିଛି । ଏମାନେ ୨୦୧୮ରେ ୩୬ ଗୁଣ୍ଠ ଜମି ଜବରଦଖଲ କରିଥିବା ଘଟଣା ନେଇ ଚର୍ଚ୍ଚାକୁ ଆସିଥିଲେ । ତା ସହିତ…

ଆଇସିୟୁରେ ରୋଗୀଙ୍କ ଆଖିକୁ କାମୁଡ଼ିଲା ମୂଷା

ମୁମ୍ବାଇ: ମୁମ୍ବାଇର ଏକ ସରକାରୀ ଡାକ୍ତରଖାନା ରାଜଓ୍ଵାଡି ହସପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ଆଖିକୁ ଆଇସିୟୁରେ ଥିବା ମୂଷା କାମୁଡ଼ିଦେବାରୁ ସେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀନିବାସ ନଗେଶ ୟାଲପା ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ…

୨ କୋଟି ଟଙ୍କା ଜୋରିମାନା ଦେବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ଦେବେ ୨ କୋଟି ଟଙ୍କା ଜୋରିମାନା। ଏମିତି ଏକ ନିର୍ଦ୍ଦେଶ ଶୁଣାଇଛନ୍ତି ବେଙ୍ଗାଲୁରୁର ଏକ କୋର୍ଟ। ୧୦ ବର୍ଷ ପୂର୍ବେ ଏକ ଟେଲିଭିଜନ ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଆପତ୍ତିଜନକ…

ଚୋକସି, ମାଲ୍ୟା ଓ ମୋଦୀ ଠକେଇ ମାମଲା: ବ୍ୟାଙ୍କ ଫେରସ୍ତ ପାଇଛନ୍ତି ୯ ହଜାର କୋଟି

-ମୋଟ୍ ୧୮ହଜାର କୋଟିର ସମ୍ପତ୍ତି ଜବତ କରିଛି ଇଡି ନୂଆଦିଲ୍ଲୀ: ନିରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୮,୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଠକେଇର ଶିକାର ହୋଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ୯୩୭୧.୧୭…

ଟିକା ନ ନେଲେ ମିଳିବନି ଦରମା

ନୂଆଦିଲ୍ଲୀ: କରୋନା ବିରୋଧରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାକୁ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସରକାରୀ କର୍ମଚାରୀମାନେ ଯଦି ଟିକା ନ ନିଅନ୍ତି ତେବେ ଆସନ୍ତା ମାସରୁ ସେମାନଙ୍କୁ ଦରମା ମିଳିବ ନାହିଁ।…