Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ନେପାଳି ମାନଙ୍କୁ ଟିକା

ଭୁବନେଶ୍ୱର: ଓଡ଼ିଶ।ରେ ନେପାଳି ମାନେ ନେବେ ଟିକା । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି । ତେବେ ବାହାରୁ ଆସି ଓଡ଼ିଶାରେ ରହୁଥିବା ନେପାଳି ମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନାହିଁ । ଏନେଇ…

ମହାମାରୀ ସମୟରେ ଅଧିକ ବୃଦ୍ଧି ପାଇଛି ମଧୁମେହ ରୋଗୀଙ୍କ ସଂଖ୍ୟା; ରିପୋର୍ଟ

ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ମହାମାରୀ ସମୟରେ ମଧୁମେହ ରୋଗୀଙ୍କ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ମହାମାରୀ ସମୟରେ ଜୀବନଶୈଳୀରେ ହୋଇଥିବା ପରିବର୍ତ୍ତନକୁ ଦାୟୀ କରାଯାଇଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ “ଅନେକ କୋଭିଡ୍-୧୯ ରୋଗୀ ପ୍ରାରମ୍ଭରେ ଟାଇପ୍ ୧…

ଏବର୍ଷ ବି ମିଳିବନି ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

ପୁରୀ: କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇଛି । ଏବର୍ଷ ବ୍ରହ୍ମପୁରର ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅନବସର ଦର୍ଶନ ମିଳିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ଅଣସର ବେଳେ ଅଲାରନାଥ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ…

ଭ୍ୟାନରୁ ୧କ୍ୱିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ

ତରଭା : ପୁଣି ଗଞ୍ଜେଇ ଜବତ । ପିକ୍ ଅପ ଭ୍ୟାନରୁ ଜବତ ହୋଇଛି ଗଞ୍ଜେଇ । ଚଢା ସମୟରେ ୧କ୍ୱିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ କରାଯାଇଛି । ସୁବର୍ଣ୍ଣପୁର ତରଭାରେ ଏହି ଗଞ୍ଜେଇ ସବୁ ଚାଲାଣ ହେଉଥିବା ଖବର ପାଇଥିଲା ପୁଲିସ । ଆଉ ଖବର ମିଳିବା ପରେ ଅତର୍କିତ ଚଢାଉ କରି ଏହି ବିପୁଳ ପରିମାଣର ରଗଞ୍ଜେଇ…

ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନା, ପିଟିସନ୍ ଖାରଜ କଲେ ହାଇକୋର୍ଟ

କଟକ: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ । ଅନ୍ୟ ସ୍ଥାନରେ ରଥଯାତ୍ରା ନେଇ ଦାୟର ପିଟିସନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । କେନ୍ଦ୍ରାପଡ଼ା ବଳଦେବଜୀଉ ପୂଜକଙ୍କ…

ଭାଲୁ ଆକ୍ରମଣରେ ୨ ଗୁରୁତର

କାମାକ୍ଷାନଗର : ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଭାଲୁ କାମୁଡ଼ାରେ ୨ ଗୁରୁତର । ଢେଙ୍କାନାଳ କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗାଁରେ ଛତୁ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବ୍ରାହ୍ମଣିଆ ଗାଁର ବ୍ରହ୍ମାନନ୍ଦ ନାୟକ ଓ…

ଫିଲ୍ମ ‘ସତ୍ୟନାରାୟଣ କୀ କଥା ‘ରେ ଅଭିନୟ କରିବେ କାର୍ତ୍ତିକ

ନୂଆଦିଲ୍ଲୀ: ବୁଧବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ନୂଆ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ହିନ୍ଦୀ ଫିଲ୍ମ 'ସତ୍ୟନାରାୟଣ କୀ କଥା 'ରେ ଅଭିନୟ ନେଇ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି…

ରାଜ୍ୟରୁ କରୋନା ନେଲା ବରିଷ୍ଠ ଓଏଫଏସ୍ ଅଧିକାରୀଙ୍କ ଜୀବନ

ଭୁବନେଶ୍ୱର: କରୋନା ରାଜ୍ୟରୁ ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ଜୀବନ ନେଇଛି । କରୋନା ଯୁଦ୍ଧରେ ହାରିଗଲେ ଓଏଫଏସ୍ ଅଫିସର ଏସଏମଟି ରହମାନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱର…

କଟକ ଜିଲ୍ଲାର ଏହି ପଞ୍ଚାୟତରୁ ଦିନକରେ ୧୫୦ କରୋନା ପଜିଟିଭ୍

କଟକ: ଗୋଟିଏ ପଞ୍ଚାୟତରେ ଦିନକରୁ ଦେଢ଼ ଶହ ସଂକ୍ରମିତ । ଏକାଥରକେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । କଟକ ଜିଲ୍ଲା ସିଠୋଳା ପଞ୍ଚାୟତରୁ ୧୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ସିଠୋଳ ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । କେବଳ…

ସେପ୍ଟେମ୍ବରରେ ଶିଶୁଙ୍କୁ ଟିକା:ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ଟିକା ସେପ୍ଟେମ୍ବରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଏହାର ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ମିଳିବ। ସେହି ମାସରେ ଏହାକୁ ମଞ୍ଜୁରି ମିଳିଯିବାର ସମ୍ବାବନା ରହିଛି ବୋଲି କହିଛନ୍ତି ଏମ୍ସର…