Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ୧୮ ଜିଲ୍ଲାରେ ୫%ରୁ କମ୍ ପଜିଟିଭ୍ ହାର, ମାସେ ଭିତରେ ସଂକ୍ରମଣ ହାର ୧୧% ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଖସୁଛି ପଜିଟିଭ୍ ହାର । ରେଡ୍ ଜୋନ୍ କମୁଛି । କରୋନା ମାନଚିତ୍ରରେ ସବୁଜ ହେଉଛି ଓଡ଼ିଶା । ଏବେ ରାଜ୍ୟରେ ୧୮ ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି । ଏସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼,…

ଶଟପୁଟ ଥ୍ରୋୟର ତେଜିନ୍ଦରଙ୍କୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ: ଶଟପୁଟ ଥ୍ରୋୟର ତେଜିନ୍ଦର ସିଂ ତୁର ଅଲିମ୍ପିକ କୋଟା ହାସଲ କରିବାରେ ସଫଳ ହୋଇଛନ୍ତି । ଇଣ୍ଡିଆନ ଗ୍ରାଁ ପ୍ରି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ଏହି ସଫଳତା ହାସଲ କରିଛନ୍ତି । ୨୧.୪୯ ମିଟର ଦୂରତାକୁ ଶଟପୁଟ ପକାଇ ତେଜିନ୍ଦର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ଅଲିମ୍ପିକ…

ଟିକା ନେଇଥିବା ଲୋକଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମିଳିବ ଏହି ସ୍ୱତନ୍ତ୍ର ରିହାତି

ନୂଆଦିଲ୍ଲୀ: ଦେଶରେ ଟିକାକରଣ କରିବାକୁ ସରକାର ଅନବରତ ସଚେତନ କରିଚାଲିଛନ୍ତି। ଟିକାକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଆକର୍ଷଣୀୟ ଅଫର୍‌ ମଧ୍ୟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଇଣ୍ଡିଗୋ…

ଏବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ୍ ୩୦% କମିବ

ଭୁବନେଶ୍ୱର: ଶିକ୍ଷା ଉପରେ ପ୍ରହାର ପକାଇଛି କରୋନା । ସ୍କୁଲ ବନ୍ଦ ରହିଛି । କ୍ଲାସରୁମରେ ପାଠପଢ଼ା ହେଉନି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଛନ୍ତି ସରକାର । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମହାମାରୀ…

ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଆଷ୍ଟ୍ରାଜେନେକା ଟିକା ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତ‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଡେଲ୍‌ଟା ଏବଂ କାପ୍ପା ବିରୁଦ୍ଧରେ ଆଷ୍ଟ୍ରାଜେନେକା ଟିକା ପ୍ରଭାବଶାଳୀ ବୋଲି କମ୍ପାନି ଦାବି କରିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ରକ୍ତରୁ  ମୋନୋକ୍ଲୋନାଲ…

ଡବ୍ଲୁୃଟିସି ଫାଇନାଲ: ଏବେ ବି ଭାରତ ପ୍ରତି ବିପଦ ଟଳିନି

ସାଉଥାମ୍ପଟନ:ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିପକ୍ଷରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମ୍ୟାଚ ରୋମାଂଚକ ସ୍ଥିତିକୁ ଆସି ଯାଇଛ । ରିଜର୍ଭ ଡେରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ସମୀକ୍ଷକଙ୍କ ମତରେ ଏବେ ବି ଭାରତ…

କାହିଁକି ଅକ୍ଷୟଙ୍କ ସହ ଏକାଠି ଅଭିନୟ କରିବାକୁ ପସନ୍ଦ କରନ୍ତିନି ଶାହାରୁଖ୍‌?

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଶାହାରୁଖ୍‌ ଖାନ୍‌ ଏବଂ ଅକ୍ଷୟ କୁମାର ବେଶ୍‌ ପରିଚିତ ନାଁ ଥିଲେ। ଦୁହେଁ ଅନେକ ସୁପର୍‌ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ହେଲେ କେବଳ ଗୋଟିଏ ଫିଲ୍ମକୁ ଛାଡିଦେଲେ ଏକାଠି ଅଭିନୟ କରିନାହାନ୍ତି ଉଭୟ କଳାକାର।…

ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ରିପୋର୍ଟ ହୋଇଛି। ଯାହାକୁ ସରକାରଙ୍କ ଦ୍ୱାରା “ଭାରିଆଣ୍ଟ ଅଫ୍ କନନ୍‌ସର୍ନ” ଭାବେ ଟ୍ୟାଗ୍ କରାଯାଇଛି। ଗତକାଲି ଡେଲଟା ପ୍ଲସ୍ ମାମଲାରେ ବୃଦ୍ଧି ଯୋଗୁ ସରକାର ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶକୁ ଚେତାବନୀ ଦେଇଛନ୍ତି।…

ଦେଶରେ ୩ କୋଟି ପାର କଲା କରୋନା ସଂକ୍ରମଣ, ସୁସ୍ଥ ହେଲେଣି ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆକ୍ଟିଭ୍ କେସ୍ ଦ୍ରୁତ ଖସୁଛି । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ପାର କରିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୮୪୮ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯କୁ ବୃଦ୍ଧି…

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ମଧ୍ୟପ୍ରଦେଶରୁ ନେଲଣି ୪ ଜୀବନ

ଭୋପାଳ: କରୋନା ସେକେଣ୍ଡ ଓ୍ୱେଭ୍ ସରି ସରି ଆସୁଥିବା ବେଳେ ଡେଲଟା ଭାରିଆଣ୍ଟ ଟେନସନ୍ ସରିନି । ଚିନ୍ତା ବଢ଼ାଇଲାଣି ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟ । ମଧ୍ୟପ୍ରଦେଶ ଶିବପୁରୀରେ ଡେଲଟ୍ ପ୍ଲସ୍ ଭାରିଆଣ୍ଟ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…