Latest Odisha News

BREAKING NEWS

Yearly Archives

2021

ଟିଏମସି ବିଧାୟକ ଜୟନ୍ତ ନାସକରଙ୍କ ପରଲୋକ

କୋଲକାତା : ଟିଏମସି ବଧାୟକ ଜୟନ୍ତ ନାସକରଙ୍କ ବିୟୋଗ । ଆଜି କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ପୁଣି ଅସୁସ୍ଥତା ଅନୁଭବ…

ଶିଶୁକୁ ଫେରାଇ ନେବାକୁ ମା’ର ଅନୁରୋଧ

ଯାଜପୁର : ଶିଶୁ କନ୍ୟା ବିକ୍ରି ହେବା ଘଟଣା । ଶିଶୁ କନ୍ୟାକୁ ନେବା ପାଇଁ ଜିଲା ଶିଶୁ ମଙ୍ଗଳ ସମିତିର ଦ୍ୱାରସ୍ଥ ହୋଇଛନ୍ତି ଶିଶୁର ମାଆ । ତେବେ ପୋଲିସ ରିପୋର୍ଟ ମଗାଯିବା ପରେ ଶିଶୁକୁ ହସ୍ତାନ୍ତର କରାଯିବ ବୋଲି ଜଣା ଯାଇଛି । ଯାଜପୁର ଜିଲା ବିଂଝାରପୁର ଥାନା ପଂତେପୁର ମଲିଆ ଗାଁର ଏହି ଶିଶୁ…

କରୋନା କୋପ, ୪ ଅନାଥ ଶିଶୁଙ୍କ ଦାୟିତ୍ୱ ନେଲା ରାୟଗଡା ଜିଲ୍ଲା ପ୍ରଶାସନ

ରାୟଗଡା: ଘାତକ କରୋନା ମହାମାରୀକୁ ନେଇ ସାରା ଦେଶ ପ୍ରଭାବିତ । କିଏ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ତ କେହି ସର୍ବହରା ହୋଇଛନ୍ତି । ଏପରି ସ୍ଥିତିରେ ରାୟଗଡା ଜିଲ୍ଲାର ଦୁଇଟି ପରିବାର ଗଭୀର ରୂପେ ପ୍ରଭାବିତ ହୋଇଛି । ତେବେ ସେମାନଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା…

ଦେଶରେ କମୁଛି କରୋନା ସଂକ୍ରମଣ, ଟ୍ରେନ୍ ଚଳାଚଳ କରିବାକୁ ରେଳବାଇର ପଦକ୍ଷେପ

ନୂଆଦିଲ୍ଲୀ : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମର । ଧିରେ ସ୍ଥିତି ସୁଧୁରୁଥିବା ବେଳେ, ଏବେ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସ୍ଥାନୀୟ ଅଞ୍ଚଳର ସ୍ଥିତି ଓ କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଅଧିକ ଟ୍ରେନ…

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ଆଗୁକୁ ଆସୁଛି ମହାପ୍ରଭୁ ଶୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପୋଲିସ । ପୁରୀ ଜିଲ୍ଲାକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ, ମୁତୟନ…

ମିଲଖା ସିଂଙ୍କୁ ନେଇ ରାହୁଲଙ୍କ ଟୁଇଟ ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଭାରତର ଶ୍ରେଷ୍ଠ ଆଥଲେଟ ତଥା ଅଲିମ୍ପିଆନ ମିଲଖା ସିଂ ଆରପାରିରେ । ଏଥିନେଇ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୋକ ବ୍ୟକ୍ତ କରାଯାଉଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଟୁଇଟ ନେଇ ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି । ସେ…

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ଭୁବନେଶ୍ବର : ଭବାନୀପାଟଣାରେ ଉଦଘାଟିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଭବାନୀପାଟଣାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ…

କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ପୁଣି ଚର୍ଚ୍ଚା, ମନ୍ତ୍ରୀ ହେବେ ସର୍ବାନନ୍ଦ ସୋନୱାଲ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ପୁଣି ଚର୍ଚ୍ଚା । ଦିଲ୍ଲୀରେ ପହଞ୍ଚିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ଦିଲ୍ଲୀରେ ପହଞ୍ଚିବା ପରେ ସେ ଦଳର ବରିଷ୍ଠ…

ଏଲଜେପିର ସମସ୍ତ କମିଟିକୁ ଭଙ୍ଗ କଲେ ପଶୁପତି

ପାଟନା: ସାଂସଦ ପଶୁପତି କୁମାର ପାରସଙ୍କ ନେତୃତ୍ୱରେ ଏଲଜେପିର ରାଷ୍ଟ୍ରୀୟ, ରାଜ୍ୟ ଏବଂ ବିଭିନ୍ନ କମିଟିକୁ ଭଙ୍ଗ କରାଯାଇଛି । ପଶୁପତି ନିଜର ଅନ୍ତରଙ୍ଗ ୪ ଏମପିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଚୌଧୁରୀ ମେହବୁବ ଅଲୀ କେସର ଓ ବୀଣା ଦେବୀଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ…

ଦେଶରେ ଚମକ ଆଣିଲା ଭୁବନେଶ୍ବର, ରହିବା ପାଇଁ ଅନୁକୂଳ

ଭୁବନେଶ୍ବର : ଦେଶରେ ଚମକ ଆଣିଲା ରାଜଧାନୀ ଭୁବନେଶ୍ବର । ଉତ୍କୃଷ୍ଟ ବାସୋପଯୋଗୀ ସହର ତାଲିକାରେ ଦିଲ୍ଲୀକୁ ପଛରେ ପକାଇଲା ମନ୍ଦିର ମାଳିନୀ ଭୁବନେଶ୍ବର । ଇଜ୍ ଅଫ ଲିଭିଂ ଇଣ୍ଡେକ୍ସର ନୂଆ ଆକଳନରେ ସାମ୍ନାକୁ ଆସିଛି ଏହି ତଥ୍ୟ । ଦେଶର ପ୍ରମୁଖ ୧୦ଟି ସହରକୁ ନେଇ କରାଯାଇଥିବା ସର୍ଭେର ପ୍ରଥମ…