Latest Odisha News

BREAKING NEWS

Yearly Archives

2022

ମାଓ ଅଂଚଳରେ ୪-ଜି ନେଟୱାର୍କ

ନୂଆଦିଲ୍ଲୀ : ମାଓ ଅଂଚଳରେ ଲାଗିବ ୪-ଜି ନେଟୱାର୍କ। ଏବେ ର ୨-ଜି ନେଟୱର୍କ ୪-ଜି କୁ ଉନ୍ନୀତ କରାଯିବ। ଦ୍ରୁତ ଇଂଟରନେଟ୍ ସହ ବେତାର ମୁଖ୍ଯସ୍ରୋତରେ ଯୋଡିହେବ ଏହି ସମସ୍ତ ପଛୁଆ ଅଂଚଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୟୁନିଭର୍ସାଲ…

ଭାରତ ବିନା ବିଶ୍ୱର ପ୍ରମୁଖ ସମସ୍ୟାର ସମାଧାନ ହୋଇପାରିବନି: ଜର୍ମାନୀ ମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱର ଯେକୌଣସି ସମସ୍ୟା ଆସୁ ଯଦି ଭାରତର ସହଯୋଗ ନାହିଁ ତାହେଲେ ଏହି ସମସ୍ୟାର ସମାଧାନ ହୋଇପାରିବନି । ଜର୍ମାନୀର ବୈଦେଶିକ କାର୍ଯ୍ୟାଳୟର ସଟିବ ଡକ୍ଟର ଟୋବିୟାସ ଲିଣ୍ଡନର୍ ଏହା କହିଛନ୍ତି। ଭାରତ ସହିତ ଜର୍ମାନୀ ଗୋଟିଏ ପ୍ରମୁଖ ଅଂଶୀଦାର । ଭାରତ ସହିତ ବିଭିନ୍ନ କ୍ଷେତ୍ରରେ…

ଲେମ୍ବୁ ପାଇଁ ବୋହୂକୁ ହତ୍ୟା ! ଫେରାର ଶାଶୁ ଓ ନଣନ୍ଦ

ପାଟଣା: ଗୋଟିଏ ପଟେ ବଜାରରେ ଲେମ୍ବୁର ଭାଉ ଅଧିକ ବଢିବା ପରେ ଏହା ଘରେ ଫଳ ଭଳି ସମ୍ମାନ ପାଉଛି । ଅନ୍ୟପଟେ ଏହି ଲେମ୍ବୁକୁ ନେଇ ଘରେ କଳି ହୋଇଛି । ସ୍ଥିତି ଏପରି ହୋଇଛି ଯେ ଲେମ୍ବୁ ପାଇଁ ଜଣଙ୍କ ଜୀବନ ଯାଇଛି । ବିହାରର ଚମ୍ପରନ ଜିଲ୍ଲାର ଚୌଧନାଡୋ ପୋଲିସ୍ ଷ୍ଟେସନର ଚେନପୁର ଗାଁରେ…

ନେତ୍ରବନ୍ଧ ଆଇରନ୍ ଓର୍ ଖଣି ଖନନ ପାଇଁ ପଲ୍ଲୀ ସଭା; ୩୦୦ରୁ ଉର୍ଦ୍ଦ୍ୱ ସ୍ଥାନୀୟ ନିଯୁକ୍ତି

କୋଇଡ଼ା: ନେତ୍ରବନ୍ଧ ଆଇରନ୍ ଓର୍ ଖଣି ରେ ଜେଏସଡବ୍ଲୁ ସହଯୋଗୀ ଭୂଷଣ ଷ୍ଟିଲ୍ ଏବଂ ପାୱାର ଲିମିଟେଡ ର ଖନନ ପାଇଁ ବୁଧବାର ବାଲାଡିହି ଗ୍ରାମରେ ପଲ୍ଲୀ ସଭା ବା ଜନ ଶୁଣାଣି ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଭାବିତ ଗ୍ରାମର ୫୦୦ ଜଣ ଏହି ସଭାରେ କମ୍ପାନୀ…

ପୁରୀ ଐତିହ୍ୟ ପ୍ରକଳ୍ପ: ଅପରାଜିତା ଷଡ଼ଙ୍ଗୀଙ୍କୁ ଦୂରେଇ ଦେଉଛି କି ବିଜେପି ?

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ବିଜେପିରେ ଫାଟ । ଗୋଟିଏ ପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ୟପଟେ ଦଳର ବାକି ନେତା । ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ବୁଧବାର ପୁରୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡଦାଣ୍ଡରେ ଏକ ପଦଯାତ୍ରା କରିବାକୁ ଆୟୋଜନ କରିଥିଲେ । ଯଦିଓ ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ନିର୍ଗୁଣ ନିରାକାର ରୂପେ ଅବା ସଗୁଣ ସାକାର ରୂପେ କରିବା ବିଷୟରେ ଆମେ ଅଳ୍ପେ ବହୁତେ ଜାଣିଲେ କିନ୍ତୁ ଏ କଳିଯୁଗରେ ଅନ୍ୟ ଏକ ସର୍ବମାନ୍ୟ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୨ ତା' ପରେ ପିଲାଙ୍କୁ ପଢେଇଲେ ଶାନ୍ତି ମିଳେ । ତାଙ୍କ ସହ ସମୟ କଟିଯିବା । ଆଉ ମୂଖ୍ୟ କଥା ହେଲା, ବଞ୍ଚିବା ପାଇଁ ନୂଆ ବାହାନାଟିଏ ମିଳିଛି । ତା'କୁ ମଣିଷ କରିବ । ବାଙ୍ଗାଲୁର୍ ହସପିଟାଲ୍‌ରୁ ହରିଶ୍ ଖବର ଦେଲା ।…

ଆଇନଜୀବୀ ଦିବସରେ ମଧୁ ବିଚାରର ଆହ୍ୱାନ

ବିଭୁ ପ୍ରସାଦ ତ୍ରିପାଠୀ  ସାରା ରାଜ୍ୟରେ ଆଜି ଆଇନ୍‌ଜୀବୀ ଦିବସ ପାଳନ ଅବସରରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୁଦନ ଦାସଙ୍କ ବିଚାର ଓ ଆଦର୍ଶର ପ୍ରାସଙ୍ଗିକତା ଆହୁରି ଉଦ୍‌ଜୀବୀତ ହୋଇଉଠୁଛି । ବିଧାନସଭା ଓ ସଂସଦରେ ଦକ୍ଷ ଆଇନ୍‌ଜୀବୀମାନଙ୍କ ପ୍ରତିନିଧିତ୍ୱ ଧିରେ ଧିରେ ହ୍ରାସ ପାଇବା, ଆଇନ୍…

ଅନୁବାଦ କବିତା : କବର ତଳର ଭାବନା

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ସେମାନେ ଆମକୁ ଯେବେ ପୋତିଦେବେ ମାଟି ତଳେ ବହୁ ଗଭୀରରେ ସବୁଜ କୋମଳ ଘାସ କଅଁଳିବ ଆମର ସେ କବର ଉପରେ ଶୁଣାଯିବ ଟୁପଟାପ୍ କ୍ଷୀଣ ଶବ୍ଦ ସେହି ମାଟି ପରେ ଲାଗିବ ପଡ଼ୁଛି ସତେ ଦୂରେ, ବହୁ ଦୂରେ, ବହୁତ ଉର୍ଦ୍ଧ୍ବରେ । ଆମେ ଯେବେ ଉଠିଯିବୁ ସେ…

ଭାଷା ଭାଗବତ : ଲିଖନ ବୈରାଗ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୯ ଧନ୍ୟ ମୋ ହାତର ଆଂଗୁଠି ଲେଖିଲା ବେଳେ ଏଠି ସେଠି ବାଜି ହୁଏ ଅନେକ ତ୍ରୁଟି ପାଠକେ ଭିଡ଼ଂତି ମୋ ଚୁଟି ଏକ ଶବ୍ଦର ବହୁ ରୂପ ପ୍ରତିଟି ଦେଖାଂତି ପ୍ରକୋପ ଅନିବାର୍ଯ୍ୟ କି ଅନିର୍ବାଯ୍ୟ ବାଛିବା ହୁଏ ମୁଖ୍ୟ କାର୍ଯ କେଉଁଟି…