ଗଳି ଭିତରୁ ନେଇଗଲେ ୧୧ବର୍ଷର ପୁଅ, ରାଜଧାନୀରୁ ଧରାପଡିଲେ ପିଲାଚୋର
ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ରାକେଟ୍।ସାମ୍ନାକୁ ଆସିଲା ପିଲା ଚୋରିର ଦୃଶ୍ୟ ।ବୁଲି ବୁଲି ରେକି କରୁଛନ୍ତି। ଗହଳି ସ୍ଥାନରେ ପିଲାକୁ ଦେଖି ଟାର୍ଗେଟ କରୁଛନ୍ତି।ଚିକେନ ପକୋଡା ଓ ଆଇସିକ୍ରିମ ଖୁଆଇ ପିଲାକୁ ଚୋରି କରୁଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଖଣ୍ଡଗିରି ଥାନା ଜାଗମରା…