Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ…

ଭାଷା ଭାଗବତ : ପ୍ରାୟୋଜିତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୧  ଅନେକ କଥା କାନେ ଶୁଣି ସେ ସବୁ ସତ୍ୟ ବୋଲି ମାନି କରିଲେ ଜୀବନ ଯାପନ ଶୁଣାଳି ଭୋଗଇ କଷଣ ଅନେକ କିଛି ଆଖି ପଢ଼େ ତଦନୁସାରେ ମତ ଗଢ଼େ ମରୀଚିକାକୁ ଭାବି ଜଳ ଶୋଷରେ ହୁଏ ସେ ବିକଳ ସୁଖ ଆନଂଦ ପ୍ରେମ ଶାଂତି ଅଳପ…

‘୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ’ ବକୃତା ପ୍ରଦାନ କରିବେ ଜଁ ଡ୍ରେଜ୍

ଭୁବନେଶ୍ୱର : ସ୍ୱନାମଧନ୍ୟ ଅର୍ଥନୀତିଜ୍ଞ ତଥା ସମାଜସେବୀ ଜଁ ଡ୍ରେଜ୍ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ସନ୍ଧ୍ୟାରେ '୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ' ବକୃତା ପ୍ରଦାନ କରିବେ। ଡ୍ରେଜଙ୍କର ଏହି ବକୃତାର ସିଧା ପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ ଆଜି ( ଅପ୍ରେଲ ୨୦) ଭାରତୀୟ ସମୟ…

କବିତା : ଗବାକ୍ଷ

ପ୍ରିୟମ୍ବଦା ସାମଲ  ପ୍ରଚଣ୍ଡ ଗ୍ରୀଷମରେ ଉତ୍ତପ୍ତ ଧରା ଧରଣୀ ରାଣୀ ଫେଡି ନେତ୍ର ଅଧିରା। ଗବାକ୍ଷ କୋଣୁ ଚାହେଁ ସୁପ୍ତ ଜଳଦ କେବେ ସେ ଭିଜାଇବ ହୋଇ ବାରିଦ। ସୁଷ୍ମ ଧୂଳିକଣା ଉଡ଼ଇ ନଭରେ ଉତ୍ତପ୍ତ ବାୟୁ ଜୀବନ ବ୍ୟସ୍ତ କରେ। ପ୍ରବଳ ଘର୍ମ ଅସ୍ତବ୍ୟସ୍ତ ଜୀବନ କାଳ ବୈଶାଖୀକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୪ ତା’ଙ୍କ ଅନାଗ୍ରହ ଦେଖି ମାମୁଁ ମାଇଁ ମଧ୍ୟ ଧିରେଧିରେ ଦୂରେଇ ରହିଲେ । ବଡ ଘରେ ଭାଣିଜୀ ବିଭାଦେଇ ସେ ଚୁପ୍ ରହିଲେ । ଏବେ ସେ କୋଉ ମୁହଁ ନେଇ ସେଠାକୁ ଯିବ? କ' ଣ କହିବ? ତା'ର ମନେ ପଡୁଲା ଲିପି କଥା । ନିଜର…

ଭିଜିଲାନ୍ସ ଟିମକୁ ଦେଖି ଲାଞ୍ଚ ଟଙ୍କା ଲୁଚାଇଥିଲେ ପାଇଖାନାରେ, ଏବେ ହିସାବ ଦେଉଛନ୍ତି

ବରଗଡ଼: ହାତଗୁଞ୍ଜା ଦେଲେ ହୋଟେଲ ଖୋଲିବାକୁ ଲାଇସେନ୍ସ ମିଳିବ । ନହେଲେ ହୋଟେଲ ଖୋଲିପାରିବନି। ଏପରି କଛି କହି ନିଜ ଚାକିରିରି ବହପ ଦେଖାଉଥିଲେ ବରଗଡ଼ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସର ବା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଚୁଲବତୀ ସାହୁ । କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏପରି ହାତଗୁଞ୍ଜା…

ବ୍ୟଙ୍ଗ : ବିକାଶର ଜୟଯାତ୍ରା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ବର୍ଷଯାକ ଜାକିଜୁକି ବସି ଘୁମଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି , ବାହାତିଥୀ ପୂର୍ବରୁ ଝାଡ଼ିଝୁଡ଼ି ହୋଇ ଉଠନ୍ତି ଇନକମଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର…

ବିଜେଡି ଛାଡିବା ନିଷ୍ପତ୍ତି ଭୁଲ୍ ଥିଲା: ଜର୍ଜ ତିର୍କି

ରାଉରକେଲା: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଜ୍ୟର ବରିଷ୍ଠ ନେତା ତଥା ସୁନ୍ଦରଗଡ ବୀରମିତ୍ରପୁରର ୪ଥର ବିଧାୟକ ଜର୍ଜ ତିର୍କି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ସେ କିନ୍ତୁ ସ୍ୱୀକାର କରିଛନ୍ତି ଯେ ୨୦୦୬ରେ ସେ ବିଜେଡି ଛାଡ଼ି ଭୁଲ୍ କରିଛନ୍ତି। ଏବେ…

ଥୂଆମୂଳ ରାମପୁର ଝିଅ ଜ୍ୟୋତି ରାଜ୍ୟକୁ ଆଣିଛନ୍ତି ଗୌରବ; ଜାତୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଦ୍ୱିତୀୟ

ଥୂଆମୂଳ ରାମପୁର: କୁମୁଡ଼ବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତି ପରାଭୋଇ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମିଳିତ ଜାତିସଂଘର ଭାରତ ଓ ଭୂଟାନ ମିଳିତ ଆନୁକୂଲ୍ୟରେ ଏବଂ ଫେୟୋର୍ଗେଜ ଅନୁଷ୍ଠାନ ପକ୍ଷରୁ ଏକ ଅନଲାଇନ ବିଜ୍ଞାନ…

ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଇଏମଏଫ କୁ କହିଲା ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆଇଏମଏଫ(ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭାଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତି ବିଷୟରେ ଅବଗତ କରିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ…