Latest Odisha News

BREAKING NEWS

Yearly Archives

2022

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୨ ନାଁ , କିଛି ନାହିଁ । ତା'ର ମନେ ପଡ଼ିଲା, ଗତ କିଛି ଦିନ ହେବ ବାର୍‌ରେ ସମୟ କିଟୁଥିଲେ । କାହାକାହା ସହ ଫୋନ୍‌ରେ କଥା ହେଉଥିଲେ । ସେ ପୁଣି ଦୌଡ଼ିଲା ଟପ୍ ଫ୍ଲୋରକୁ । ଡୋର ଖୋଲି ଲାଇଟ୍‌ ଅନ୍ କରୁକରୁ ସାଇଡ଼୍‌ରେ…

ସୋମବାରରୁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର: ସୋମବାର ଠାରୁ ଖୋଲିବ ଲୋକାସେବା ଭବନ। ଏହା ସହିତ ଖାରବେଳ ଭବନ ଓ ରାଜୀବ ଭବନ ଯିବାକୁ ସାମ୍ବାଦିକ, ସର୍ବସାଧାରଣଙ୍କୁପ୍ରବେଶ ଅନୁମତି ମିଳିବ । ଗତ ୧୨ ତାରିଖରେ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରଠାରୁ ପ୍ରାୟ ୨ ବର୍ଷ ପରେଜିଲ୍ଲାସ୍ତରୀୟ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନୀଳମାଧଵ ରୂପରେ ନୀଳଗିରି ପର୍ବତରେ, ନିକାଞ୍ଚନରେ ରହି ଶବର ରାଜ ବିଶ୍ୱାବସୁ ଦ୍ୱାରା ପୂଜିତ ହେଉଥିଲେ। କିନ୍ତୁ ଆଦିକବି ସାରଳା ଦାସଙ୍କ ରଚିତ "ମହାଭାରତ "ରେ…

ରାଜଧାନୀକୁ ଡରାଇଲାଣି କରୋନା, ଦିନକରେ ୧୨%ରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି। ପଜିଟିଭ୍ ହାର ୪.୨୧ ପ୍ରତିଶତ ରହିଛି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି…

ପରଲୋକରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକାଧାରରେ ସେ ଜଣେ ଗାୟକ, ଗୀତିକାର ଓ ସ୍ତମ୍ଭକାର ଥିଲେ। ଏକଦା ଏକ ଖବର କାଗଜରେ ପ୍ରକାଶିତ ତାଙ୍କର "ସାଉଁଟା କାହାଣୀ" ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା ।…

ବିଶେଷ ଦିନରେ ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ

ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ । ବର୍ଷର କିଛି ବିଶେଷ ଦିନରେ ଏଏସଆଇ ଦ୍ୱାରା ସଂରକ୍ଷିତ ପର୍ଯ୍ୟଟନସ୍ଥଳୀ ମାଗଣାରେ ପ୍ରବେଶ ସୁବିଧା ମିଳିବ । ଏହି ଦିନ କୌଣସି ଟିକେଟ ବ୍ୟବସ୍ଥା ରହିବନି । ସର୍ବସାଧାରଣ ପ୍ରବେଶ ବିନା ପ୍ରତିବନ୍ଧକରେ ହେବ । ଏନେଇ ଏଏସଆଇ(ଭାରତୀୟ ପ୍ରତ୍ନତାତ୍ତ୍ୱିକ…

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ୨୦୦କିମି ଦୌଡ଼ିଲେ ୧୦ ବର୍ଷୀୟା କାଜଲ

ଭୁବନେଶ୍ୱର: ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଛା ହେଲା । ୨୦୦ କିମି ଦୌଡ଼ି ଦେଖା କରିବାକୁ ଗଲେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ କାଜଲ । ପ୍ରୟାଗରାଜର ମଣ୍ଡା ବାସିନ୍ଦା କାଜଲ ଗତ ବର୍ଷ ଇନ୍ଦିରା ମାରାଥନ ଦୌଡ଼ିଥିଲେ । ସେତେବେଳେ ସେ ମିଡ଼ିଆକୁ କହିଥିଲେ ଯେ, ତାଙ୍କର…

ନଦୀରେ ବୁଡ଼ି ଦୁଇ ଅଙ୍ଗନୱାଡ଼ି ଶିଶୁଙ୍କ ମୃତ୍ୟୁ

ଜି. ଉଦୟଗିରି: ଟିକାବାଲିର ଛାତିଝରା ଗ୍ରାମରେ ନଦୀରେ ବୁଡ଼ି ଅଙ୍ଗନୱାଡ଼ି ପାଠ ପଢୁଥିବା ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି, ଜ୍ୟୋତିଷ ଦେହୁରୀଙ୍କ ଝିଅ ଯାଜ୍ଞସିନୀ ଏବଂ ଯୁଧିଷ୍ଠିର ଦେହୁରୀଙ୍କ ଝିଅ ସତ୍ୟଜିତ୍ । ରବିବାର ସକାଳେ ଉଭୟ ତାଙ୍କ ବଡ଼ ମା’ ଙ୍କ ସହ ନଦୀକୁ ଗାଧୋଇବାକୁ…

ଦୃଷ୍ଟିହୀନଙ୍କ ପାଇଁ ଦେଶର ପ୍ରଥମ ଡିଜିଟାଲ ରେଡିଓ ‘ଅକ୍ଷ’

ଭୁବନେଶ୍ୱର: ଦୃଷ୍ଟିହୀନଙ୍କ ନିକଟରେ ସବୁ ବେଳେ ବ୍ରେଲି ଏବଂ ଅଡିଓବୁକ୍ ମିଳୁନି । ଯାହା ସେମାନଙ୍କ ପାଠ ପଢ଼ାରେ ବାଧକ ବନୁଛି । ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ପାଠ ପଢ଼ିବାର ଦୁଇଟି ହିଁ ମାଧ୍ୟମ ଥିଲା । କୋଭିଡ ସମୟରେ ବ୍ରେଲି ଓ ଅଡିଓ ବୁକ୍ ର ଉପଲବ୍ଧତା କମିଯିବାରୁ ଦୃଷ୍ଟିହୀନଙ୍କ ପାଇଁ…

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ରାଜଧାନୀ କିଭରେ ମିଳିଲାଣି ୯୦୦ରୁ ଅଧିକ ଶବ

ଦିଲ୍ଲୀ : ୫୨ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ପୋର୍ଟ ସିଟି ମାରିୟୁପୋଲକୁ ନେଇ ଜୋରଦାର ସଂଘର୍ଷ ଜାରି । ରାଜଧାନୀ କିଭରେ ୯୦୦ରୁ ଅଧିକ ଶବ ମିଳିଲାଣି ବୋଲି ଦାବି କରିଛି ୟୁକ୍ରେନ । କିଭରୁ ଋଷ ସୈନ୍ୟ ହଟିବା ପରେ ବିଭିନ୍ନ ଅଞ୍ଚଳରେ ଶବ ଠାବ ପ୍ରକ୍ରିୟା ଜାରିରହିଛି । ସେମାନଙ୍କ ମଧ୍ୟରୁ ୯୫…