Latest Odisha News

BREAKING NEWS

Yearly Archives

2022

ସାମ୍ବାଦିକଙ୍କ ଉପରେ ପୋଲିସ ଜୁଲମକୁ ନିନ୍ଦା: ପୋଲିସ୍ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାର ସସପେଣ୍ଡ

ବାଲେଶ୍ୱର : ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ସସପେଣ୍ଡ ହେଲେ ହାବିଲଦାର । ପୋଲିସ୍ କଷ୍ଟଡି ଦାୟିତ୍ୱରେ ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି ସୁନୀଲ ବଂଶଲ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦୌପଦୀ…

ଚଳିତ ବର୍ଷ ପାଇଁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପାଇବେ ମଞ୍ଜୁ ମହାନ୍ତି, ପ୍ରଭାକର ସ୍ୱାଇଁ ଓ ଅଶୋକ ପଣ୍ଡା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଚଳିତବର୍ଷ ସମାଜସେବା ପାଇଁ ମଞ୍ଜୁ ମହାନ୍ତି, ଭାଷା ସାହିତ୍ୟ ପାଇଁ ପ୍ରଭାକର ସ୍ୱାଇଁ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଅଶୋକ ପଣ୍ଡାଙ୍କୁ ଜାନକୀ…

ଔଷଧ କିଣିବାକୁ ଯାଇଥିବା ବେଳେ ଯୁବକଙ୍କୁ ଏସିଡ଼୍ ମାଡ଼

ଭଦ୍ରକ  : ଔଷଧ କିଣିବାକୁ ଯାଇ ଏସିଡ୍‌ ମାଡ଼ର ଶିକାର ହେଲେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ ହୋଇଛି । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ଗାଁର ଜଣେ ଯୁବକଙ୍କୁ ଏସିଡ ମାଡ଼…

ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ: ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର: ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ  । ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ…

ଦୁଇ ଦିନ ଧରି ତେଲ ଦର ଅପରିବର୍ତ୍ତିତ, କେବେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ: ଲଗାତର ପାଖାପାଖି ୮୦ ପଇସା ତେଲ ଦର ବଢିଚାଲିଥିଲା । ଏବେ କିନ୍ତୁ ଦୁଇ ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି । ଦର ଏଭଳି ବଢୁଛି ଯେ ଲୋକେ ଗ୍ରୀଷ୍ମ ପ୍ରବାହରେ ଖରାର ତାତି ତୁଳନାରେ ତେଲର ତାତିକୁ ଅଧିକ ଭୟ କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ୪୪ ଦିନରେ ପହଞ୍ଚିଛି । ଯୁଦ୍ଧ…

ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍‌, ୧୦ରୁ ଅଧିକ ଶ୍ରମିକ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବିହାରରେ ସକାଳୁ ସକାଳୁ ଘଟିଛି ଦୁର୍ଘଟଣା। ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟିପଡ଼ିଲା। ଡିଭାଇଡରରେ ବସଟି ପିଟି ହୋଇଯାଇଥିବା ବେଳେ ସେଠାରେ ଓଲଟିପଡ଼ିଥିଲା। ଏଥିିରେ ଥିବା ୧୦ରୁ ଅଧିକ ଶ୍ରମିକ ଆହତ ହୋଇପଡ଼ିଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଶ୍ରମିକଙ୍କୁ…

କିଏ ହେବେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ?

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀମାନେ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଅଙ୍କକଷୁଛନ୍ତି । କାହାକୁ ପ୍ରାର୍ଥୀ କଲେ ଦଳମତ ନିର୍ବିଶେଷରେ ସମର୍ଥନ ଆସିପାରିବ ସେ ନେଇ ବିରୋଧୀ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ବିରୋଧୀ ନିଜର…

ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ : ଆଜି ନେତ ଉତ୍ସବରେ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର : ଆସନ୍ତାକାଲି ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ସେହିଭଳି ଆଜି ନେତ ଉତ୍ସବରେ ଚଳଚଞ୍ଚଳ ହୋଇପଡିଛି  ଏକାମ୍ର କ୍ଷେତ୍ର । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ…

ରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ:ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ରହିଛି । ତା ସହ ଘଡଘଡି ଓ ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଅଞ୍ଚଳରେ…

କବିତା : ଚଇତି ଜହ୍ନ

କବିତା : ଚଇତି ଜହ୍ନ ବଳରାମ ପୂଜାରୀ ଅନେକ କଡଲେଉଟା ନିଦ ଏଇଠି ଅପହୃତ ? ଫେରିଯାଅ ତାରାମାନେ ଏବେ ତୁମର ଫୁଟିବାର ସମୟ ଅତିକ୍ରାନ୍ତ ? ଜହ୍ନକୁ ପଚାର ! ଚଇତି ଫର୍ଚ୍ଚା ଆକାଶଟା ଏବେ କାହିଁ ? ବାରୁଦ ବାରୁଦ ବା ସେ ପୁରା ଅନ୍ଧାରଟା , ଏଠି ନିଲାମ ଯୁଦ୍ଧର ଯଜ୍ଞରେ ?…