Latest Odisha News

BREAKING NEWS

Yearly Archives

2022

ଥାନାରେ ସାମ୍ବାଦିକଙ୍କୁ ଏ କି ନିର୍ଯାତନା ?

ଭୋପାଳ: ଗୋଟିଏ ପଟେ ନୀଳିଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ ଉପରେ ବେଡି ପକାଇବା ପରେ ପୁଲିସର ବର୍ବରତା ସାମ୍ନାକୁ ଆସିଛି  । ଏହାକୁ ନେଇ ରାଜ୍ୟରେ ସବୁଆଡୁ ନୀଳଗିରି ଥାନାର ଆଇଆଇସି ଦୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଅନ୍ୟପଟେ ଆଉ ଏକ ଫଟୋ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୨  ଆରାଧ୍ୟା ଥରଟିଏ ବି କହିଲା ନାହିଁ କି, “ଆଜି ତ’ ଜଲ୍‌ଦି ଫେରିଛ, ଚାଲ କୁଆଡେ ବୁଲିଯିବା । ଗୁପ୍‌ପୁଚ୍ ଖାଇକି ଆସିବା ଚାଲ , ନ’ହେଲେ ଆଇସ୍‌କ୍ରିମ୍ ।” ଆରାଧ୍ୟାର ଦୀର୍ଘ ନୀରବତା ଓ ତା’ ପ୍ରତି ଧ୍ୟାନର…

ଭାଷା ଭାଗବତ : କଥା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୯ କଥା କହିଲେ ଅନର୍ଗଳ ଅବଶ୍ଯ ଉପୁଜେ କଂଦଳ କଥା କହିଲେ ମାପିଚୁପି ନିଷ୍ଫଳ ହୁଏନି କଦାପି ଭାବନା ଯାଏ ଯହିଁ ବ୍ୟାପି ଚେତନା ହୁଏ ବହୁମୁଖୀ କଳ୍ପନା ହୁଏ ବହୁରୂପୀ ଉଦ୍ଦେଶ୍ଯ ରହେନାହିଁ ଛପି ଭାଷାର ପ୍ରବହମାନତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଲୀଳା ଆଜି ସମ୍ପାଦିତ ହୁଏ। "ହରି ଉତଥାପନ ନୀତି "। ଏହି ନୀତି କଥା ଆଲୋଚନା କରିବା ପୂର୍ବରୁ ମନରେ ପ୍ରଶ୍ନ ଉଠେ ହରି କଣ ଶୋଇଥିଲେ କି? ତେବେ…

ପ୍ରଧାନମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଟ୍ୱିଟ୍ କରି ସେ ଭେଟିଥିବାର ଏକ ଫଟୋ ସେୟାର କରିଛନ୍ତି । ଏଥିସହ ଭେଟଘାଟ ବେଳେ ବିଭିନ୍ନ ପ୍ରସଙ୍ଗରେ ଅପରାଜିତା ଆଲୋଚନା କରିଥିବା କହିଛନ୍ତି। ଶାହଙ୍କୁ ପୂର୍ବରୁ ଅପରାଜିତା…

ଇମ୍ରାନ ଖାନଙ୍କ ୟର୍କରକୁ ନୋ ବୋଲ୍ ଦେଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ହୋଇପାରନ୍ତି କ୍ଲିନ୍ ବୋଲ୍ଡ

ଇସଲାମାବାଦ: ପଲଟିଗଲା ପାକିସ୍ତାନ ରାଜନୀତିର ସମୀକରଣ । ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସଂସଦରେ ଅନାସ୍ଥା ଭୋଟର ସାମ୍ନା ନକରି ରାଷ୍ଟ୍ରପତିଙ୍କ ସୁପାରିଶ…

ରାଜ୍ୟରେ ୬ ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛିା ଏହାରି ଭିତରେ ସଂକ୍ରମଣମୁକ୍ତ ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦୁଝର, ନୟାଗଡ, ପୁରୀ, କୋରାପୁଟ, କଳାହାଣ୍ଡି ସହିତ ଗଜପତି ଜିଲ୍ଲା ଏବେ କରୋନା ସଂକ୍ରମଣମୁକ୍ତ ଜିଲ୍ଲା ବୋଲି ଜଣା ପଡିଛି । ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ…

ଲେମ୍ବୁ କିଲୋ ୪୦୦: କିଏ ବିକ୍ରି କରୁଛି, କିଏ କିଣୁଛି ?

ଜୟପୁର: ଗ୍ରୀଷ୍ମ ପ୍ରବାହ ସହିତ ରାଜସ୍ଥାନରେ ଲେମ୍ବୁର ମୂଲ୍ୟ ଆକାଶକୁ ଛୁଇଁଛି । ଗତ ଦୁଇ ଦିନ ଧରି ରାଜସ୍ଥାନରେ କେଜି ପିଛା ୪୦୦ ଟଙ୍କା ମୂଲ୍ୟରେ ଲେମ୍ବୁ ବିକ୍ରି ହେଉଛି। ଦୋକାନରେ ଗୋଟିଏ ଗ୍ଲାସ୍ ଲେମ୍ବୁର ୨୦ ଟଙ୍କା ହୋଇଛି। ଗତ ସପ୍ତାହ ଯାଏ ଏଠାରେ ଲେମ୍ବୁର ମୂଲ୍ୟ କିଲୋ ପିଛା…

ପାରାଦୀପ ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିରୁ କ୍ରସ ଭୋଟିଂ, ଖେଲା କରିଦେଲା ‘ଆମ ପାରାଦୀପ’

ପାରାଦୀପ: ଯେଉଁ ଆସନକୁ ଶାସକ ଦଳ ବିଜେଡି ଖୁସିରେ ଖୁସିରେ ହାତେଇ ପାରିଥାନ୍ତା ସେହି ଆସନକୁ କିନ୍ତୁ ହାତେଇ ନେଲା ଆମ ପାରାଦୀପ ସଂଗଠନ ସମର୍ଥୀତ ପ୍ରାର୍ଥୀ । ପାରାଦୀପ ପୌରଉପାଧ୍ୟକ୍ଷ ନିର୍ବାଚନରେ ଏପରି କିଛି କରି ବିଜେଡି ବିଧାୟକ ସମ୍ବିତ ରାଉତରାୟ ଗୋଷ୍ଠୀଙ୍କୁ ଚେକ୍ ଦେଇଛନ୍ତି ବାପି…

ନବରାତ୍ରି ସମୟରେ ମାଂସ ବିକ୍ରି ବନ୍ଦକୁ ନେଇ ଦିଲ୍ଲୀ ମେୟର ଓ କମିଶନରଙ୍କୁ ନୋଟିସ ଜାରି କଲେ ସଂଖ୍ୟାଲଘୁ କମିଶନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ତିନିଟି ମହାନଗର ନିଗମ ପରିଧିରେ ନବରାତ୍ରି ସମୟରେ ମାଂସ ଦୋକାନ ବନ୍ଦକୁ ନେଇ ମେୟର ଓ କମିଶନର ମାନଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ସଂଖ୍ୟାଲଘୁ କମିଶନ । ଗୁରୁବାର ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ମେୟର ତାଙ୍କ ନିଗମ ପରିଧିରେ ନବରାତ୍ରି ସମୟରେ ମାଂସ…