Latest Odisha News

BREAKING NEWS

Yearly Archives

2022

ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ, ଭାରତ ଦେଲାନି ଭୋଟ୍

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ । ଜେନେରାଲ ଆସେମ୍ବ୍ଲି ଋଷିଆ ବିପକ୍ଷରେ ଭୋଟ ଦେଇ ବିଦା କରିଛି । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଜାତିସଂଘରେ ଋଷିଆକୁ ମାନବାଧିକାର ପରିଷଦକୁ ନିଲମ୍ବନ କରିବା ପାଇଁ ହୋଇଥିଲା ଭୋଟ୍ । ୯୩ଟି ଦେଶ ଋଷିଆ ବିପକ୍ଷରେ ଭୋଟ୍…

ଓଡ଼ିଶାରେ ଓର୍ ଖୋଳିବାକୁ ଓଏମଡିସିକୁ ସୁପ୍ରିମକୋର୍ଟ ଦେଲେ ଅନୁମତି, କହିଲେ ଅନ୍ତତଃ ସରକାରୀ ପାଣ୍ଠିକୁ ଆସିବ ରାଜସ୍ୱ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଓଡ଼ିଶା ମିନେରାଲସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡକୁ (ଓଏମଡିସି) ଓର୍ ଉତୋଳନ କରିବାକୁ ଅନୁମତି ଦେଇଛନ୍ତି । ଓଏମଡିସି ଦ୍ୱାରା ଦାଖଲ ଏକ ଆବେଦନ ପତ୍ରକୁ ବିଚାରକୁ ନେଇ ଏହି ରାୟ ଶୁଣାଇଛନ୍ତି । ବେଲକୁଣ୍ଡି ଆଇରନ ଓର୍ ମାଇନ ଏବଂ ବଗେଇବୁରୁ ମାଇନ୍ସରୁ…

କପିଲଙ୍କ ସୋ’କୁ ରିପ୍ଲେସ୍ କରିବ ‘ଇଣ୍ଡିଆସ୍ ଲାଫ୍ଟର୍ ଚାମ୍ପିୟନ୍’ !

ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ଛୋଟ ପରଦାକୁ ଫେରିଥିଲା ଦ କପିଲ ଶର୍ମା ସୋ । ସୋ’ର ତୃତୀୟ ସିଜିନ୍ ସେହି ପୁରୁଣା କଳାକାରଙ୍କୁ ନେଇ ଦର୍ଶକଙ୍କୁ ଦେଇଥିଲା ମନୋରଂଜନର ନୂଆ ଡୋଜ୍ । ଦର୍ଶକଙ୍କ କଥା ଛାଡନ୍ତୁ ବଲିଉଡର କଳାକାରମାନେ ବି ନିଜ ଫିଲ୍ମର ପ୍ରମୋଶନ କରିବାକୁ କପିଲଙ୍କ ସୋ’କୁ…

ଇମ୍ରାନଙ୍କୁ ସୁପ୍ରିମ ଝଟକା: ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରୁ ବିପଦ ଟଳିବା ନାମ ଧରୁନି । ପାକିସ୍ତାନ ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛି । ସଂସଦ ଭଙ୍ଗ କରିବା ନିଷ୍ପତି ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ଏପ୍ରିଲ ୯ରେ ଜାତୀୟ…

ଜାତିସଂଘ ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବାକୁ ଜରୁରୀ ବୈଠକ

ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟରେ ବସିଛି ଜରୁରୀ ବୈଠକ । ଜାତିସଂଘ ମାନବାଧିକାର ପରିଷଦର ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଋଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଏହି ବୈଠକ ବସିଥିବା ଜଣାପଡ଼ିଛି । ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବା ପାଇଁ ଏହି ଜରୁରୀ ବୈଠକ ବସିଛି । ଯାହା ଭୋଟ…

ଗରମରୁ ଅଙ୍ଗୁର ଚାଷକୁ ବଂଚାଇବା ପାଇଁ ବାନ୍ଧିଲେ ୫ ହଜାର ଶାଢ଼ୀ

ନାସିକ: ନାସିକର ବିଂଚୁର କୃଷକମାନେ ସେମାନଙ୍କ ଅଙ୍ଗୁର ଚାଷକୁ ବଂଚାଇବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ୩.୫ ଏକର ଜାଗାରେ ଏହି ଅଙ୍ଗୁର ଚାଷ କରାଯାଇଥିଲା । ପ୍ରବଳ ଖରା ଯୋଗୁ ଅଙ୍ଗୁର କଳା ପଡିବା ଆରମ୍ଭ ହୋଇଥିଲା । ଏହାକୁ ଦେଖି କୃଷକମାନେ ସମ୍ପୂର୍ଣ୍ଣ ଅଂଚଳକୁ ଶାଢ଼ୀରେ ଘୋଡାଇ…

ବିଦ୍ୟୁତ ସଂସ୍କାର ପାଇଁ ଓଡ଼ିଶାକୁ ମିଳିଲା ୨୭୨୫ କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ: ଓଡ଼ିଶା ସହ ଅନ୍ୟ ୧୦ଟି ରାଜ୍ୟକୁ ବିଦ୍ୟୁତ ସଂସ୍କାର ସକାଶେ ମିଳିଛି ୨୮ ହଜାର ୨୦୪ କୋଟି ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ବିଦ୍ୟୁତ ସଂସ୍କାର ପାଇଁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ଅନୁମତି ମିଳିଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଏହି ଅନୁମତି ଦେଇଛି ।…

ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କଲେ ଋଷିୟ ସୈନିକ, ଲାଗିଲା ଦେଶଦ୍ରୋହ କଳଙ୍କ

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ଚକିତକର ଖବର । ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କରିବାରୁ ଋଷିୟ ସୈନିକଙ୍କୁ ମିଳିଲା ଜେଲ ଦଣ୍ଡାଦେଶ ସମେତ ଦେଶଦ୍ରୋହର ଆଖ୍ୟା । ପଢି ବିଶ୍ୱାସ କରିବାକୁ ଅଜବ ଲାଗୁଥିଲେ ବି ପାଖାପାଖି ୬୦ ଜଣ ଋଷିୟ ପାରାଟ୍ରୁପର୍ସଙ୍କ…

ସିକେ ନାୟୁଡୁ ଟ୍ରଫି: ଟାର୍ଗେଟ ୩୦୦, ହାଇଦ୍ରାବାଦ ୬୫/୨

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ମୁକାବିଲାରେ ଓଡିଶା ୩୦୦ ରନର ବିଜୟ ଲକ୍ଷ୍ୟ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ଏହାର ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ହାଇଦ୍ରାବାଦ ୨ ୱିକେଟ ହରାଇ ୬୫ ରନ କରିଛି । ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶାକୁ ୮ ୱିକେଟ…

[ଭିଡିଓ] ଏଣିକି ପ୍ରତି ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ବୈଠକ, ନିଆଗଲା ନିଷ୍ପତ୍ତି , ଲାଗିବ ୧୩୫ଟି ସିସିଟିଭି

ପୁରୀ : ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।ଏନେଇ ପୁରୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପଡିଛି । ଶ୍ରୀମନ୍ଦିର ରୋଷଶାଳା ଚୁଲି ଭାଙ୍ଗିଥିବା ଦୁବୃର୍ତ୍ତ ଜେଲ ଯିବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ…