ଦିନକ ଆଗରୁ ସରିଗଲା ସଂସଦର ବଜେଟ ଅଧିବେଶନ, ୧୨୯ ପ୍ରତିଶତ ଫଳପ୍ରଦ
ନୂଆଦିଲ୍ଲୀ: ଆଜି ସରିଲା ସଂସଦର ବଜେଟ ଅଧିବେଶନ । ଧାର୍ଯ୍ୟ ସମୟର ଦିନକ ଆଗରୁ ସରିଯାଇଛି ବଜେଟ ଅଧିବେଶନ । ୨୭ଟି କାର୍ଯ୍ୟ ଦିବସ ଅର୍ଥାତ୍ ୧୭୭ ଘଣ୍ଟା ୫୦ ମିନିଟ ଚାଲିଲା । ଲୋକସଭାରେ ଶେଷ ଦିନ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି । ତା ସହିତ ଏହି ଅଧିବେଶନ ୧୨୯ ପ୍ରତିଶତ ଫଳପ୍ରଦ…