Latest Odisha News

BREAKING NEWS

Yearly Archives

2022

ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ୮୭ତମ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଏହି ସବୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ: ୟୁରୋପ, ଚୀନ୍ ଓ ଅନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଭୟ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଦୁଇ ରାଜ୍ୟର ସରକାର । କିନ୍ତୁ ଉଭୟ ରାଜ୍ୟ ମାସ୍କ…

ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରିପାଇବେ ଚିଟଫଣ୍ଡ ଜମାକାରୀ

କଟକ : ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ କହିଲେ ଅଦାଲତ। ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର…

ଇସ୍ତଫା ଦେବେ ନାହିଁ ଇମ୍ରାନ୍, କ୍ରିକେଟରଙ୍କ ଭଳି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରିବେ

ଇସଲାମାବାଦ୍: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲିରେ ତାଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଏବଂ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ଧରି କ୍ରାଇମସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ଅଧିକ ଖୋଳତାଡ ଚଳାଇଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ଚାଲିଛି । ତିନି ଦିନର ମାରାଥନ୍ ଜେରାରେ କ୍ରାଇମବ୍ରାଞ୍ଚ…

ଆଜି ଉତ୍କଳ ଦିବସ: ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ମାନ୍ୟତା

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ଦେଶରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାକୁ ମାନ୍ୟତା ମିଳିଥିଲା । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି ।…

୧୧ ଦିନରେ ଦ୍ୱିତୀୟ ଥର ତେଲ ଦର ଅପରିବର୍ତ୍ତିତ, ବଢ଼ିଲା ରୋଷେଇ ଗ୍ୟାସର ଦାମ

ଭୁବନେଶ୍ୱର: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟବସାୟୀଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ନିକଟରେ ଘରୋଇ ସିଲିଣ୍ଡର ଦାମ ବଢ଼ିଥିଲା ଆଜି ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଚତୁବୃହ୍ୟ ରୁପ ବା ଚତୃଦ୍ଧl ମୂର୍ତ୍ତିଙ୍କୁ ବିଷ୍ଣୁଙ୍କ ଚାରି ସ୍ୱରୂପରେ ବିବେଚନା କରାଯାଏ। ଯଥା : ଜ୍ଞାନାତ୍ମକ ସତ୍ୟ ମହାବିଷ୍ଣୁ, ଐଶ୍ଵର୍ଯ୍ୟlତ୍ମକ ସତ୍ୟ…

ଭାଷା ଭାଗବତ : କଟୁବାଣୀ ହୁଏ ଜିଣି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨  ଶୁଣି ଆକ୍ଷେପ ଦୋଷାରୋପ ମନରେ ଜାତ ହୁଏ କୋପ ହେଲେ ତାହାର ବଶୀଭୂତ ବ୍ୟକ୍ତି ଚେତନା ହୁଏ ମୃତ ବାଣୀରେ ଭରି ମଧୁରତା କହି ଜାଣିଲେ ନୂଆ କଥା ନିଶ୍ଚୟ ବୁଝଂତି ଜନତା ସଂଭବ ହୁଏ ଏକାତ୍ମତା ଲୋକଂକୁ କଲେ…

କବିତା : ବନ୍ଦେ ଉତ୍କଳ ଜନନୀ

ଅଚ୍ୟୁତାନନ୍ଦ ଧଳ ପାଦକୁ ଧୋଉଛି ବିଶାଳ ଦରିଆ ଶୀତଳ ପରଶ ଦେଇ, ଶରୀରେ ରହିଛି ସବୁଜ ବନାନୀ ସେହି ମୋ ଉତ୍କଳ ଭୁଇଁ। ଓଢଣୀ ଯାହାର ଗିରି ଶୃଙ୍ଗମାଳ ନୀଳଗିରି କପିଳାସ, ଖଣ୍ଡଗିରି ଆଉ ଧଉଳି ପାହାଡ ରଚିଅଛି ଇତିହାସ। ଯା'ବକ୍ଷେ ଖେଳୁଛି ସବୁଜ ଫସଲ ଚୀର ପ୍ରସବିନି ନଦୀ, କଟକ…