Latest Odisha News

BREAKING NEWS

Yearly Archives

2022

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୫ ସକାଳୁ ଉଠି କୁମାର ରେଡି ହେଇ ବାହାରି ପଡିଲା । ହରିଶ୍ ଚା ଜଳଖିଆ ପ୍ରସ୍ତୁତ କରିସାରିଥାଏ । ସେ ଚାଲିଲା ଆରାଧ୍ୟା ରୁମ୍‌ ଆଡ଼କୁ । ଦୁଇ ତିନି ଥର କବାଟ ବାଡେଇଲା । ବୋଧହୁଏ ଏ ଯାଏ ଶୋଇଛନ୍ତି ।…

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଦୁଇ ଅନନ୍ୟ ମହାନାୟକ : ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳ ପ୍ରାଣ ବ୍ରଜସୁନ୍ଦର

 ଉତ୍କଳ ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜି ଆମେ ଉତ୍କଳ ଦିବସ ବା ଓଡିଶା ଜୟନ୍ତୀ ପାଳନ କଲାବେଳେ ଆମ ପୂର୍ବସୂରୀମାନଙ୍କୁ ନିଶ୍ଚୟ ମନେ ପକାଇବା। ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ,ପାରଳା ମହାରାଜ…

ଆମେ ଓ ଆମ ଓଡ଼ିଆ ଭାଷା

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ 'ପ୍ରୀତିଲେଖା'  ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ ହେବା ଏକ ଆମ ପାଇଁ ବଡ଼ ଗୌରବର କଥା । ବହୁ ଘାତ ପ୍ରତି ଘାତ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଦେବ ଗଜପତି ନାରାୟଣ ଦେବ, ମହାରାଜ…

ଯୌନ ଉତ୍ପୀଡନ ମାମଲା: ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ରୁଜୁ ହେଲା ଚାର୍ଜଶିଟ

ମୁମ୍ବାଇ:କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିପକ୍ଷରେ ଯୌନ ଉତ୍ପୀଡନ ଓ ଧମକ ମାମଲାରେ ଗୁରୁବାର ପୋଲିସ ଚାର୍ଜଶିଟ ଦାଖଲ କରିଛି । ଗଣେଷଙ୍କ ବିରୋଧରେ ତାଙ୍କ ସହ କାମ କରୁଥିବା ଜଣେ ମହିଳା ଡ୍ୟାନ୍ସର ଏହି ଅଭିଯୋଗ ଆଣିଥିଲେ । ଓଶବିରା ପୋଲିସ ଅଧିକାରୀ ସନ୍ଦୀପ ଶିନ୍ଦେଙ୍କ ଅନୁସାରେ ଧାରା…

ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦାମୀ ହିରୋଇନ ଲିଷ୍ଟରେ ଆଲିଆ ଭଟ୍ଟଙ୍କ ନାଁ

ମୁମ୍ବାଇ : ବଲିଉଡରେ ବେଶ୍ ଚର୍ଚ୍ଚା ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଫ୍ୟାନ ମାନଙ୍କ ପ୍ରଶଂସା ସାଉଁଟୁଛନ୍ତି ଆଲିଆ । ଫିଲ୍ମ ''ଗଙ୍ଗୁବାଇ କାଠିଆୱାଡି'' ପରେ ''ଆରଆରଆର'' ବି ହିଟ୍ । ଏବେ ବିଲିଉଡର ସବୁଠାରୁ ଦାମୀ ହିରୋଇନ ବନିଯାଇଛନ୍ତି…

ସିକେ ନାୟୁଡୁ ଟ୍ରଫି: ଓଡିଶାକୁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଗୁରୁବାର ମଧ୍ୟପ୍ରଦେଶ ବିପକ୍ଷରେ ଓଡିଶା ୬୯ ରନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସ ସ୍କୋର ୩୩୧ ରନ ଜବାବରେ ଓଡିଶା ୪୦୦ ରନ ସଂଗ୍ରହ କରିଛି ।…

ଡିଜେଲ୍ ଶୂନ୍ୟ ଶ୍ରୀଲଙ୍କା, ରାସ୍ତାକୁ ଓହ୍ଲାଇଲେ ଲୋକେ

ଭୁବନେଶ୍ୱର: ଡିଜେଲ୍ ମରୁଡି ଦେଇ ଗତି କରୁଛି ଶ୍ରୀଲଙ୍କା । ଦିନ ତମାମ୍ ତେଲ ଟାଙ୍କିରେ ଆଉଟ୍ ଅ୍ରଫ୍ ଷ୍ଟକ୍ ବୋର୍ଡ ଝୁଲିଥିବାବେଳେ ପ୍ରଭାବିତ ହୋଇଛନ୍ତି ୨୨ ମିଲିଅନ୍ ଲୋକେ । ଡିଜେଲ୍ ଅଭାବ ଯୋଗୁଁ ଯାତାୟତ ଓ ମାଲ ପରିବହନ ମଧ୍ୟ ଠପ୍ ପଡିଛି । ସ୍ୱାଧୀନତା ପରଠୁ ଏହି ଦକ୍ଷିଣ ଏସୀୟ ଦେଶ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଅନୁଧ୍ୟାନ ପାଇଁ ବିଧାନସଭାରେ ୮ ଜଣିଆ ଗୃହ କମିଟି ଗଠିତ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୃହ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଟିମ ଗଠନ ହୋଇଛି । ଏହିି କମିଟିରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର…

ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ

ବାଣପୁର : ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ । ଦୌରା ଜଜଙ୍କ ନିଟକରେ ୨୮ ତାରିଖ ଦିନ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।ଏହି ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଓ ସରକାରୀ ଓକିଲ ଯୁକ୍ତି…

ଭଁସାଲୀଙ୍କ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମ ଫେମ୍ ଅଲ୍ଲୁ ଅର୍ଜୁନ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ସଂଜୟ ଲୀଲା ଭଁସାଲୀଙ୍କ ଏକ ସୋଲୋ ଫିଲ୍ମରେ ସେ ଅଭିନୟ କରିବା ଏକପ୍ରକାର ଚୂଡାନ୍ତ ହୋଇଛି । ପୂର୍ବରୁ କରନ ଜୋହର ମଧ୍ୟ ତାଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।…