ଆର୍ଯ୍ୟନ ଡ୍ରଗ୍ସ ମାମଲା: ଚାର୍ଜଶିଟ ଦାଖଲ ପାଇଁ ଏନସିବିକୁ ୨ମାସ ସମୟ ଦେଲେ କୋର୍ଟ
ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ମୁମ୍ବାଇର ଏକ କୋର୍ଟ ଏନସିବିର ଏସଆଇଟି ଟିମକୁ ଚାର୍ଜଶିଟ ଦାଖଲ କରିବା ପାଇଁ ୨ ମାସ ସମୟ ଦେଇଛନ୍ତି । ଏକ କ୍ରୁଜ ପାର୍ଟିରେ ଡ୍ରଗ୍ସ ମିଳିଥିବା ନେଇ ଏନସିବି ଆର୍ଯ୍ୟନଙ୍କୁ ଅକ୍ଟୋବର ୩ରେ ଗିରଫ କରିଥିଲା ।…