ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ କଳି ଯୁଗର ଆରାଧ୍ୟ ଠାକୁର । ଏଠାରେ ଶାସ୍ତ୍ର ପ୍ରମାଣ ଦିଏ ଉଭୟ ଶିଳାବ୍ରହ୍ମ(ନୀଳମାଧବ )ଓ ଦାରୁବ୍ରହ୍ମ (ଶ୍ରୀଜଗନ୍ନାଥ )ଏହି କଳିଯୁଗର ପ୍ରତୀକ…