Latest Odisha News

BREAKING NEWS

Yearly Archives

2022

ଆଜିଠୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ମରେ ଦିଲ୍ଲୀ ଅଭିମୁଖେ ବାହାରିବେ । ତିନି ଦିନର ରହଣି କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ବିବିସି ସ୍ପୋର୍ଟସ ଆଓ୍ୱାର୍ଡ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସଂସଦର…

ଶାଙ୍ଘାଇରେ ଲଗାତାର ନୂଆ କେସ୍ ଚିହ୍ନଟ: ସରକାରଙ୍କୁ ପୁଣି ଘାରିଲା କରୋନା ଚିନ୍ତା

ଦିଲ୍ଲୀ: ଚୀନ ପୁଣି ଥରେ ମହାମାରୀ କବଜାକୁ ଆସିଛି । କରୋନାର ଓମିକ୍ରନ ଭାରିଆଣ୍ଟର ବଢ଼ୁଥିବା ମାମଲାକୁ ନେଇ ସରକାର ଏବେ ଚିନ୍ତାରେ ପଡିଛନ୍ତି । ଚୀନର ଆର୍ଥିକ ରାଜଧାନୀ ଶାଙ୍ଘାଇରେ ଲଗାତାର ନୂଆ କେସ୍ ଚିହ୍ନଟ ହେଉଛି, ଏଥିରୁ ମୁକୁଳିବା ପାଇଁ ସରକାର ସେଠାରେ ଲକଡାଉନ୍…

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି, ଜଣେ କର୍ମଚାରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ । ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି । ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ…

ଦୁଇ ଦିନିଆ ଭାରତ ବନ୍ଦ ପାଇଁ ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ…

ଶ୍ରମିକ ସଂଗଠନର ଧର୍ମଘଟରେ ସାମିଲ ହେଲାନି ପେଟ୍ରୋଲିୟମ୍ ଡିଲର୍ସ ସଂଘ

ଭୁବନେଶ୍ୱର: ଟ୍ରେଡ୍ ୟୁନିଅନର ଧର୍ମଘଟରେ ସାମିଲ୍ ହେଲାନି ପେଟ୍ରୋଲିୟମ୍ ଡିଲର୍ସ ସଂଘ । ଏନେଇ ସୂଚନା ଦେଇଛି ପେଟ୍ରୋଲିୟମ୍ ମହାସଂଘ । ପିକେଟିଂ ଯୋଗୁଁ ଆଜି ପ୍ରଥମାର୍ଦ୍ଧରେ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବନ୍ଦ ରହିବ ।  ଦ୍ୱିତୀୟାର୍ଦ୍ଧରେ ଖୋଲା ରହିବ ପେଟ୍ରୋଲ୍ ପମ୍ପ । ରାଜ୍ୟର ଅନ୍ୟ ସବୁ…

ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ କରୁଛି ଶ୍ରମିକ ସଂଗଠନ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ କରୁଛି ଶ୍ରମିକ ସଂଗଠନ । ବିଭିନ୍ନ ସ୍ଥାନରେ ପିକେଟିଂ ସହ ବନ୍ଦ ପାଳନ କରୁଛନ୍ତି । ୧୨ ଦଫା ଦାବିରେ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଭୁବନେଶ୍ୱର…

ଅପ୍ରିୟ ସତ କହି ରାଜ୍ୟ ବିଜେପି ସଭାପତିଙ୍କୁ ଟାର୍ଗେଟ କଲେ କି ଅପରାଜିତା ?

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ପ୍ରାର୍ଥୀଙ୍କ ପ୍ରଦର୍ଶନ ପାଇଁ ସେ ରାଜ୍ୟ ନେତୃତ୍ୱକୁ ସିଧା ଦାୟୀ କରିଛନ୍ତି । ପ୍ରଥମଥର ପାଇଁ ସେ ନିଜେ ଏପରି କଥା କହିଛନ୍ତି ଯାହା ପୂର୍ବରୁ କେବଳ…

ବେଙ୍ଗାଲୁରୁର ବିଶାଳ ରନକୁ ସହଜରେ ଜିତିନେଲା ପଞ୍ଜାବ ଟିମ୍

ଆଇପିଏଲ ୨୦୨୨: ଜବରଦସ୍ତ ବ୍ୟାଟିଂ କିନ୍ତୁ ଦୁର୍ବଳ ବୋଲିଂ ପାଇଁ ମ୍ୟାଚ ହାତଛଡା କଲା ବାଙ୍ଗୋଲୋର । ଚଳିତ ଆଇପିଏଲ ମହାସମର ଦ୍ୱିତୀୟ ଦିନରେ ଏପରି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦୫ ରନର ବିଶାଳ ସ୍କୋର ପ୍ରତିପକ୍ଷ ଟିମ୍ ପଞ୍ଜାବ ଆଗରେ…

ପିଭିଆର ଏବଂ ଆଇନକ୍ସ ସିନେମା ହଲର ହେଲା ମିଶ୍ରଣ

ନୂଆଦିଲ୍ଲୀ: ସିନେମା ହଲ କମ୍ପାନୀ ପିଭିଆର ଓ ଆଇନକ୍ସ ଲେଜର ଲିମିଟେଡ୍ ମଧ୍ୟରେ ମିଶ୍ରଣ ହୋଇଛି। ଦୁଇଟି ଲୋକପ୍ରିୟ ସିନେମା ହଲର ମିଶ୍ରଣ ପରେ ସାରା ଦେଶରେ ୧୫୦୦ ସ୍କ୍ରିନ ରହିବ ଏହି ମିଳିତ କମ୍ପାନୀର । ଯାହାକି ଦେଶର ସବୁଠାରୁ ବଡ଼ ମଲ୍ଟିପ୍ଲେକ୍ସ ଚେନ୍ ବ୍ୟବସାୟ ହେବ। ରବିବାର ଷ୍ଟକ…

ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ

ପାଣାଜି: ଆଜି ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରମୋଦ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ…