Latest Odisha News

BREAKING NEWS

Yearly Archives

2022

ଆସନ୍ତା ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ବାତ୍ୟା

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ଅସାନୀ । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତ । ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହାର ନାଁ ରହିବ ଅସାନୀ । ଗତକାଲି ଡିପ୍ରେସନ୍ ଆଜି ଡିପ୍ରେସନରେ ପରିଣତ…

ରାୟଗଡ଼ାରେ ଦାନ ମାଝୀର କାହାଣୀ: ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ରାୟଗଡ଼ା: କଳାହାଣ୍ଡି ଦାନ ମାଝୀ ଘଟଣାର ପୁନରାବୃତ୍ତି । ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ…

ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା: ସମ୍ବଲପୁରରେ 5-T ସଚିବ ଓ ମୁଖ୍ୟ ଶାସନ ସଚିବ

ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା  । ମନ୍ଦିର ବିକାଶ କାମର ସମୀକ୍ଷା ଲାଗି ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ପହଞ୍ଚିଛନ୍ତି । ଏଦୁଇ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ…

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ନୂଆ ମୋଡ : ୨ ଷଡ଼ଯନ୍ତ୍ରକାରୀଙ୍କ ସହ ୪ ଅଟକ

ପୁରୀ:  ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା । ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ରହିଥିବା କୁହାଯାଉଛି । ବାବା ମହାପାତ୍ର ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଅଟକ…

ପିପିଲିରେ ନିର୍ବାଚନୀ ହିଂସା : କଂଗ୍ରେସ କ୍ୟାମ୍ପ ଅଫିସକୁ ଜାଳିଦେଲେ ଦୁର୍ବୃତ୍ତ

ପୁରୀ:  ପୌର ନିର୍ବାଚନ ପାଇଁ ପ୍ରଚାର ସମୟ ଶେଷ ହୋଇଆସୁଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ହିଂସା । ଗୋଟିଏ ଗୋଷ୍ଠୀ ଆଉଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି ।। ପିପିଲିରେ ଏ ହେଉଛି ରାଜନୈତିକ ହିଂସାର ଆଉ ଏକ ଦୃଶ୍ୟ । ଏନଏସିର ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ…

ୟୁକ୍ରେନରେ ମୃତ ମେଡିକାଲ ଛାତ୍ର ନବୀନଙ୍କ ମୃତଦେହ ବେଙ୍ଗାଲୁରୁରେ ପହଞ୍ଚିଲା

ବେଙ୍ଗାଳୁରୁ: ୟୁକ୍ରେନ୍ ଖାରକିଭରେ ରୁଷ ସେନାର ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଜ୍ଞାନଗୌଦରଙ୍କ ମୃତଦେହ ବେଙ୍ଗାଳୁରୁରେ ପହଞ୍ଚିଛି । ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦ ଦିନ ପରେ ମରଶରୀର ଭାରତରେ ପହଞ୍ଚିଛି । ବେଙ୍ଗାଳୁରୁ…

ଜେଲେନସ୍କିଙ୍କ ବଡ଼ ବୟାନ: ଆଲୋଚନା ପାଇଁ ପୁଟିନ ରାଜି ନହେଲେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ । ମିସାଇଲ୍, ରକେଟ୍ ଓ ଟ୍ୟାଙ୍କ ମାଡ଼ରେ ୟୁକ୍ରେନର ଅନେକ ସହର ଛାରଖାର ହୋଇ ଗଲାଣି । ବହୁ ଜୀବନ ବି ଗଲାଣି । ଯୁଦ୍ଧ ଲମ୍ବୁଥିବା ବେଳେ ଭୟାବହ ସ୍ଥିତି ବି ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ବଡ଼ ବୟାନ ଦେଇଛନ୍ତି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୪ କାଉସିଲିଂରୁ ଯାହା ଜାଣିଲେ ଡ଼କ୍ଟର କର , ଗୋଟିଗୋଟି କରି କୁମାରକୁ ଜଣେଇ ଦେଲେ ଅଲଗାରେ । ଯାହା ବୈଭବ ଜାଣିବା କଥା ଓ ବୁଝିବା କଥା, ତା’ ବି ଜାଣିଲା । କିଛି କଥାକୁ ଲୁଚାଇ ଦିଆଗଲ ଆରାଧ୍ୟାକୁ । ପ୍ରଥମେ…

ଭାଷା ଭାଗବତ : ଶୂନ୍‌ର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୧ O o ° ଏପରି ବୃତ୍ତ ହିଁ ଆଧାର ସ୍ବଭାଷା ଲିପିର ଅକ୍ଷର ଲକ୍ଷ୍ୟ କରଂତୁ ବଂଧୁଗଣ ନାହିଁ ଏହାର ନିବାରଣ ୦ ... ଚ ଟ ଗ ର ଛ ଝ ଖ ଶ ଥ ଋ ବ କ ଏହି ବାରଟି ବର୍ଣ ଶିକ୍ଷା ଦିଏ ଶବ୍ଦ ଗଠନ ଦୀକ୍ଷା ... ଚକ ରଥ ଓ ଝର ଶର ବକ ବଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଅଦ୍ଵିତୀୟ, ଦୁଃଖରହିତ, ସୁଖାନୁଭବସ୍ୱରୂପ, ଅନାଦି, ଅନନ୍ତ, ଅସୀମ, ନିରବଦ୍ୟ, ନିର୍ବିକାର, ସଚ୍ଚିଦାନନ୍ଦ, ପୂର୍ଣ୍ଣ, ନିତ୍ୟ ଓ ସର୍ବବ୍ୟାପକ, ବୋଲି…