ହୋଲି ଖେଳ ହେଲା କାଳ: ଇନ୍ଦ୍ରାବତୀ ନଦୀରେ ବୁଡି ୨ ମୃତ
କୋରାପୁଟ : ହୋଲି ଖେଳ ହେଲା କାଳ । ହୋଲି ଖେଳିସାରି ଗାଧୋଇବା ବେଳେ ଇନ୍ଦ୍ରାବତୀ ନଦୀରେ ଦୁଇ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଏହି ଦୁଇ ଜଣ ଯୁବକ ହେଉଛନ୍ତି କୋଟପାଡର ଜଗନ୍ନାଥ ମାହାପାତ୍ର ଏବଂ ଅଙ୍କୁଶ ନାୟକ । ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଦମକଳ ବିଭାଗ । ଏହି…