Latest Odisha News

BREAKING NEWS

Yearly Archives

2022

ପୋଲାଣ୍ଡର କ୍ୟାରୋଲିନା ହେଲେ ନୂତନ ବିଶ୍ୱ ସୁନ୍ଦରୀ

ନୂଆଦିଲ୍ଲୀ: ପୋଲାଣ୍ଡର କ୍ୟାରୋଲିନା ବିଲାୱସ୍କା ମିସ ୱାର୍ଲ୍ଡ (ବିଶ୍ୱ ସୁନ୍ଦରୀ) ୨୦୨୧ ଟାଇଟଲ ନିଜ ନାମରେ କରିଛନ୍ତି । ଜାମାଇକାର ଟୋନୀ ଏନ ସିଂ ତାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶ୍ରୀ ସୈନୀ ପ୍ରଥମ ରନର୍ସଅପ ଏବଂ ଆଇଭରୀ କୋଷ୍ଟର…

କଟକ ପୋଲିସ ହାବୁଡରେ ଦୁଇ ସାଇବର ଠକ, ୩ଶହ ସିମ୍‌କାର୍ଡ ଜବତ

କଟକ : ପୋଲିସ ହାବୁଡରେ ସାଇବର ଠକ । ସାଧାରଣ ଲୋକଙ୍କୁ ଫୋନକରି ସାଇବର ଠକେଇ କରୁଥିବା ଅଭିଯୁକ୍ତଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ବାଲେଶ୍ୱରର ସୁଶାନ୍ତ କୁମାର ବେହେରା ଓ ଶଙ୍କର ଦାସ । । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନୋଟି…

ଭାରତରେ ବିକ୍ରୟ ହେଉଛି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନାଁରେ ଚା’ ପତି

ଭୁବନେଶ୍ୱର: ୟୁକ୍ରେନ୍ ଓ ଋଷିଆର ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଆଖି ଆଗରେ ୟୁକ୍ରେନ୍‌କୁ ଧ୍ୱସ୍ତ କରିବାରେ ଲାଗିପଡିଛି ପୁତିନଙ୍କ ନୃଶଂସ ସେନା । ଏପରି ସ୍ଥିତିରେ ବି ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍‌ଡିମିର୍ ଜିଲେନ୍‌ସ୍କି ବିଚଳିତ ନହୋଇ ନିଜ ଜନତାଙ୍କ ସହ ଠିଆ…

ପ୍ରଥମ ଶ୍ରେଣୀ କ୍ରିକେଟରେ ଝାଡଖଣ୍ଡର ବିଶ୍ୱରେକର୍ଡ

କୋଲକାତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଝାଡଖଣ୍ଡ ନୂତନ କୀର୍ତିମାନ ସ୍ଥାପନ କରିଛି । ପ୍ରଥମ ଇନିଂସରେ ୧୦୦୮ ରନର ଅଗ୍ରଣୀ ହାସଲ କରି ଝାଡଖଣ୍ଡ ଟିମ ନାମରେ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଏ ପର୍ଯ୍ୟନ୍ତ କୌଣସି ଟିମ ଏତେ ରନର ଅଗ୍ରଣୀ ହାସଲ କରି ନାହାନ୍ତି । ଏଠାରେ ଅନୁଷ୍ଠିତ ନାଗାଲାଣ୍ଡ…

ଭୟଙ୍କର ଅଗ୍ନିକାଣ୍ଡରେ ପୋଡିହୋଇ ୪ ଗୁରୁତର , ହସ୍ପିଟାଲରେ ଭର୍ତ୍ତି

ରାୟଗଡା  : ଭୟଙ୍କର ଅଗ୍ନିକାଣ୍ଡରେ ପୋଡି ହୋଇ ଗୋଟିଏ ପରିବାରର ଚାରି ଜଣ ଗୁରୁତର । ବାପ ,ମା , ପୁଅ ବୋହୁ ଗୁରୁତର ହୋଇପଡିଛନ୍ତି । ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଥାନା ସିକୋରପାଇ ଗାଁ ରେ ଘଟିଛି । ଘରେ ପୋଡିବା ବେଳେ ଚିତ୍କାର ଶୁଣି ପୋଡିଶୀ ଗୋଟିଏ ପରିବାରର ୪…

ହରଭଜନଙ୍କୁ ରାଜ୍ୟସଭା ପଠାଇବ ଆପ !

ଚଣ୍ଡୀଗଡ: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ନେଇ ପୁନର୍ବାର ରାଜନୀତି ଆଲୋଚନା ଜୋର ଧରିଛି । ରାଜ୍ୟ ଏବଂ କେନ୍ଦ୍ରରେ ମିଳିତ ଭାବେ ଭଜିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ଆମ ଆଦମୀ ପାର୍ଟି ହରଭଜନଙ୍କୁ ରାଜ୍ୟସଭା ପଠାଇବା ପାଇଁ ଯୋଜନା…

୨୪ ତାରିଖ ପୌର ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନେ ଭୋଟ ଦେବା ପାଇଁ ଛୁଟି ଘୋଷଣା କରିଛନ୍ତି । ଭୋଟ ପାଇଁ ସର୍ବାଧିକ ତିନି ଦିନ ଛୁଟି ମିଳିବ ଭୁବନେଶ୍ୱର ,…

ମହିଳା କର୍ମଚାରୀଙ୍କୁ ଗୁଳି କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ମହିଳା କର୍ମଚାରୀଙ୍କ ଠାରୁ ଲୁଟ୍  । ବେଗୁନିଆ ଥାନା ଅନ୍ତର୍ଗତ ଧାନଘର ନୂଆ ଗାଁ ଅଞ୍ଚଳରେ ଜଣେ ମହିଳା ଲୁଟର ଶିକାର ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ଗୁଳିକରି ମହିଳାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟ କରିଛନ୍ତି । ମହିଳା ଜଣକ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । ତାଙ୍କ…

ଚିରଞ୍ଜୀବୀଙ୍କ ଅପକମିଂ ଫିଲ୍ମ ‘ଗଡଫାଦର’ରେ ଏଣ୍ଟ୍ରି ମାରିଲେ ଭାଇଜାନ୍

ଦିଲ୍ଲୀ : ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ଏବେ ନଜର ଆସିବେ ସାଉଥ୍ ଫିଲ୍ମରେ । ଅପକମିଂ ତେଲୁଗୁ ଫିଲ୍ମ ‘’ଗଡଫାଦର’’ରେ ଭାଇଜାନ୍ ସଲମାନ୍ ଖାନଙ୍କୁ ଦେଖିବାକୁ ପାଇବେ ଦର୍ଶକ ।ଏହି ମୁଭିରେ ସାଉଥ୍ ସୁପରଷ୍ଟାର ଚିରଞ୍ଜୀବଙ୍କ ସହ ନଜର ଆସିବେ ଭାଇଜାନ୍ ସଲମାନ୍ ଖାନ୍ ।ଏନେଇ ସଲମାନ ଖାନଙ୍କୁ…

[ଦେଖନ୍ତୁ ଭିଡିଓ] ମଇଦାନରେ ଶହଶହ ସମର୍ଥକଙ୍କ ଗହଣରେ ହେଭିୱେଟଙ୍କ ପ୍ରଚାର

କଟକ : ନିଆରା ଢଙ୍ଗରେ କଟକରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଘରକୁ ଘର ବୁଲି ଏବଂ ଶୋଭାଯାତ୍ରା କରି ଭୋଟରଙ୍କୁ କରାଯାଉଛି ଆକର୍ଷିତ। ଚକୁଳିଆ ପଣ୍ଡା ବେଶରେ ବୁଲୁଛନ୍ତି ଦ୍ୱାର ଦ୍ୱାର । ଏ ହେଉଛି କଟକ ୨୪ ନମ୍ବର ୱାର୍ଡ୍ ର ଦୃଶ୍ୟ । ଯେଉଁଠାରେ ବିଜେଡି ପ୍ରାର୍ଥୀନି ଦିପ୍ତିମୟୀ ମୂଳିଆଙ୍କ…