Latest Odisha News

BREAKING NEWS

Yearly Archives

2022

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନରେ ବଡ଼ ସଫଳତା । ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡ଼ିଲା ୪ ଆତଙ୍କୀଙ୍କ ମୁଣ୍ଡ । ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଛନ୍ତି ସୁରକ୍ଷାବାହିନୀ। ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଏହି…

ରାଜ୍ୟରେ ୨-୩ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢିବ ତାତି । ୨ ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ୨ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

କବିତା ଅତୀତର ଅନୁଭୂତି ସହ ଭବିଷ୍ୟତର ସ୍ୱର

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ଚାରିଗୋଟି କବିତା ସଙ୍କଳନ ଫେରିବା ବାଟରେ , ଅମୃତ ଆଲେଖ୍ୟ , ଶ୍ରୀଜଗନ୍ନାଥ ଭଜନ ଶତକ ଓ ଶ୍ରୁତି ସଂଜୀବନୀ ସହିତ ଏ ବି ପ୍ରଡକ୍ସନ ଦ୍ୱାରା ଏକ ମ୍ୟୁଜିକ ଭିଡ଼ିଓ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପ ମହାମାୟା ବା ଯୋଗମାୟାଙ୍କ ବିଷୟରେ ଆଲୋଚନା ସମୟରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ ପରମାତ୍ମାଙ୍କ ଇଛାଶକ୍ତି ବଳରେ ପ୍ରକୃତି…

ଶ୍ରୀବତ୍ସ ଖଣ୍ଡଶାଳ -୧

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ସର୍ବଭାରତୀୟ ମନ୍ଦିର ସ୍ଥାପତ୍ୟର କ୍ରମବିକାଶ କ୍ଷେତ୍ରରେ ଉତ୍ତର ଭାରତୀୟ ନାଗର ସ୍ଥାପତ୍ୟ ଶୈଳୀରେ ମୂଳ ଗଣ୍ଡି ମଧ୍ୟରେ ଦ୍ରାବିଡ଼ ଓ ବେସର ସ୍ଥାପତ୍ୟର ମିଶ୍ରଣ ଓ ସମନ୍ୱୟ ପ୍ରତିଷ୍ଠା କରି ପ୍ରାଚୀନ କଳିଙ୍ଗରେ ଯେଉଁ…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ରୀନା ନୂଆ ବାହା ହେଇ ଦୁଇ ମାସ ପରେ ପ୍ରଥମ ଥର ଘରକୁ ଫେରିଛି । ଘରର କିଛି ଅସୁବିଧା ବଶତଃ ପ୍ରଥମ ଥର ଫେରିବାରେ ଡେରି ହେଇ ଯାଇଥିଲା ।ଫେରିଲା ବେଳକୁ ଘର ବନ୍ଧୁ ବାନ୍ଧବରେ ଭରି ହେଇ ଯାଇଥିଲା । ସାହି ପଡିଶା ଲୋକ ମଧ୍ୟ ଅପେକ୍ଷାରେ ଅଛନ୍ତି । ରୀନାକୁ ଦେଖିବା ପାଇଁ ।…

ତିନି ଶହ ରାମାୟଣ (୨)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏହା କହିବା ଅନାବଶ୍ୟକ, ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ…

ଭାଷା ଭାଗବତ : ସୁରକ୍ଷା ଓ ସଂସ୍କାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୨  ଲିପିରେ ଥାଏ ବର୍ଣମାନ ଯାହାର ଯେତେ ପ୍ରୟୋଜନ ସେ କରେ ସେତେ ବ୍ୟବହାର ସଂହାର ନ ହୁଏ କାହାର ସୁରକ୍ଷା ସହିତ ସଂସ୍କାର ଭାଷାରେ ଚଳେ ନିରଂତର ଅଲୋଡ଼ା ସମସ୍ତ ବିବାଦ ସଂବାଦ ଅବା ବିସଂବାଦ ଜୀବନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୫ ସେଇଟିକୁ କ'ଣ ସୁକାନ୍ତି ପଢିଦେଲାକି ତା’ ଆଖିରେ? ସେଥିପାଇଁ କ'ଣ ସିଧା ତା'କୁ ହିଁ ଫୋନ୍ କରି ଡାକିଦେଲା! ଓଫ୍‌...ଆଜି ଏ କି ଅଦ୍ଭୁତ କଥା ସେ ଭାବିଯାଉଛି ? ଏଇ ଅବସ୍ଥାରେ ତାଙ୍କ ଯତ୍ନ ନେବା ବେଶୀ ଆବଶ୍ୟକ ।…

ଭାରତ ରାଜନୈତିକ ଇତିହାସରେ ପ୍ରଥମ: ୧୩ ଜଣ ଡାକ୍ତର ହେଲେ ଲୋକଙ୍କ ପ୍ରତିନିଧୀ

ଭୁବନେଶ୍ୱର: ପଞ୍ଜାବ ବିଧାନସଭା ନିର୍ବାଚନରେ ୧୩ ଜଣ ଡାକ୍ତର ବିଧାୟକ ନିର୍ବାଚିତ ହୋଇଛନ୍ତି । ଯାହା ଭାରତ ରାଜନୈତିକ ଇତିହାସରେ ପ୍ରଥମ ଥର ହୋଇଛି । ଏଭଳି ଦାବି କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଶୁକ୍ରବାର ଦିନ ସେ ଟ୍ୱିଟ୍ କରି ସୂଚନା ଦେଇ ସୂଚନା ଦେଇଛନ୍ତି ।…