Latest Odisha News

BREAKING NEWS

Yearly Archives

2022

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୫୮ ଆସନରେ ଆଜି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୧ଟି ଜିଲ୍ଲାର ୫୮ ଆସନ ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ୬୨୩ ପ୍ରାର୍ଥୀ । ୨ କୋଟି…

ଅନୁବାଦ କବିତା : ସୂର୍ଯ୍ୟ

ମୂଳ ରଚନା : ଚେଜଲୋ ମିଲସ  ସବୁ ରଙ୍ଗ ଆସେ ସୂର୍ଯ୍ୟଠାରୁ କିନ୍ତୁ ତା'ର କୌଣସି ଏକ ବିଶେଷ ରଙ୍ଗ ତ ନାହିଁ, ଯେହେତୁ ସେଠାରେ ସବୁ ରଙ୍ଗ ମିଶେ ଏକ ହୋଇ ଏବଂ ଏଇ ସାରା ପୃଥିବୀଟା ସତେକି ଏକ କବିତା ଆଉ ଏଇ ଉପରର ସୂର୍ଯ୍ୟ ମନେ ହୁଏ ଜଣେ କଳାକାର। ଯିଏ ତେଣୁ ଆଙ୍କିବାକୁ ଚାହେଁ…

ଭାଷା ଭାଗବତ : ବୈଧ ବର୍ଣକ୍ରମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଶବ୍ଦରେ ବୈଧ ବର୍ଣକ୍ରମ ସର୍ବଦା ହୁଏ ବୋଧଗମ୍ୟ, ଘଟିଲେ କିଛି ବ୍ୟତିକ୍ରମ ଲେଖାରେ ପଶିଯାଏ ଭ୍ରମ ' ବୋଗଧମ୍ୟ ଓ ବ୍ୟକ୍ରତିମ ତାତ୍ସଲ୍ୟ, ଗଣେଷ, ଅଗ୍ରୀମ ବୃଥାରେ, କ୍ଷତାକ୍ତ, ଉତମ ' ଅଟଂତି ଏ ପ୍ରକାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପ୍ରତିମା ଜ୍ଞାନ ନକରି ପରମାତ୍ମା ସ୍ୱରୂପରେ ବିବେଚନା କରିବା । ଏହା ବାରମ୍ବାର କହିବାର ତାତ୍ପର୍ଯ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ବ୍ୟାପକତାକୁ ସର୍ବୋତ୍ତ ଭାବେ…

ସ୍ୱର ସାମ୍ରାଜ୍ଞୀ ଲତା ଅମର ରହେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପରଲୋକରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ସମସ୍ତଙ୍କ ପାଇଁ ଅବିଶ୍ବାସ ହେଲେ ବି ସତ ଥିଲା । ରବିବାର ସକାଳ ୮ଟାରେ ଲତା ମଙ୍ଗେସକରଙ୍କ ଦେହାନ୍ତ ଭାରତକୁ ଅଶ୍ରୁସିକ୍ତ କରିଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ତାର କୋକିଳ କଣ୍ଠ ସୁର ସାମାଜ୍ଞୀ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୫  ପିଲାଦିନର ଭାବଧାରା ସମ୍ପୂର୍ଣ୍ଣ ବଦଳିଯାଏ । ସେ ଚାଲି ଯାଏ ଅନ୍ୟ ଏକ ଦୁନିଆଁକୁ । ଧିରେଧିରେ ବର୍ଷା ଛିଟାକୁ ସେ ଗୋଡ଼ ବଢେଇଲା । ପାଦ ଓଦା ହେଲା । ପରେ ପରେ ଆଣ୍ଠୁ ଯାଏ ଭିଜିଲା । ଟିକେ ଟିକେ ଭିଜିଲା ନାଇଟ୍…

ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା

ମୁମ୍ବାଇ: ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା ହେଲା । ଏହି ଫିଲ୍ମରେ ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମର ଟିଜର ରିଲିଜ ହୋଇଛି। ଯାହା ସୋସିଆଲ୍…

ଆଗକୁ ଆସିବାକୁ ଥିବା କୋଭିଡ ଭାରିଆଣ୍ଟ ମାରାତ୍ମକ: WHO

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ରୋକିବାକୁ ନେଇ ଚିନ୍ତାରେ ଅଛି । ଏହି ସମୟରେ ହୁ ଏକ ଚିନ୍ତାଜନକ ରିପୋର୍ଟ ଦେଇଛି । ଆଗୁକୁ ଆସୁଥିବା କୋଭିଡ ଭାରିଆଣ୍ଟ ଓମିକ୍ରନ୍ ଠାରୁ ବିପଦ ବୋଲି ଆଜି ଏକ ପ୍ରେସ୍ ମିଟ୍ରେ ହୁ କହିଛି । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର…

ବିଜେଡି ନେତାଙ୍କ ଅଶୋଭନୀୟ ଆଚରଣ ସହ ମୋଦିଙ୍କ କଂଗ୍ରେସ ପ୍ରତି ବିବାଦୀୟ ଟିପ୍ପଣୀକୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଦେଇଥିବା ଟିପ୍ପଣୀ ଉପରେ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଲା କଂଗ୍ରେସ । ଆଦିବାସୀ ଅଧୂସିତ ଜିଲ୍ଲା କୋରାପୁଟ ଜିଲ୍ଲାର ଜୟପୁର ଠାରେ ବିଜେଡି ଦଳର ନିର୍ବାଚନୀ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରସଙ୍ଗ…

ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ । ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ…