Latest Odisha News

BREAKING NEWS

Yearly Archives

2022

ମୁମ୍ବାଇରେ ହୋଇପାରେ ଆଇପିଏଲର ୨୦୨୨ ସଂସ୍କରଣ !

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଘରୋଇ ପରିବେଶରେ ଆଇପିଏଲ ଆୟୋଜନ ହେବ ବୋଲି ସୂଚନା ଦେଇଛି । ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସଂସ୍କରଣ ମୁମ୍ବାଇରେ ହେବ ବୋଲି ଜଣାପଡିଛି । ବିସିସିଆଇର ଜନୈକ ଅଧିକାରୀ ତାଙ୍କ ନାମ ପ୍ରକାଶ ନ କରି ଏହା ଏଏନଆଇକୁ…

ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ,ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା :ବ୍ୟୁଟି ପାର୍ଲର ନାଁରେ ଠକେଇ । ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ବିଭିନ୍ନ ଅଞ୍ଚଳରୁ ଠକି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ।ବାରିପଦା ଟାଉନ ଥାନା ପୋଲିସ ଓ ବାଲେଶ୍ୱର ଥାନା ପୋଲିସ ରେସିଡେନସିଆଲ କଲୋନୀରୁ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ହେଲେ ବୈଶିଙ୍ଗା…

[ଭିଡ଼ିଓ] ଭୋଟରଙ୍କ ଅଭିନଵ ପ୍ରତିବାଦ, ଭଙ୍ଗା ଘର କାନ୍ଥରେ ପୋଷ୍ଟର ମାରି ଗୁହାର

ପିପିଲି: ଗାଁରେ ସମସ୍ୟା ମାଳ ମାଳ । ପ୍ରତିଥର ଲଗାଯାଉଛି ଗୁହାର । ହେଲେ ଶୁଣିବାକୁ କେହି ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ଭୋଟ୍ ପାଇଁ ସବୁ ହାଜର ହୋଇଯାନ୍ତି । ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ବି ଅଜାଡି ଦିଅନ୍ତି । ହେଲେ ଏବେ କିନ୍ତୁ ଗାଁର ଲୋକେ ଏକଜୁଟ ହୋଇ ନିଆରା ଢଙ୍ଗରେ ପ୍ରତିବାଦ…

ଆରପାରିରେ ଭାରତୀୟ ଫୁଟବଲ୍ ଟିମର ପୂର୍ବତନ କୋଚ୍

କୋଲକାତା: ଚାଲିଗଲେ ଦେଶର ମହାନ ଫୁଟବଲ୍ ତାରକା ସୁବାସ ଭୌମିକ । ସେ ଭାରତୀୟ ଫୁଟବଲ ଟିମର କୋଚ ମଧ୍ୟ ଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ସେ ଗତ ୩ମାସ ଧରୀ କିଡ଼ୀ ରୋଗରେ ପୀଡ଼ିତ ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩…

ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେଡି, ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ

ଭଦ୍ରକ: ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେପି କର୍ମୀଙ୍କୁ ବିଜେଡିର ମାଡ଼ ଘଟଣା । ଏନେଇ ବିଜେପି ପକ୍ଷରୁ ଭଦ୍ରକରେ ଏକ ମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବାର ଶେେ ଦିନ ଥିଲା । ଏହି ସମୟରେ ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି…

ପୋଲିସ ପଞ୍ଝାରେ ୬ଜଣ ବାଇକ ଚୋର, ୨୦ଟି ଚୋରା ଗାଡି ଜବତ

ଝାରସୁଗୁଡା :ପୋଲିସ ପଞ୍ଝାରେ ମୋଟରସାଇକେଲ ଚୋର ଗ୍ୟାଙ୍ଗ । ଝାରସୁଗୁଡା ମାଲିମୁଣ୍ଡା ଷ୍ଟାଡିୟମ ନିକଟରୁ ୬ ଜଣ ମୋଟସାଇକେଲ ଚୋରଙ୍କୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତ ମାନଙ୍କ ନିକଟରୁ ୨୦ ଟି ଚୋରା ମୋଟରସାଇକେଲ ପୋଲିସ ଜବତ କରିଛି । ଏହି ଅଭିଯୁକ୍ତମାନେ ସୁନ୍ଦଗରଡ, ସମ୍ବଲପୁର, ଝାରସୁଗୁଡା,…

ହୋଟେଲ ରୁମରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଟାଉନ ଥାନା ନିକଟରେ ଥିବା କଚେରି ବଜାରରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବକଙ୍କ ମୃତ ଦେଉ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ଅରୁଣ କୁମାର ବୋଲି ଜଣାପଡ଼ିଛି । ତାଙ୍କ ବୟସ ୪୫ ବର୍ଷ ପାଖାପାଖି ହେବ ପୋଲିସ କହିଛି । ସୂଚନା ଅନୁସାରେ, ୨୦୨୧ ମସିହା ଅଗଷ୍ଟ ମାସ ୧୭ ତାରିଖରୁ…

ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର :ଚୋରି କରିବା ପଡିଲା ମହଙ୍ଗ। ଗିରଫ ହେଲେ ୫ଜଣ ଅଭିଯୁକ୍ତ ।ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ…

ଜଗତସିଂହପୁରରେ ସରଗରମ ହେଲାଣି ରାଜନୀତି

ଜଗତସିଂହପୁର: ସରିଛି ନମିନେସନ୍ । ଆଗକୁ ନିର୍ବାଚନ । ସେଥିପାଇ ପାଇଁ ପ୍ରାର୍ଥୀମାନେ ପ୍ରସ୍ତୁତ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାରେ ରାଜନୀତି ସରଗରମ ହେବାରେ ଲାଗିଛି । ମଇଦାନରେ ଜିଲ୍ଲାପରିଷଦ, ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀମାନେ ବାଜିମାତ୍ କରିବାକୁ ପ୍ରସ୍ତୁତ ହେଲେଣି । କିଏ ଲୋକଙ୍କ…

[ଭିଡ଼ିଓ] ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ, ସମାଧାନକୁ ଅପେକ୍ଷା .. .. .

ଯାଜପୁର: ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ଗାଁକୁ ଭଲ ରାସ୍ତାଟିଏ ନଥିବାବେଳେ ଶିକ୍ଷାସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାଜପୁରର ବିଞ୍ଝାରପୁର ଓ ବରୀ ନିର୍ବାଚନ ମଣ୍ଡଳୀ ଦେଖିଲେ ବହୁତ କିଛି ସମସ୍ୟା ସମାନାକୁ ଆସେ । ୬ଟି ପଞ୍ଚାୟତ ଲୋକଙ୍କ ପାଇଁ ଭଲ ରାସ୍ତା  ନାହିଁ ।…