ଶିଶୁ କବିତା : ଫିକା ଲାଗେ ନୂଆ ବରଷ
ପ୍ରତିଭା ସାହୁ
ଫିକା ଫିକା ଲାଗେ ନୂଆ ବରଷଟା
ମନ କର ନାହିଁ ଊଣା
ବଣଭୋଜି ପାର୍ଟି ଵୁଲାବୁଲି ସଵୁ
ସେଲିବ୍ରେସନ୍ ତ ମନା ।।
ଓମିକ୍ରନ୍ ରୋଗ ଆସିଗଲା ପୁଣି
ତେଣୁ ହେଲା କଟକଣା
ଘରେ ରହି ନୂଆ ବରଷ ପାଳିବା
ଖାଇ ପିଇ ପିଠାପଣା ।।
ନୂଆ ବରଷର ନୂତନ ପ୍ରଭାତେ
ଉଦୟ ଭାନୁକୁ ଚାହିଁ…