Latest Odisha News

BREAKING NEWS

Yearly Archives

2022

ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ୨୨ ବର୍ଷ ଧରି ଓଡ଼ିଶାକୁ ବିଜେଡି ଶାସନ କରୁଛି । ହେଲେ ଦଳର ନେତା ମଞ୍ଚରେ ଖୋଲାଖୋଲି କହୁଛନ୍ତି କିଛି ବାହାର ଶକ୍ତି ଓଡ଼ିଶାର ଖଣିଜ ସମ୍ପଦ, ରତ୍ନ ଭଣ୍ଡାର ଲୁଟିବାକୁ ଚାହୁଁଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଏଭଳି ବିସ୍ଫୋରକ…

ପୋଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ

ପୁରୀ: କୋର୍ଟ ଚାଲାଣ ପୂର୍ବରୁ ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଅଭିଯୁକ୍ତଠୁ ଧକ୍କା ଖାଇ ରହିଗଲା ପୋଲିସ । ପୁରୀ ବାସେଳୀ ସାହି ଥାନାରୁ ଜଣେ ଅଭିଯୁକ୍ତ ବାବୁନା ଭୋଇ ଖସି ପଳାଇଛି । ଏକ ଚୋରି ମାମଲାରେ ବାସେଳୀ ସାହି ଥାନା ପୋଲିସ ୧୩ ତାରିଖରେ ବାବୁନା ଭୋଇକୁ ଗିରଫ କରିଥିଲା । ହେଲେ…

ଆର ପାରିରେ ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣି

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣିଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା । କିଛି ଦିନ ପୂର୍ବେ ମହେଶଙ୍କ ମାଆଙ୍କ ମଧ୍ୟ ପରଲୋକ ହୋଇଥିଲା । ମହେଶଙ୍କ ବାପାଙ୍କ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ…

ଏୟାର ଇଣ୍ଡିଆ ଉପରେ ୧୪ ଲକ୍ଷ ଡଲାର ଜରିମାନା କଲା ଆମେରିକା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଉପରେ ଆମେରିକାର ଜରିମାନା । ୧୪ ଲକ୍ଷ ଡଲାର ଜରିମାନା କରିଛି ଆମେରିକା । କୋଭିଡ୍ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହେବା ସହ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଆଉ ବିମାନ ବାତିଲ୍ ପାଇଁ ବୁକିଂ ଅର୍ଥ ଫେରସ୍ତ କରିଥିଲେ ବିମାନ କମ୍ପାନୀ । କିନ୍ତୁ ଏୟାର…

ପୁସ୍ତକ ପରିଚୟ : କବିତା ପାଇଁ ଗଳ୍ପଟିଏ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଉପନ୍ୟାସ : କବିତା ପାଇଁ ଗଳ୍ପଟିଏ ଔପନ୍ୟାସିକ : ରୋହିତ କୁମାର ଦାଶ ପ୍ରକାଶକ : ପଶ୍ଚିମା ପ୍ରକାଶନୀ ପୃଷ୍ଠା ସଂଖ୍ୟା : ୧୦୪ ମୂଲ୍ୟ : ୧୧୯ ଟଙ୍କା 'କବିତା ପାଇଁ ଗଳ୍ପଟିଏ ' ଉପନ୍ୟାସିକାର ପ୍ରଛଦ ଚିତ୍ରରୁ ହିଁ ବାରି ହୋଇପଡେ ତାର କାୟା…

ଆରଏସଏସ ପତ୍ରିକା ଦି ଅର୍ଗାନାଇଜରର ମାରାତ୍ମକ ଅଭିଯୋଗ, ଧର୍ମ ପରିବର୍ତନ ପାଇଁ ଫଣ୍ଡିଂ କରୁଛି ଆମାଜନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡିତ ଦି ଅର୍ଗାନାଇଜର ତାର ନୂତନ ସଂସ୍କରଣରେ ମାରାତ୍ମକ ଅଭିଯୋଗ ଆଣିଛି । ଇ କମର୍ସ କମ୍ପାନୀ ଆମାଜନ ପୂର୍ବୋତର ଭାରତରେ ଧର୍ମାନ୍ତରଣ ପାଇଁ ଫଣ୍ଡିଂ କରୁଛି । ଆମାଜନ କ୍ରସ କନେକ୍ସନ ଶୀର୍ଷକ କଭର ଷ୍ଟୋରିରେ ଏହି ଲେଖା ପ୍ରକାଶ ପାଇଛି…

ସ୍ୱଳ୍ପ ଗଳ୍ପ : ସେଲଫି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୩ ଆତ୍ମପ୍ରେମର ପ୍ରତିଫଳନ କଥା "ସେଲଫି" ର ଗୋଟିଏ ସରଳ ସଂଜ୍ଞାରୁ କଥାଟି ଆରମ୍ଭ ହେଉ । ନିଜର ଯେଉଁ ଛବି ଆମେ ନିଜେ ହିଁ ଉତ୍ତୋଳନ କରିଥାଉ ତାହାକୁ "ସେଲଫି" ବୋଲି କୁହାଯାଏ । ସେ ଦୃଷ୍ଟିରୁ ଦେଖିଲେ ସାଧାରଣତଃ ସେଲଫି…

୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ RAW ଅଫିସର

ନୂଆଦିଲ୍ଲୀ : RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ (RAW)ର ଜଣେ ଓଡିଆ ଅଫିସର । ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି …

ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ଖସୁଛି ପାରଦ । ରାଜ୍ୟର ଆଭ୍ୟନ୍ତରୀଣରେ ବଢୁଛି ଶୀତ । ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର । କନ୍ଧମାଳର ଜି.ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୭.୨ ଡିଗ୍ରୀ ରହିଥିବାବେଳେ ୯ଡିଗ୍ରୀ ସହିତ ଦ୍ୱିତୀୟ ସ୍ଥାନରେ ଅଛି କୋରାପୁଟର ଶିମିଳିଗୁଡା । ୨୦ଟି ସ୍ଥାନରେ ପାରଦ ୧୫…

ପାକିସ୍ତାନର ମୁଖା ଖୋଲିବେ ଅଦନାନି ସାମି

ପାକିସ୍ତାନରୁ ଭାରତ ଆସିଥିବା ଜଣାଶୁଣା ସଂଙ୍ଗୀତଜ୍ଞ ତଥା ମ୍ୟୁଜିକ କମ୍ପୋଜର ଅଦନାନ ସାମି ଟୁଇଟର ପାକିସ୍ତାନ ଓ ଭାରତ ୟୁଜର୍ସ ମଧ୍ୟରେ ଚାଲିଥିବା ମତମତାନ୍ତରରେ ଫସି ଯାଇଛନ୍ତି । ନିକଟରେ ହୋଇଥିବା ବିଶ୍ୱକପରେ ଇଂଲଣ୍ଡ ପାକିସ୍ତାନକୁ ହରାଇଥିଲା । ଏ ନେଇ ଟୁଇଟର ଅଦନାନ ସାମି ଇଂଲଣ୍ଡକୁ…