Latest Odisha News

BREAKING NEWS

Yearly Archives

2022

ମହାବାହୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ବିଭୋର ଭକ୍ତଟିଏ

ଦୁଇ ଦିନିଆ  ଗସ୍ତ ସାରି ଫେରି ଯାଇଛନ୍ତି ମହାମହିମ ରାଷ୍ଟ୍ରପତି । ହେଲେ  ଏହି ଦୁଇ ଦିନର ସ୍ମୃତି ଅଭୁଲା ହୋଇ ରହିଯାଇଛି ଓଡ଼ିଆଙ୍କ ମନରେ। ଏଇ ମାଟିର ଝିଅ ଆଜି ଦେଶର ସର୍ବୋଚ୍ଚ ପଦବୀରେ । ଓଡ଼ିଆଙ୍କ ପାଇଁ ଏହା କିଛି କମ ଗୌରବର କଥା ନୁହେଁ । ଆାଗରୁ ଏ ମାଟି ଦ୍ରୌପଦୀ ମୁର୍ମୁଙ୍କୁ…

୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର

ମତଦାନ କେନ୍ଦ୍ର ପୁଣି ଏତେ ଉପରେ ! ମାନେ  ୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର !  ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ,  ଏତେ ଉଚ୍ଚତାକୁ ଯାଇ କିଏ ଦେଉଥିବ ଭୋଟ ?   କେତେ ଭୋଟର ମତ ସାବ୍ୟସ୍ତ କରୁଥିବେ ଏଇ କେନ୍ଦ୍ରରେ ? ଦେଶର ସବୁଠାରୁ ଉଚ୍ଚ ମତଦାନ କେନ୍ଦ୍ର  ରହିଛି ହିମାଚଳ ପ୍ରଦେଶର…

ଦୁବାଇରୁ ଶାହାରୁଖ ଆଣିଥିଲେ ଲକ୍ଷ ଲକ୍ଷ ଟଙ୍କାର ଘଡି, ପେନାଲ୍ଟି ଦେଲେ ୭ ଲକ୍ଷ

ମୁମ୍ବାଇ: ଦୁବାଇରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ଘଡି ଆଣି ଅଡୁଆରେ ପଡିଛନ୍ତି ବଲିଉଡ ହୀରୋ ଶାହାରୁଖ ଖାଁ । ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ପକ୍ଷରୁ ତାଙ୍କୁ ଅଟକ ରଖାଯାଇ ତଲାସି ନିଆଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଶାହାରୁଖଙ୍କ ନିକଟରୁ ବଡ ବଡ କମ୍ପାନୀର ଘଡି ମିଳିଥିଲା । କଷ୍ଟମ…

ପଦ୍ମପୁର ଉପନିର୍ବାଚନ: କଂଗ୍ରେସରୁ ଲଢିବେ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର : ପଦ୍ମପୁର ଉପନିବାର୍ଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । AICC  ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଏ ନେଇ ସୂଚନା ଦିଆଯାଇଛି । ପଦ୍ମପୁର…

କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ…

ଆନ୍ଧ୍ରପ୍ରଦେଶକୁ ୧୦,୫୦୦ କୋଟିର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବିଶାଖାପାଟନମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ୧୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପକୁ  ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ବିପ୍ଳବ ଭେରୁଦୁ ଆଲୁରୁ ସୀତାରାମରାଜଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ସେ…

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି…

କାହିଁକି ବଜାରରୁ ଉଭାନ ହୋଇଗଲା ୨୦୦୦ ଟଙ୍କିଆ ନୋଟ

ହଠାତ ଆସିଲା, ସମସ୍ତଙ୍କ ନିଦ ହଜେଇ ଦେଲା । କିଛିଦିନ ମାର୍କେଟରେ ଚହଳ ପକାଇ  ଯେମିତି ଆସିଥିଲା ସେମିତି ଅତର୍କିତ ଉଭେଇଗଲା ୨୦୦୦ ଟଙ୍କିଆ ନୋଟ । ଗତ କିଛି ବର୍ଷ ହେବ ବଜାରରେ  ନଜରକୁ ଆସୁନାହିଁ ୨୦୦୦ ଟଙ୍କିଆ ନୋଟ । ଲୋକଙ୍କର ମନେ ବି ନଥିବ କେବେ ଶେଷ ଥର ପାଇଁ କେବେ ଦେଖିଥିଲେ…

ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ୱର : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା 'ଆଜିର ସୃଜନୀ' ଅନୁଷ୍ଠାନର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା 'ସ୍ମୃତିରେ ସୃଜନୀ' ଉନ୍ମୋଚିତ ହୋଇଯାଇଛି । ଏହି…

ଜରାଶ୍ରମର ସଭାପତିଙ୍କୁ ବୀଭତ୍ସ ହତ୍ୟା

ପାରାଦୀପ : ଜରାଶ୍ରମର ସଭାପତିଙ୍କୁ ନିର୍ମମ ହତ୍ୟା। କଟୁରୀ ରେ ହାଣି ହତ୍ୟା କରିଥିବା ଅଭିଯୋଗ । ତେବେ  ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ରତ୍ନମାଳୀଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ…