ଖଗେଶ୍ୱରଙ୍କୁ ୨ୟ ଦିନରେ ଜେରା, କାଲି ଦିଲ୍ଲୀରେ ବସିବ ଏସ୍ଆଇଟି ମିଟିଂ
ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଆଜି ଦ୍ୱିତୀୟ ଦିନରେ ବି ଜେରା କରିବ ଇଡି । ଏସଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରିବ । ଏନେଇ ଏସଆଇଟିକୁ ସମସ୍ତ ତଥ୍ୟ ଦେଇଛି ଇଡି । ଆସନ୍ତାକାଲି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଦିଲ୍ଲୀରେ…