ସ୍ୱଳ୍ପ ଗଳ୍ପ : ପ୍ରଳୟ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୨
ପ୍ରଳୟର କଥା କାହିଁକି ?
ଆମେ ଯେତେବେଳେ କୌଣସି ପ୍ରଳୟର ଚିତ୍ର ଦେଖୁ ସେତେବେଳେ ପ୍ରଳୟ ସହିତ ସେହି ସମୟରେ ଆମର ପ୍ରଳୟ ଭିତରକୁ ଯାତ୍ରା କରୁଥିବା ଭଳି ଚିତ୍ର ବି ସମାନ ଭାବରେ ରହିଥାଏ ।
ଖାଲି ପ୍ରଳୟର ଭିତରକୁ ଯାତ୍ରା…