Latest Odisha News

BREAKING NEWS

Yearly Archives

2022

ପାଇପ୍‌ କିଣିବା ପାଇଁ ଅନଲାଇନରେ ୧୫.୬୮ ଲକ୍ଷ ଠକେଇ

ବ୍ରହ୍ମପୁର: ଅନ୍ ଲାଇନ୍‌ରେ ଟଙ୍କା ପଠାଇ କାରବାର କରି ଜଣେ ବ୍ୟବସାୟୀ ଠକେଇର ଶିକାର ହୋଇଛନ୍ତି। ବ୍ରହ୍ମପୁର ସହର ଆସିକା ରୋଡରେ ଥିବା ମହାବୀର ଟ୍ରେଡିଂ କୋ ମାଲିକ ୧୫ଲକ୍ଷ ୬୮ହଜାର ଟଙ୍କାର ଠକେଇ ହୋଇଥିବା ନେଇ ବଡ଼ ବଜାର ଥାନାରେ ଏତଲା ଦେଇଛନ୍ତି। ମହାରାଷ୍ଟ୍ରର ଏକ ସଂସ୍ଥା ତାଙ୍କୁ ପାଇପ୍…

କଂଗ୍ରେସ କରୁଛି ଗୀତ ଚୋରି,  ଟ୍ବିଟର ହ୍ୟାଣ୍ଡେଲ ବ୍ଲକ କରିବାକୁ କହିଲେ କୋର୍ଟ

ବାଙ୍ଗାଲୋର: କଂଗ୍ରେସ ଗୀତ ଚୋରି କରି ଭାରତ ଯୋଡୋ ଯାତ୍ରାରେ ବଜାଉଥିବାର ଅଭିଯୋଗର ଶୁଣାଣି କରିଛନ୍ତି କୋର୍ଟ । ସେହି ଚୋରି ଗୀତକୁ ବିଭିନ୍ନ ସୋସିଆଲ ମିଡିଆରେ ବ୍ୟବହାର କରାଯାଉଛି । ଏମଆରଟି ମ୍ୟୁଜିକ ପକ୍ଷରୁ ଏଭଳି ଅଭିଯୋଗକୁ ନେଇ ବାଙ୍ଗାଲୋର କୋର୍ଟ ଗୀତ ଡିଲିଟ କରିବାକୁ…

ବିଜୟ ମାଲ୍ୟାଙ୍କ ଭୂମିକ କରିବେ ଅନୁରାଗ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଅଭିନୀତ ଅକିରା ଫିଲ୍ମରେ ପୋଲିସ ଅଫିସର ଭୂମିକା କରିଥିବା ଅନୁରାଗ କାଶ୍ୟପ ଆଉ ଏକ ବଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ଏହି ପ୍ରତିଷ୍ଠିତ ନିର୍ଦ୍ଦେଶକ ବିଜୟ ମାଲ୍ୟାଙ୍କ ଭୂମିକା କରିବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ…

ସମୁଦ୍ରରେ ବୁଡ଼ି ଜଣେ ଛାତ୍ର ମୃତ, ଦୁଇ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପାଦଦେଶର ସମୁଦ୍ର ବେଳାଭୂମିରେ ସ୍ନାନ ବେଳେ ୩ଜଣ ଛାତ୍ର ସୋମବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ଜଣଙ୍କୁ ଜୀବିତ ଉଦ୍ଧାର…

ଶାରଳା ସମବାୟ ସୂତା କଳ ସମ୍ମୁଖର ଆମରଣ ଅନଶନ

ଜଗତସିଂହପୁର: ଶାରଳା ସୂତା କଳ ଆଗରେ ଆମରଣ ଅନଶନ । ନାଉଶିରା ସ୍ଥିତ ଶାରଳା ସମବାୟ ସୁତାକଳ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କର୍ମଚାରୀ । କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ଆହ୍ୱାନରେ ବିଭିନ୍ନ ଅଞ୍ଚଳର ଲୋକ ପ୍ରତିନିଧି, ସମାଜସେବୀ ଏବଂ ସୂତା କଳର ପୂର୍ବତନ କର୍ମଚାରୀ…

ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ଆଡିଲେଡ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବୁଧବାର ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଗୁରୁବାର ଆଡିଲେଡରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ପୂର୍ବରୁ ଅମ୍ପାୟରଙ୍କ କେତେକ ନିଷ୍ପତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଇସିସି ଏଥିରେ…

୭୧ ବର୍ଷ ବୟସରେ ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ଦେହାନ୍ତ

ଭୁବନେଶ୍ୱର: ସୋମବାର ଜଣାଶୁଣା ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ପରଲୋକ ଘଟିଛି । ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର ନିର୍ମଳ ଗରାବଡ଼ୁ । ସ୍ତ୍ରୀ ନମିତା, ଝିଅ ସୁନନ୍ଦା ଓ ପୁଅ ଆନନ୍ଦକୁ ଏକାକୀ ଛାଡ଼ି ଚାଲି ଯାଇଛନ୍ତି ଡାକ୍ତର ଗରାବଡ଼ୁ । ପରିବାର ଲୋକଙ୍କ କହିବା…

ବାଲିଯାତ୍ରା ପାଇଁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବାଲିଯାତ୍ରା । ଅଗ୍ନିକାଣ୍ଡ ଭଳି ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରା ପଡିଆର ଚାରିପାଖରେ ମୋଟ ୫ଟି ଅସ୍ଥାୟୀ…

ଧାମନଗର ବିଜୟ ପରେ ବିଜେପି କହିଲା ‘ମିଛ କୁହନ୍ତୁନି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: 'ଆଶା ଥିଲା ବିଜେପି ଜିତିବ' । ଧାମନଗର ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ବିଜେଡି ସୁପ୍ରିମୋଙ୍କ ଏହି ମନ୍ତବ୍ୟ ଏବେ ସୃଷ୍ଟି କରିଛି ଝଡ଼ । ବିଜେପି, ବିଜେଡିକୁ କାଉଣ୍ଟର କରି କହିଛି ଶାସକ ଦଳ ଧାମନଗରରେ ଦଳ, ବଳ, କୌଶଳ ସବୁ ଲଗାଇଥିଲା । ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଧମକ…

ଡବଲ ମର୍ଡର କେସ୍ : ଅନୁପ ସାଏଙ୍କୁ ବଡ଼ ଆଶ୍ୱସ୍ତି

ରାୟପୁର : ଡବଲ ମର୍ଡର ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବଡ଼ ଆଶ୍ୱସ୍ତି । ତଳକୋର୍ଟର ସମସ୍ତ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ଛତିଶଗଡ଼ ହାଇକୋର୍ଟ । ହାଇକୋର୍ଟରେ  କ୍ରିମିନାଲ ଅପିଲ ମାମଲା ଶେଷ ଯାଏ ଲାଗିଲା ରୋକ୍  ।  ଅନୁପ ସାଏଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ…