ରିଲିଜ ହେବ ସଲମାନଙ୍କ ଭିଣେଇଙ୍କ ଚତୁର୍ଥ ଚଳଚ୍ଚିତ୍ର ଟିଜର
ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ ଶର୍ମା ତାଙ୍କର ଚତୁର୍ଥ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନାମ ହେଉଛି AS04। ଆୟୁଷଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଆକର୍ଷଣୀୟ ପୋଷ୍ଟରକୁ ବହୁତ ପସନ୍ଦ କରୁଛନ୍ତି। AS04 ର ପୋଷ୍ଟରର, ଆୟୁଷ ଶର୍ମାଙ୍କୁ ଏକ ଷ୍ଟାଇଲିସ୍ ଲୁକ୍ ଏବଂ ସ୍ୱାଗରେ…