Latest Odisha News

BREAKING NEWS

Yearly Archives

2022

୨ ଘଣ୍ଟା ପରେ ହ୍ୱାଟ୍ସଆପ୍ ଉପରୁ ହଟିଲା ‘ପରାଗ’ ପ୍ରଭାବ !

ନୂଆଦିଲ୍ଲୀ: ସଚଳ ହେଲା ଅଚଳ ହ୍ୱାଟ୍ସଆପ୍ । ଦୀର୍ଘ ୨ ଘଣ୍ଟା ପରେ ହ୍ୱାଟ୍ସ,ଆପ୍ ଉପରୁ ପରାଗ ପ୍ରଭାବ ହଟିଛି । ମଙ୍ଗଳବାରି ଦିନ ପ୍ରାୟ ୧୨ଟା ୩୦ । ହଠାତ୍ ହ୍ୱାଟ୍ସଆପ୍ ସର୍ଭର ଡାଉନ୍ ହୋଇ ଯାଇଥିଲା । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ହ୍ୱାଟ୍ସଆପ୍ ଭାରତ ସହ ଅଧିକାଂଶ ଦେଶରେ…

୭୫ ବର୍ଷ ହେଲାଣି ଟ୍ରାଫିକ ଜାମ୍‌

ନୂଆଦିଲ୍ଲୀ : ଦୁନିଆରେ ଏଭଳି କିଛି ସ୍ଥାନ ରହିଛି ଯେଉଁ ସ୍ଥାନ ବିଷୟରେ ଆମେ ଅଜଣା । ଏପରି ଅନେକ ସ୍ଥାନ ଅଛି ଯାହା ବିଶେଷ କଥା ପାଇଁ ପ୍ରସିଦ୍ଧ ଥାଏ । ସେହି ସ୍ଥାନକୁ ଲୋକମାନେ ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ ମଧ୍ୟ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ ..…

ସୂର୍ଯ୍ୟୋପରାଗ ସମୟରେ ଖାଦ୍ୟରେ ତୁଳସୀ ପତ୍ର କାହିଁକି ରଖାଯାଏ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ବର୍ଷରେ ବର୍ତ୍ତମାନ ଧନତେରସ ସହ ପଞ୍ଚଦିବସୀୟ ଦୀପୋତ୍ସବ ପର୍ବ ପାଳନ କରାଯାଉଛି। କିନ୍ତୁ ଆଜି ଅର୍ଥାତ୍ ଅକ୍ଟୋବର ୨୫ ତାରିଖ ଦିନଟି ବର୍ଷର ଦ୍ୱିତୀୟ ସୂର୍ଯ୍ୟୋପରାଗ। ଭାରତରେ ସୂର୍ଯ୍ୟୋପରାଗ ଦିନ ୨ଟା ୨୯ ମିନିଟରେ ଆରମ୍ଭ ହେବ । ପ୍ରାୟ ୪ ଘଣ୍ଟା ୩ ମିନିଟ୍…

ବିବାହର ବର୍ଷକ ପରେ ନର୍ସଙ୍କ ଆତ୍ମହତ୍ୟା, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଗତକାଲି ଦୀପାବଳିରେ ସମସ୍ତେ ଯେତେବେଳେ ଆଲୋକର ପର୍ବକୁ ଏକାଠି ହୋଇ ଖୁସିରେ ପାଳନ କରୁଥିଲେ ସେତେବେଳେ ଜଣେ ନବବଧୂ ସମସ୍ତଙ୍କୁ ପରକରିବାକୁ ଯାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ପେଶାରେ ଜଣେ ନର୍ସ ଥିଲେ। ବର୍ଷେ ହେବ ବିବାହ କରିଥିଲେ। ଏବେ ସେ ଆତ୍ମହତ୍ୟା କାହିଁକି କଲେ…

ଋଷି ସୁନକଙ୍କୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ କାହିଁକି?

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭାରତର ଅନେକ ନେତା ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଉଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ପରେ ବର୍ତ୍ତମାନ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ…

ବାଣ ଫୁଟିଲା, ରୁନ୍ଧି ହୋଇଗଲା ବାୟୁମଣ୍ଡଳ !

ନୂଆଦିଲ୍ଲୀ: ରାତିରେ ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ଯାଇ ସାରା ଦେଶରେ ବାଣ ଫୁଟାଇବା ପରେ ସକାଳେ ବାୟୁମଣ୍ଡଳ ରୁନ୍ଧି ହୋଇଯାଇଛି। ରାତି ୧୨ଟା ସମୟରେ ଦିଲ୍ଲୀର(AQI) ୩୨୩ ରେକର୍ଡ କରାଯାଇଥିଲା। ସମାନ ସମୟରେ, ୟୁପିର ନୋଏଡାର ଅବସ୍ଥା ଅଧିକ ଖରାପ ଥିଲା। ଯେଉଁଠାରେ (AQI) ୩୪୨…

ସୂର୍ଯ୍ୟୋପରାଗରେ ବିଶ୍ୱବ୍ୟାପୀ ହ୍ୱାଟ୍ସଆପ୍ ଅଚଳ ! ଲାଗିଲା କି ଅଶୁଭ ନଜର ?

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଅଚଳ । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ହ୍ୱାଟ୍ସଆପ୍ ଡାଉନ୍ ରହିଛି । ଭାରତୀୟ ସମୟ ପ୍ରାୟ ୧୨ଟା ୩୦ରୁ ହ୍ୱାଟ୍ସଆପ୍ କାମ କରୁନାହିଁ । ତେବେ ଏନେଇ ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।…

ଏହି ଫୁଲ ଦୂର କରେ କେଶର ବିଭିନ୍ନ ସମସ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: କେଶ ପାଇଁ ଲୋକେ ବିଭିନ୍ନ ପ୍ରକାର ତେଲ, ସାମ୍ପୁ ବ୍ୟବହାର କରନ୍ତି। ଲୋକେ ଘରୋଇ ଉପଚାର ମଧ୍ୟ କରନ୍ତି। କେଶ ପାଇଁ ଏପରି ବିଭିନ୍ନ ଫୁଲ ରହିଛି ଯାହା କେଶକୁ କଳା, ଲମ୍ୱା, ଉପି ସମସ୍ୟା ସହିତ କେଶ ଝଡ଼ିବା ପାଇଁ କାମ କରେ। ଆପଣ ଏହି ଫୁଲକୁ ସହଜରେ ପାଇପାରିବ ଏବଂ…

ଗାଈ ଶବକୁ ଘୋଷାଡ଼ି ନେଇ ଦୁଇ ବହିଷ୍କୃତ

ବ୍ରହ୍ମପୁର: ମୃତ ଗାଈକୁ ଗାଡ଼ି ପଛ ପଟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା ଭଳି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲାର ଛତ୍ରପୁର ଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇଜଣ ନିଲମ୍ବିତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଛତ୍ରପୁର ଠାରେ ସୋମବାର ଏକ…

ଟିମ ପେନଙ୍କ ଚାଂଚଲ୍ୟକର ଖୁଲାସା: ବଲ ଟ୍ୟାମ୍ପରିଂ କରିଥିଲେ ଦକ୍ଷିଣ ଆଫ୍ରିକା ଟିମ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ଅବସରରେ ବଲ ଟ୍ୟାମ୍ପରିଂ ଇସ୍ୟୁ ପୁନର୍ବାର ସାମ୍ନାକୁ ଆସିଛି । ମଙ୍ଗଳବାର ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ ପେନ ଦକ୍ଷିଣ ଆଫ୍ରିକା ଦଳ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେନ ତାଙ୍କ ଆତ୍ମଜୀବନୀ ଦି ପେଡ ପ୍ରାଇସରେ ସେ ଏହା ଉଲ୍ଲେଖ କରିଛନ୍ତି ।…