Latest Odisha News

BREAKING NEWS

Yearly Archives

2022

କୋଏମ୍ବାଟୁର ବିସ୍ଫୋରଣରେ ଆତଙ୍କୀ ଲିଙ୍କ୍! ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କୋଏମ୍ବାଟୁର : ଶେଷରେ କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଆଇଏସଆଇଏସ ଲିଙ୍କ ଥିବା ପୋଲିସ କହିଛି । ଗତ ରବିବାର ଦିନ ତାମିଲନାଡୁର କୋଏମ୍ବାଟୁରର କୋଟାଇ ଏସୱାରାନ ମନ୍ଦିର ନିକଟରେ ଏକ କାର ଭିତରେ ହୋଇଥିବା ବିସ୍ଫୋରଣ ମାମଲାକୁ ନେଇ ବିଜେପି ଆତଙ୍କବାଦୀ ଲିଙ୍କ୍ ଥିବା ଦାବି…

ଆରପାରିରେ ଅଗାଧୁଆ ମଣିଷ

ମଣିଷ ପୁଣି ବର୍ଷ ବର୍ଷ ଧରି ଗାଧେଇବନି । ଏହା ସହଜରେ ବିଶ୍ୱାସ କରି ହୁଏନି । ଆଜ୍ଞା ହଁ ଇରାନରେ ଆମୋଉ ହାଜି ନାମକ ଏକ ବ୍ୟକ୍ତି ଅଛନ୍ତି । ଯିଏ କି ସାରା ବିଶ୍ୱରେ ଅପରିସ୍କାର ମଣିଷ ଭାବେ ପରିଚିତ । ମଙ୍ଗଳବାର ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏହି ଚର୍ଚ୍ଚିତ ମଣିଷଜଣକ ୬୦ ବର୍ଷ…

ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଆରମ୍ଭ

ମେଲବୋର୍ଣ୍ଣ: ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ମାର୍କସ ଷ୍ଟୋଇନସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…

ବିନା ପ୍ରମାଣରେ ସ୍ୱାମୀଙ୍କ ଚରିତ୍ରହାନୀ କରିବା ଏବଂ ମଦୁଆ କହିବା ନିଷ୍ଠୁରତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ ସ୍ବାମୀଙ୍କ ମାନହାନୀ କରିବା, ମଦୁଆ, ଚରିତ୍ରହାନୀ ଭଳି କୈାଣସି କଥା କହିବା ଅନ୍ୟାୟ । ଏହା ସ୍ମାମୀଙ୍କ ମାନହାନୀ ସହ ନିଷ୍ଠୁରତା ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ  । ଏକ ମାମଲାର ବିଚାର କରି  ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ…

ଖାତାକୁ ଆସୁନି କାଳିଆ ଟଙ୍କା, ଉଠାଉଛି କିଏ ?

ନବରଙ୍ଗପୁର: ଆଦିବାସୀଙ୍କ ସରଳତା ଓ ନିରୀହତାର ସୁଯୋଗ ନେଇ ଠକେଇ । ଏମାନେ ସମସ୍ତେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ । ଏମାନଙ୍କ ଆକାଉଣ୍ଟକୁ ସରକାର ଟଙ୍କା ବି ପଠାଉଛନ୍ତି । ହେଲେ ୩୦ରୁ ଊର୍ଦ୍ଧ୍ୱ ଚାଷୀ ୩ ବର୍ଷ ହେଲା ଟଙ୍କାଟିଏ ପାଇନାହାଁନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା…

୪ ବର୍ଷ ପରେ ଟପ ଫାଇଭକୁ ଫେରିଲେ ସିନ୍ଧୁ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୪ ବର୍ଷ ପରେ ବିଶ୍ୱ ର‌୍ୟାଙ୍କିଙ୍ଗରେ ପ୍ରଥମ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆଘାତପ୍ରାପ୍ତ ହେବା ସତ୍ୱେ ସେ ଗୋଟିଏ ସ୍ଥାନ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ସିଙ୍ଗଲ୍ସରେ ସେ…

ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ

ଅଯୋଧ୍ୟା: ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସଂପର୍ନ୍ନ ହୋଇଛି । ପ୍ରଥମ ମହଲା କାର୍ଯ୍ୟ ୨୦୨୩ ସୁଦ୍ଧା ସରିବ । ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ ହୋଇଛି । ୨୦୨୪ ଜାନୁଆରୀରେ ପ୍ରଭୁ ଶ୍ରୀରାମ ମନ୍ଦିରରେ…

ପ୍ରଚାରରେ ଦୁଲୁକୁଛି ଧାମନଗର, ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ

ଭଦ୍ରକ: ଧାମନଗରରେ ବଢ଼ୁଛି ନିର୍ବାଚୀନ ପାରା । ଜମୁଛି ପ୍ରଚାର । ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧୁଷୁରୀର ହସିନାବାଦ ଓ ଅର୍ଜୁନପୁର ପଞ୍ଚାୟତରେ ପ୍ରଚାର କରିଛନ୍ତି । ଗାଁର ମହିଳାମାନେ ସୂର୍ଯ୍ୟବଂଶୀଙ୍କୁ ବନ୍ଦାପନା କରି ନେଇଥିବା…

ଅବସର ନେଇ ସେରେନାଙ୍କ ୟୁ ଟର୍ଣ୍ଣ

ନୂଆଦିଲ୍ଲୀ: ଆମେରିକାର ଷ୍ଟାର ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ ତାଙ୍କ ଅବସର ନିଷ୍ପତିରେ ୟୁ ଟର୍ଣ୍ଣ ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସେରେନା କହିଛନ୍ତି ମୁଁ ଏ ପର୍ଯ୍ୟନ୍ତ ଟେନିସରୁ ଅବସର ନେଇନି । ମୋର ଫେରିବା ସମ୍ଭାବନା ଅଧିକ ରହିଛି । ଆପଣ ଏବେ ମୋ ଘରକୁ…

ପାଟଧରା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା : ପାଟଧରା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ଏନେଇ ସୂଚନା ଦେଲେ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର । ବୋଡେନ ଥାନା ଅନ୍ତର୍ଗତ ପାଟଧାରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଦୁଇ ଥର ଗୁଳି ବିନିମୟ ହୋଇଥିଲା । ସୂଚନା ଅନୁସାରେ ଗତ ୨୧ ତାରିଖରେ ପାଟଧରା…