Latest Odisha News

BREAKING NEWS

Yearly Archives

2022

ଆନ୍ତର୍ଜାତୀୟ ରିପୋର୍ଟ ଓ ଭାରତ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସଦ୍ୟ ପ୍ରକାଶିତ ବିଶ୍ୱ କ୍ଷ଼ୁଧା ସୂଚକାଙ୍କ ଅର୍ଥାତ୍ ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ୧୨୧ଟି ଦେଶ ମଧ୍ୟର଼ୁ ଭାରତ ୧୦୭ତମ ସ୍ଥାନରେ ଅଛି । ଭାରତ ତଳକ଼ୁ ବିଶ୍ୱର ମାତ୍ର ୧୪ଟି ଦେଶ ଅଛନ୍ତି । ବାଂଲାଦେଶ, ନେପାଳ ପରି ଦେଶ ମଧ୍ୟ…

ପୁଅ ଛୁରା ମାଡ଼ରେ ବାପା ମୃତ

ବ୍ରହ୍ମପୁର: ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଘଟି ଯାଇଛି ଏକ ବଡ଼ ଅଘଟଣ। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ପୁଅ ଚମ୍ପଟ ମାରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ ପଢ଼ାଳ…

କନ୍ଧମାଳରେ ଲାଲ୍ ହିଂସା; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା, ଜାଳିଦେଲେ ୫ଟି ଗାଡ଼ି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ମାଓବାଦୀ ପୁଣି ଥରେ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ମାଓବାଦୀ ଦୁଇ ଦୁଇଟି ହିଂସା ଘଟାଇଛନ୍ତି । ଗତକାଲି ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ଆମ୍ବାବାଡ଼ି ଗାଁରେ ଲାଲବାହିନୀ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହର ବିଭତ୍ସ ଭାବେ…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨ ବର୍ଷର ବାଳକ

ଯାଜପୁର : ସ୍ମୃତିଶକ୍ତି ପାଇଁ ବିରଳ ରେକର୍ଡ ହାସଲ କରିଛନ୍ତି ୨ ବର୍ଷର ବାଳକ ସ୍ବସ୍ତିକ । ସୀମିତ ସମୟ ମଧ୍ୟରେ ନିଜ ସ୍ମୃତିଶକ୍ତିର ଦକ୍ଷତା ଦେଖାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ବାଳକ । ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନ ଏବଂ ଅମିତା ସାହୁଙ୍କ…

ଆଂଶିକ ସୂର୍ଯ୍ୟୋପରାଗ କଣ ? କଣ ରହିବ ପ୍ରଭାବ ?

ଭୁବନେଶ୍ୱର: ଏ ବର୍ଷର ଶେଷ ବା ଅନ୍ତିମ ସୂର୍ଯ୍ୟୋପରାଗ ଆଜି ଦ୍ୱି ପ୍ରହର ପରେ ଆରମ୍ଭ ହେବ । ଏହି ସୂର୍ଯ୍ୟୋପରାଗ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅଶୁଭ କାଳ ଆରମ୍ଭ ହୋଇଥାଏ । ଭାରତରେ ସୂର୍ଯ୍ୟୋପରାଗ ଦିନ…

ମଠରୁ ଉଦ୍ଧାର ହେଲା ଲିଙ୍ଗାୟତ ସାଧୁଙ୍କ ମୃତ ଦେହ

ବାଙ୍ଗାଲୋର: କର୍ଣ୍ଣାଟକର ରାମପୁର ଜିଲ୍ଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତ ଦେହ ସନ୍ଦେହ ଅବସ୍ଥାରେ ଜବତ ହୋଇଛି । ବସମାଲିଙ୍ଗ ସ୍ୱାମୀଙ୍କ ମୃତ ଶରୀର ନିକଟରୁ ୨ଟି ସୁଇସାଇଡ ନୋଟ ଜବତ ହୋଇଛି । ମାନସିକ ଚାପ ଯୋଗୁ ସେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରେ ଆଶଙ୍କା ବ୍ୟକ୍ତ…

ବସରେ ଦୀପ ଜାଳି ଶୋଇଥିଲେ, ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲେ

ରାଞ୍ଜି: ଦୀପାବଳିରେ ବଡ ଅଘଟଣ। ବସରେ ଦୀପ ଜାଳି ଦୀପାବଳି ପାଳନ କରୁଥିଲେ। ହେଲେ ଶୋଇଥିବା ବେଳେ ଉଭୟ ନିଆଁର ଆଁରେ ଜଳିଯାଇଛନ୍ତି। ରାଞ୍ଚିର କାଣ୍ଟାଟୋଲିରେ ଥିବା ଖଡାଗଡା ବସ୍ ଷ୍ଟାଣ୍ଡରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବସଟିରେ ଏତେ ଜୋର ନିଆଁ ଲାଗିଥିଲା ଯେ ଆଖପାଖ ଅଞ୍ଚଳ ଅନ୍ଧାର…

ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ, ବାଂଲାଦେଶରେ ୭ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି। ବାତ୍ୟାର ପ୍ରକୋପରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିଳିିଥିବା ସୂଚନା ଅନୁଯାୟୀ ବାତ୍ୟା ସିତ୍ରାଙ୍ଗ ଗତକାଲି ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ଲ୍ୟାଣ୍ଡଫଲ କରିଥିଲା। ଏହି…

ଋଷି ସୁନକ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ

ବ୍ରିଟେନ: କନଜରଭେଟିଭ୍ ଦଳର ନେତା ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦରେ ବସିବାକୁ ଯାଉଛନ୍ତି। ଶପଥ ନେବା ପୂର୍ବରୁ ଋଷି ଆଜି ଅପରାହ୍ନରେ ବକିଙ୍ଗହମ୍ ପ୍ୟାଲେସରେ କିଙ୍ଗ ଚାର୍ଲ୍ସଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ପଦ…

ସ୍ୱଳ୍ପ ଗଳ୍ପ : ଏମିତି ବି ଏକ ଯନ୍ତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୦ ଗୋଟିଏ ବିଶେଷ ଯନ୍ତ୍ରକୁ କେନ୍ଦ୍ରକରି ଆଜିର କଥା । ଭାରି ଅଦ୍ଭୁତ ଲାଗିବ ଯେତେବେଳେ ଆମକୁ କୁହାଯିବ ଯେ,ଏଇ ଯନ୍ତ୍ରଟି ଅସଲରେ ସୁଖ ପ୍ରସବ ପାଇଁ ଉଦ୍ଭାବନ କରାଯାଇଥିଲା। ସୁଖ ପ୍ରସବ ମାନେ ଏହା କୌଣସି ମାନବେତର…