ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୫)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
କେତେବେଳୁ ଫୋନଟି କଟି ସାରିଥିଲା ଜଣାନଥିଲା । ଧ୍ୟାନସ୍ଥ ମୁଦ୍ରାରେ ଫୋନଟିକୁ ଧରି ସେମିତି ଛିଡା ହୋଇ ଥିଲା ଆସ୍ଥା !! ପିଲାମାନେ ସ୍କୁଲରୁ ଆସି କେତେ ଡାକିଲା ପରେ ଯାଇ ପ୍ରକୃତିସ୍ଥ ହେଲା ! ମାମା ଭୋକ ମାମା ଭୋକ କହି…