Latest Odisha News

BREAKING NEWS

Yearly Archives

2022

କବିତା : ଶୁଭ ଦିପାବଳୀ

ପ୍ରଫୁଲ୍ଲ କୁମାର ହୋତା ଦିପାବଳୀ ଅଟେ ଆଲୋକର ପର୍ବ ଗାଆଁ ଗହଳି ହସୁଛି କାଉଁରିଆ କାଠି ଆଲୁଅରେ ପର୍ବ ସଭିଙ୍କୁ ସ୍ଵାଗତ କରୁଛି। ଆଲୋକର ପର୍ବ ଆମ ଦିପାବଳୀ ସଂସ୍କୃତିର ଗାଥା କହୁଛି ପ୍ରଭୁ ରାମଚନ୍ଦ୍ର ରାବଣ ନିଧନ ଅଯୋଧ୍ୟା ସାକ୍ଷୀ ରହିଛି। ଆମେ ସାବଧାନ ହୋଇବା ସଭିଏଁ ଆଲୋକ…

ମ୍ୟାଚ ହାରିବା ପରେ ପାକିସ୍ତାନ କ୍ରିକେଟରୁ ଆସିଲା ଖରାପ ଖବର, ହସ୍ପିଟାଲରେ କ୍ରିକେଟର

ମେଲବର୍ଣ୍ଣ: ପାକିସ୍ତାନର କ୍ରିକେଟର ଉମର ଆକମଲ ଡାକ୍ତରଖାନାରେ ଭର୍ତ୍ତି। ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ହାରିବା ପରେ ଏହି ଖେଳାଳି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମେଲବର୍ଣ୍ଣ ମ୍ୟାଚର ଦୁଇ ଦିନ ପୂର୍ବରୁ ପାକିସ୍ତାନର ଶାନ ମାସୁଦଙ୍କୁ…

ଭାଷା ଭାଗବତ : ଭାଷାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଣିଷ ଭାଷାବଂତ ପ୍ରାଣୀ ଅଗ କି ମୂଳକୁ ନ ଜାଣି ଉଦ୍‌ଗାରେ ଅନର୍ଗଳ ବାଣୀ ଏହା ତା ଭାଷାର କାହାଣୀ ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି କରିଲେ ସୁଜ୍ଞାନର ମତି ଜ୍ଞାନ ହିଁ ଭୋଗେ ସବୁ କ୍ଷତି ଭାଷା କରେନି ଅଗ୍ରଗତି…

ବିଗ୍ ବସ୍ ୧୬: ଫ୍ୟାନ୍ସଙ୍କୁ ପସନ୍ଦ ଆସୁନାହିଁ କରନ ଜୋହରଙ୍କ ହୋଷ୍ଟିଂ

ମୁମ୍ବାଇ: ଲୋକପ୍ରିୟ ଶୋ ବିଗ୍ ବସ୍ ହାଉସରେ ଚାଲିଥିବା ୱିକେଣ୍ଡ ୱାରରେ କରନ ଜୋହର ହୋଷ୍ଟ କରୁଛନ୍ତି। କିନ୍ତୁ ଦର୍ଶକଙ୍କୁ ସଲମାନ ଖାନଙ୍କ ହୋଷ୍ଟ ବହୁତ ପସନ୍ଦ ଆସୁଛି ଏବଂ କରନଙ୍କ ହୋଷ୍ଟକୁ ନାପସନ୍ଦ କରୁଛନ୍ତି ଦର୍ଶକ। ସଲମାନ ଖାନ ଯେପରି ପ୍ରତିଯୋଗୀମାନଙ୍କ ସହ କଥାବାର୍ତ୍ତା କରନ୍ତି ଏବଂ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ସୁରକ୍ଷା କବଚ ମେଘନାଦ ପ୍ରାଚୀର ବିଷୟରେ ଆଲୋଚନା କରିବା ସମୟରେ, ଚାରି ଦ୍ୱାର ବିଷୟରେ ଜାଣିଲେ, କିନ୍ତୁ ମୂଖ୍ୟ ଦ୍ୱାର ବା ପୂର୍ବ ଦିଗରେ ଥିବା…

ସଲମାନ ରୁସଦି ଗୋଟିଏ ଆଖି ହରାଇଲେ

ନ୍ୟୁୟର୍କ: ଭାରତରେ ଜନ୍ମିତ ବ୍ରିଟିଶ ଔପନାସିକ ସଲମାନଙ୍କ ରୁସଦି ଏକ ଆଖି ହରାଇଛନ୍ତି । ତାଙ୍କୁ ଆକ୍ରମଣ ପରେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଏପରି ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।  ଛୁରି ମାଡରେ ତାଙ୍କ ବେକ ଓ ତଳିପେଟରେ ଗଭୀର ଆଘାତ…

ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର:  ଭୁବନେଶ୍ୱରର ଜାଗମରା ସ୍ଥିତ ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଆଜି ରାତି ୧୦ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଦୁଇ ମହଲା ବିଶିଷ୍ଟ କୋଠାରେ ରହିଛି ଏହି ଫିଟ୍‌ନେସ୍ ସେଣ୍ଟର। ଏହାର ପ୍ରବେଶ…

ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଦୀପୋତ୍ସବ

ଅଯୋଧ୍ୟା: ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଦିପାବଳୀ ପୂର୍ବଦିନ ଦୀପୋତ୍ସବ ଗିନିଜ ବୁକ ଅଫ୍ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ସରଜୁ ନଦୀ ତଟରେ  ରାମ କି ପେଡି ଘାଟ ଏବଂ ଅନ୍ୟାନ୍ୟ ଘାଟରେ  ପାଖାପାଖି ୧୫ଲକ୍ଷ ଦୀପର ଆଲୋକ ଜଳାଯାଇ ଏହି ରେକର୍ଡ ହାସଲ କରାଯାଇଛି । ଅଯୋଧ୍ୟା…

ଘନୀଭୂତ ହେଉଛି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ବାତ୍ୟା ସି-ତ୍ରାଙ୍ଗ

ଭୁବନେଶ୍ବର:  ଘନୀଭୂତ ହେଉଛି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ବାତ୍ୟା ସି-ତ୍ରାଙ୍ଗ  । ଆସନ୍ତା କାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିବା ଅନୁସାରେ ବାତ୍ୟା ରୂପ ନେଇଛି ଗଭୀର ଅବପାତ । ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା…

ପ୍ରଧାନମନ୍ତ୍ରୀ ପଦ ଦୈାଡ଼ରେ ପୁଣି ସୁନକ୍

ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ଦୈାଡ଼ ପାଇଁ ପଉି ପ୍ରତିଯୋଗିତା ଆରମ୍ଭ ହୋଇଛି । ଆଉ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ପାଇଁ ନିଜେ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି କଂଜରଭେଟିଭ ପାର୍ଟିର ଋଷି ସୁନକ । ବ୍ରିଟେନର  ପରବର୍ତ୍ତୀ  ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ  ଘୋଷଣା…