Latest Odisha News

BREAKING NEWS

Yearly Archives

2022

ବାତ୍ୟା ନେଇ ଜରୁରୀକାଳିନ ସ୍ଥିତିର ମୁକାବିଲା ଲାଗି ଟିପିସିଓଡିଏଲ୍ ପ୍ରସ୍ତୁତ

ଭୁବନେଶ୍ୱର:ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁସବୁ ଜରୁରୀ କାଳୀନ ସ୍ଥିତି ସୃଷ୍ଟିହେବ ତାହାର ପରିଚାଳନା କରିବା ଲାଗି ଟିପିସେଂଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍…

ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି 2021 ପାଇଁ ମନୋନୀତ ପ୍ରାର୍ଥୀମାନଙ୍କୁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ…

ଭୁବନେଶ୍ବର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଏବଂ ଇଣ୍ଡିଆନ ମେଟାଲ୍କ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ (ଇମ୍ପା) ଦ୍ବାରା ଉଚ୍ଚଶିକ୍ଷା ପାଇଁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି  2021 ପ୍ରାପ୍ତ କରିଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଏକ ପୁରସ୍କାର ସମାରୋହର ଆୟୋଜନ କରିଛନ୍ତି ।…

ବୁଧବାର ଯାଏଁ ବନ୍ଦ ରହିବ ଗୋପାଳପୁର ବେଳାଭୂମି

ବ୍ରହ୍ମପୁର: ଆସନ୍ନ ବାତ୍ୟାକୁ ନେଇ ଗୋପାଳପୁର ସମୁଦ୍ରରେ ଉଚ୍ଚ ଜୁଆର ସହ ଅଶାନ୍ତ ରହିବାର ଆଶଙ୍କା ରହୁଛି। ଏଣୁ ଏହାକୁ ନଜରରେ ରଖି ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗୋପାଳପୁର ପୋଲିସ ରବିବାର ସନ୍ଧ୍ୟା ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରବେଶକୁ ବାରଣ କରାଯାଇଛି।…

ଅକ୍ଟୋବର ୩୧ରେ ନବୀନ ନିବାସ ଘେରାଓ ନେଇ ବିଜେପିର ଚେତାବନୀ

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଓ ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ସରକାରଙ୍କୁ ଘେରିଛି ବିଜେପି । ଶାସକ ଦଳର ବହୁ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ବିଜେପି ୨ ଦିନ ଧରି ସିପିଙ୍କ କାର୍ଯ୍ୟାଳୟ ଆଗରେ ସତ୍ୟାଗ୍ରହ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

୧୯ଜଣଙ୍କୁ ଗିରଫ ସହ ୨୦ ଲକ୍ଷ ଟଙ୍କାର ବାଣ ଜବତ କଲାଣି ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ବାଣ ବିକ୍ରି ପାଇଁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇ ନାହିଁ। ଏଣୁ ବାହାରୁ ବାଣ ଆଣି କେତେକ ବ୍ୟବସାୟୀ ସହରରେ ବିକ୍ରି କରୁଛନ୍ତି। ବେଆଇନ ଭାବେ ବାଣ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ପୋଲିସ। ଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଥାନା…

ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାନପୁର: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘରକୁ ବିକ୍ରି କରି ଦେଇଛନ୍ତି । ରାମନାଥ ତାଙ୍କର କାନପୁର କଲ୍ୟାଣପୁର ସ୍ଥତ ଘରକୁ ବିକ୍ରି କରିଛନ୍ତି । ତେବେ ରାଷ୍ଟ୍ରପତି ହେବା ପରେ ଏହି ଘରକୁ ଥରଟିଏ ମଧ୍ୟ ଆସିପାରି ନଥିଲେ ରାମନାଥ କୋବିନ୍ଦ । ଏହି ଘରକୁ ରାମନାଥ କାନପୁରର…

ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହେଲା ଗଭୀର ଅବପାତ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟା ‘ସିତ୍ରଙ୍ଗ’ରେ ପରିଣତ ହୋଇଛି । ବାତ୍ୟା ଏବେ ସାଗର ଦ୍ୱୀପ ଠାରୁ ଦକ୍ଷିଣ ଦିଗରେ ୫୮୦ କିଲୋମିଟର ଦୂରରେ ଥିବାବେଳେ ବାଂଲାଦେଶର ବାରିଶାଳ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୭୪୦ କିଲୋମିଟର ଦୂରରେ ରହିଛି । ଏହା…

ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ: ଭାରତୀୟ ଦଳରେ ଓଡିଶାର ନକୁଳ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଆୟୋଜିତ ହେବ ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ । ଏଥି ନିମନ୍ତେ ଆଜି ଅଜୟ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଷ୍ଟାର ଅଲ ରାଉଣ୍ଡର ନକୁଳ ବଡନାୟକ ସ୍ଥାନ ପାଇଛନ୍ତି । ଡିସେମ୍ବର ୬ରୁ ୧୭ ପର୍ଯ୍ୟନ୍ତି ଏହି…

ଅଯୋଧ୍ୟାରେ ଭବ୍ୟ ଦିପୋତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଅଯୋଧ୍ୟାରେ ଦୀପାବଳି ପୂର୍ବରୁ ଆଜି ସଂଧ୍ୟାରେ ଦୀପ ଉତ୍ସବ ଧୂମଧାମରେ ପାଳନ ହେଉଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଶ୍ରରାମ…

ଆଶ୍ଚର୍ଯ୍ୟ, ସ୍ତବ୍ଧ ଓ ଆବାକ କରିଦେଲେ କୋହଲି

ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚମତ୍କାର ଢ଼ଙ୍ଗରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ବିଜୟର ହୀରୋ ସାଜିଥିଲେ କିଙ୍ଗ କୋହଲି । କିଛି ଦିନ ତଳେ ତାଙ୍କୁ ବିଶ୍ୱକପ ଦଳରେ ନେବା ଉଚିତ ହେବ କି ନାହିଁ ଆଲୋଚନା ହେଉଥିଲା । ସମସ୍ତ ସମାଲୋଚକଙ୍କୁ ନୀରବ କରି ଦେଇଛନ୍ତି…