Latest Odisha News

BREAKING NEWS

Yearly Archives

2022

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର : ଗାଁ ମୁହାଁ ହେଉଛନ୍ତି ହାତୀପଲ । ଉଜୁଡ଼ି ଗଲାଣି ଧାନ ଫସଲ । ଚାଷୀ ମୁଣ୍ଡରେ ପଡ଼ିଲା ଚଡ଼କ । ହାତୀ ପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ରାତିରେ ଆସି ଧାନ ବିଲ ଗୁଡିକରେ ଧାନ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି  । ହାତୀପଲ ଗାଁ ଛାଡି ଯାଉନଥିବାରୁ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ ଠିକାଦାରଙ୍କ ବିଲ୍ ପାରିତ କରାଇବା ଲାଗି କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ…

ଓଡ଼ିଶାର ୧୯ ଜିଲ୍ଲାରୁ ଫେରିଲା ମୌସୁମୀ ବାୟୁ, ପଡ଼ିଲାଣି ଘନ କୁହୁଡ଼ି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟର ୧୯ ଜିଲ୍ଲାରୁ ମୌସୁମୀ ବାୟୁ…

ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ପ୍ରକାଶକ ସଂଘ "ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକସେଲର୍ସ ଆସୋସିଏସନ" ପକ୍ଷରୁ ଓଡ଼ିଆ ଭାଷା ସାହିତ୍ଯ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି…

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା…

୧ ନମ୍ବର ହାଟରେ ପୋଲିସର ରେଡ୍, ବିପୁଳ ବାଣ ଜବତ

ଭୁବନେଶ୍ୱର: ଆଉ ୪ ଦିନ ପରେ ଦୀପାବଳି । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସୁକ ଥିବାବେଳେ ବଜାରରେ ବାଣର ପସରା ମେଲିଛି । ଏଣେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବାଣ ନିର୍ମାଣ ସହ ବିକ୍ରି କରାଯାଉଛି । ଦିନକ ତଳେ କଟକରେ ବେଆଇନ୍ ବାଣ ନିର୍ମାଣ କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଆଜି…

ଅନିଦ୍ରାର କାରଣ ଏବଂ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ନିଦ ନ ହେବା ଲୋକଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ସେ ଅଫିସ ଚିନ୍ତାରେ ହେଉ କିମ୍ବା ଘର ଚିନ୍ତା, ପ୍ରତ୍ୟେକ ବ୍ୟକ୍ତି ଅତ୍ୟଧିକ ଚିନ୍ତା କରିବାରୁ ଆସ୍ତେ ଆସ୍ତେ ନିଦ କମିଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦିଏ। ଠିକ୍…

ଟି୨୦ ବିଶ୍ୱକପ କ୍ରିକେଟ: ସୁପର ୧୨ରେ ପ୍ରବେଶ କଲା ଶ୍ରୀଲଙ୍କା

ଗୀଲଙ୍ଗ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ସୁପର ୧୨ରେ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ମୁକାବିଲାରେ ଶ୍ରୀଲଙ୍କା ୧୬ ରନରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ…

ଚର୍ମକୁ ଚମକ ପ୍ରଦାନ କରେ ନଡ଼ିଆ ତେଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମେ ଚର୍ମର ଯତ୍ନ ବିଷୟରେ ଆଲୋଚନା କରୁ, ଆମେ ସାଧାରଣତଃ ତ୍ୱଚାର ସୌନ୍ଦର୍ଯ୍ୟ ବିଷୟରେ ଚିନ୍ତା କରୁ। କିନ୍ତୁ ହାତ, ଗୋଡ଼ ଏବଂ ପାଦର ସମାନ ଯତ୍ନ ନେବା ଜରୁରୀ। ଯେତେବେଳେ ଆପଣ ଏକ ସୁନ୍ଦର ପୋଷାକ ପିନ୍ଧନ୍ତି, ଶରୀରର ଅବଶିଷ୍ଟ ଅଂଶ ମଧ୍ୟ ଆପଣଙ୍କ ଚେହେରା…

ତ୍ୱଚାର ଡେଡ୍ ସ୍କିନକୁ ହଟାଇବେ କିପରି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତ ଋତୁରେ ମୁହଁରେ ଡେଡ୍ ସ୍କିନ୍ ହେଉଥିବା ନଜର ଆସେ। ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କର ସୌନ୍ଦର୍ଯ୍ୟ ମଳିନ ପଡିଯାଏ। ଯେଉଁମାନଙ୍କର ସେନ୍ସଟିଭ ତ୍ୱଚା ଏବଂ ଶୁଷ୍କ ଚର୍ମ ଥାଏ, ସେମାନଙ୍କୁ ନିଜର ତ୍ୱଚାର ବିଶେଷ ଭାବେ ଯତ୍ନ ଆବଶ୍ୟକ। କାରଣ ଶୀତ ଋତୁରେ ସେନ୍ସଟିଭ…