ପିଲାଙ୍କ ନିକଟରେ ହିଂସାର ପ୍ରାଦୁର୍ଭାବ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ସଂପ୍ରତି ବିଶ୍ୱରେ କିଶୋରମାନେ ଅଧିକ ହିଂସ୍ର ପାଲଟି ଯାଇଛନ୍ତି । ପ୍ରତ୍ୟହ କେଉଁଠି ନା କେଉଁଠି ସେମାନଙ୍କର ଆକ୍ରମଣାତ୍ମକ ରୁଦ୍ର ରୂପ ଦେଖିବାକୁ ବା ଶୁଣିବାକୁ ମିଳୁଛି । ଏଭଳି ରେଫରେନ୍ସକୁ ପ୍ରମାଣ କରୁଥିବା ଅନେକ ଘଟଣା ଅଛି । କୁହାଯାଉଛି ମୋବାଇଲ୍…