ଦିନେ କର୍ମଚାରୀଙ୍କୁ ଦରମା ଦେବାକୁ ସରକାରଙ୍କ ପାଖେ ଟଙ୍କା ନଥିଲା, ଏବେ ଅର୍ଥନୀତି ବଦଳିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାର ଅର୍ଥନୀତିକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ କଥା କହିଛନ୍ତି । ୨୨ ବର୍ଷ ତଳ କଥା ମନେପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଦିନେ କଳା ସମୟ ଥିଲା । ମହାବାତ୍ୟା ପରେ ସେ ଯେବେ ସରକାର ଗଠନ କରିଥିଲେ ସେତେବେଳେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଅର୍ଥ ନିଅଣ୍ଟ…