Latest Odisha News

BREAKING NEWS

Yearly Archives

2022

ଗୋଆ ଉପକୂଳରେ ଖସି ପଡ଼ିଲା ଯୁଦ୍ଧ ବିମାନ MiG 29K

ପାଣାଜୀ: ଗୋଆ ଉପକୂଳରେ ଯୁଦ୍ଧ ବିମାନ MiG 29K ଖସି ପଡ଼ିଛି । ବୁଧବାର ସମୁଦ୍ରକୁ ଖସି ପଡ଼ିଛି ଏହି ଯୁଦ୍ଧ ବିମାନଟି । ତେବେ ବିମାନର ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । https://twitter.com/ANI/status/1580075819229028353 ନିୟମିତ…

ନବଜାତ ଶିଶୁର ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ କଲେ ପରିବାର ଲୋକେ

ନିଆଳି: ନବଜାତ ଶିଶୁର ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଦାୟୀ କଲେ ସ୍ଥାନୀୟ ଲୋକେ । ଚିକିତ୍ସା ଅବହେଳାରୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ନବଜାତ ଶିଶୁର ମୃତ୍ୟୁକୁ ନେଇ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଥିଲା ଉତ୍ତେଜନା । ପୁରୀ ଜିଲ୍ଲା…

ଆଗାମୀ ୩ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ସ୍ୱଳ୍ପ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବ । ଏନେଇ ୧୮ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ…

ୱିଜଡନ ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ: ଭାରତୀୟ ଦଳରେ ଧୋନୀଙ୍କ ନାମ ନାହିଁ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡନ ପତ୍ରିକା ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶଙ୍କ ନାମ ଘୋଷଣା କରିଛି । ତେବେ ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ମିଳିନି । ଏ ନେଇ ୱିଜଡନ ପକ୍ଷରୁ କୁହାଯାଇଛି ବର୍ତମାନର ଷ୍ଟାର ଖେଳାଳିଙ୍କୁ ଅନ୍ୟମାନଙ୍କ ସହ…

ଓକିଲଙ୍କ ଉପରେ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ବନ୍ଦ ଡାକରା

କାମାକ୍ଷାନଗର : ଆସନ୍ତାକାଲି କାମାକ୍ଷାନଗର ବନ୍ଦ ଡାକରା ଦେଲା ଓକିଲ ସଂଘ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାର ଆସୋସିଏସନ ପକ୍ଷରୁ ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ପୁରୁଣା କୋର୍ଟ ପରିସରରେ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକଙ୍କ…

‘ବାତ୍ୟା’ ନେଇ କଣ କହିଲେ IMD ଡିଜି ?

ନୂଆଦିଲ୍ଲୀ: ବାତ୍ୟା ଆଶଙ୍କା ଭିତରେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆଇଏମଡି ଡିଜି । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତ ଗୁରୁବାରର ପୂର୍ବାନୁମାନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ…

ଓସିଏ ପଦ ପାଇଁ ଅକ୍ଟୋବର ୨୮ରେ ହେବ ନିର୍ବାଚନ

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଖାଲି ପଡିଥିବା ୬ଟି ପଦ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ । ଏହି ପଦବୀଗୁଡିକ ହେଲା ସଭାପତି, ଉପ ସଭାପତି, ସେକ୍ରେଟାରୀ, ଜଂଏଟ ସେକ୍ରେଟାରୀ, କୋଷାଧ୍ୟକ୍ଷ ଓ ଓସିଏ ଆପେକ୍ସ କାଉନ୍ସିଲ ସଦସ୍ୟ । ଓସିଏ ଇଲେକ୍ଟୋରାଲ ଅଫିସର ପକ୍ଷରୁ ଜାରୀ କରାଯାଇଥିବା…

କାଳୀପୂଜା ଭସାଣକୁ ନେଇ ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ

ଯାଜପୁର: ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣ ପୂଜା ଭସାଣକୁ ନେଇ ଯାଜପୁର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଗୋପିନାଥ କଅଁର ଯୋଗ ଦେଇଥିଲେ। ତହସିଲଦାର…

ଦାଦା ପଡିଗଲେ ଏକୁଟିଆ

ପୁରୀ: ବିସିସିଆଇର ବୈଠକରେ ସୌରଭ ଗାଙ୍ଗୁଲିଙ୍କ ପତା କଟିଲା କି ? ମଙ୍ଗଳବାର ଆୟୋଜିତ ବୈଠକରେ ଦାଦାଙ୍କ ଦାଦାଗିରି ଏକ ପ୍ରକାର ଶେଷ ହୋଇଛି । ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ମିଡିଆଠାରୁ ଆରମ୍ଭ କରି ରାଜନୈତିକ ଦଳ ଖୁସୁରୁପୁସୁରୁ ହେଉଛନ୍ତି । ବୈଠକରେ ସମସ୍ତେ ସେମାନଙ୍କ ପଦ ବଜାୟ ରଖିଥିବା ବେଳେ…

ଶରଧାବାଲିରେ ୫୫ତମ କୁମାର ଉତ୍ସବ-୨୦୨୨ ର ଦ୍ୱିତୀୟ ସନ୍ଧ୍ୟା

ପୁରୀ : ଶରଧାବାଲିରେ କୁମାର ଉତ୍ସବ ସମିତି ପକ୍ଷରୁ ଆୟୋଜିତ ୫୫ତମ କୁମାର ଉତ୍ସବ-୨୦୨୨ ର ଦ୍ୱିତୀୟ ସନ୍ଧ୍ୟା । କୁମାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର…