ଦିନିକିଆ କ୍ରିକେଟରେ ଦ୍ରୁତତମ ୩୦୦୦ ରନ୍ ପୂରଣ କଲେ ସ୍ମୃତି ମନ୍ଧାନା
ଇଂଲଣ୍ଡ: ଆଜି ଭାରତୀୟ ମହିଳା କ୍ରିକେଟ ଖେଳାଳି ସ୍ମୃତି ମନ୍ଧାନା ନିଜର ୭୬ ତମ ଇନିଂସରେ ୩୦୦୦ ରନ୍ କରି ଭାରତ ପାଇଁ ରେକର୍ଡ କରିଛନ୍ତି । ଓପନର ବ୍ୟାଟ୍ସମ୍ୟାନ୍ ସ୍ମୃତି ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟରେ ୩୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରି ମହିଳା ଭାରତୀୟ ଭାବେ ତୃତୀୟ ଭାରତୀୟ ଖେଳାଳି…