Latest Odisha News

BREAKING NEWS

Yearly Archives

2022

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ: ମିଳିତ ଜାତିସଂଘରେ ବର୍ଷିଲେ ବାଇଡେନ୍

ନୂଆଦିଲ୍ଲୀ: ଜାତିସଂଘରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରିବା ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ଋଷ ଏବଂ ଚୀନ୍‌କୁ ନିନ୍ଦା କରିଛନ୍ତି।…

ଟିଆରପି ଘୋଟାଲା: ରିପବ୍ଲିକ ଟିଭି ବାବଦରେ ଏପରି କହିଲା ଇଡି

ମୁମ୍ବାଇ: ବୁଧବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଇଡି ଦାବି କରିଛି ଯେ ଟିଆରପି ସ୍କାମରେ ରିପବ୍ଲିକ ଟିଭି ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଚାର୍ଜସିଟରେ ଇଡି କହିଛି ଯେ ଏହି ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଏହାଠାରୁ ଭିନ୍ନ ଥିଲା। ଇଡି ଏହା ମଧ୍ୟ…

ବାଲୁକା କଳାରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ  ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲିରେ ରାଜୁ ଶ୍ରୀବାସ୍ତବଙ୍କର ବାଲୁକା କଳା ନିର୍ମାଣ କରି ତାଙ୍କୁ ମନେ ପକାଇଛନ୍ତି ।  ଏହି ବାଲୁକା ମୂର୍ତ୍ତିଟି ୧୫ ଫୁଟ ଓସାର ବିଶିଷ୍ଟ…

ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ୀଭୂତ ଏବଂ ଶାଣିତ…

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବଦଳିଲେ ଅତିରିକ୍ତ ଏସପି

ନବରଙ୍ଗପୁର : ବହୁ ବାଦବିବାଦ ପରେ ନବରଙ୍ଗପୁର ଅତିରିକ୍ତ ଏସପି ବଦଳିଛନ୍ତି । ପାପଡ଼ାହାଣ୍ଡି ଥାନାରେ ସାମ୍ବାଦିକଙ୍କୁ ଠେଙ୍ଗାରେ ଆକ୍ରମଣ ଘଟଣା ପରେ ତାଙ୍କୁ ବଦଳି ପାଇଁ ସାମ୍ବାଦିକମାନେ ଦାବି କରିଥିଲେ।  ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଥିବା…

ଟେକ କମ୍ପାନୀର ଇଞ୍ଜିନିୟର୍ସଙ୍କ ଡେଙ୍ଗା ହେବାର ଝୁଙ୍କ, ଅପରେଶନ କରିବାକୁ ପଛାଉ ନାହାନ୍ତି

ଭୁବନେଶ୍ୱର: ସମୟ ଅନୁସାରେ ମନୁଷ୍ୟ ପରିବର୍ତନଶୀଳ ହୋଇଥାଏ । ଏବେ ଅନ୍ୟଠାରୁ ସବୁ ଦୃଷ୍ଟିକୋଣରେ ଉନ୍ନତ ହେବା ପାଇଁ ଯୁବପିଢ଼ୀଙ୍କ ନିକଟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ଏବେ ୟୁରୋପୀୟ ଦେଶଗୁଡିକରେ ଏକ ଅଜବ ଝୁଙ୍କ ଟେକ କମ୍ପାନୀର ସଫ୍ଟୱେୟାର ଇଞ୍ଜିନିୟରଙ୍କ ନିକଟରେ…

ପଂଜାବ ଆପ୍ ସରକାରଙ୍କୁ ଝଟକା: ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ରଦ୍ଦ କଲେ ରାଜ୍ୟପାଳ

ଚଣ୍ଡୀଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ନେଇ ରାଜ୍ୟପାଳ ବନବାରିଲାଲ ପୁରୋହିତ ଅନୁମତି ଦେଇନାହାଁନ୍ତି । ଆସନ୍ତାକାଲି ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚାହୁଁଥିଲେ ମାନ ସରକାର । ଏହାକୁ ରଦ୍ଦ କରିଛନ୍ତି ରାଜ୍ୟପାଳ । ଏନେଇ ପଂଜାବର ଆପ…

ଆଦିବାସୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ସିଲାଇ ତାଲିମ ଓ ଉତ୍ପାଦନ କେନ୍ଦ୍ରର…

ଯୋଡା/ବଡ଼ବିଲ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ ପକ୍ଷରୁ ବଡ଼ବିଲର ଦେଓଝର ପଞ୍ଚାୟତରେ ଥିବା ଜେଏସପି ପେଲେଟ ପ୍ଲାଣ୍ଟର ଜନ ଜୀବିକା କେନ୍ଦ୍ରରେ ଏକ ସିଲାଇ ତାଲିମ ଓ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ କରିଛି । ଏହି କେନ୍ଦ୍ରକୁ ପେଲେଟ ପ୍ଲାଣ୍ଟର ମୁଖ୍ୟ ବ୍ରିଜ୍…

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ପ୍ରିଂଟିଂ ମିସଟେକ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ବୀର ସାଭରକରଙ୍କ ଫଟୋ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାକୁ ସ୍ୱାଗତ କରିବା ପାଇଁ କେରଳର ଏର୍ଣ୍ଣାକୁଲମରେ ଏକ ପୋଷ୍ଟର ଲଗା ଯାଇଥିଲା । ସେଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋରେ ବୀର ସାଭରକର…

ଜ୍ୱାଇଁର ଠେଙ୍ଗା ମାଡରେ ଶ୍ବଶୁର ମୃତ

ବ୍ରହ୍ମପୁର:ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଜ୍ବାଇଁର ଠେଙ୍ଗା ମାଡରେ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆପନା ବେହେରା (୬୫)। ଜ୍ବାଇଁ ଗଣପତି ବେହେରା (୪୫) ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,…