Latest Odisha News

BREAKING NEWS

Yearly Archives

2022

ଗୁଜରାଟରେ ହେବନି ଭାରତ ଯୋଡୋ ଯାତ୍ରା: ଆମ୍ ଆଦମୀ ପାର୍ଟି କଂଗ୍ରେସର ଭୋଟ୍ କାଟିବ !

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ତେବେ ପ୍ରଶ୍ନ ହେଉଛି ନଭେମ୍ବର –ଡିସେମ୍ବର ମାସରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।  ରାହୁଲ ଗାନ୍ଧୀ କି କଂଗ୍ରେସ ନେତାମାନେ ଗୁଜରାଟରେ କାହିଁକି…

ଅକାଳୀ ଦଳର ଅଭିଯୋଗ, ଜର୍ମାନୀରେ ହଟ୍ଟହଟ୍ଟା ହେଲେ ଭାଗୱନ୍ତ ମାନ !

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭାଗୱନ୍ତ ମାନଙ୍କୁ ନେଇ ସୋମବାର ରାଜନୀତି ସରଗରମ ହୋଇଉଠିଛି । ଶିରୋମଣି ଅକାଳୀ ଦଳ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଅତ୍ୟଧିକ ମଦ୍ୟପାନ ଯୋଗୁ ମାନଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ଆଣିଛି । ତାଙ୍କ ପାଇଁ ବିମାନ ୪ଘଂଟା…

ବସ୍ତି ପ୍ରତିଭାଙ୍କୁ ମଞ୍ଚ ଦେଲା ବିଏମ୍‌ସି

ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତିଗୁଡ଼ିକରେ ରହିଥିବା ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଦେଇଛି ବ୍ରହ୍ମପୁର ମହାନଗର ନିଗମ। ସୋମବାର ଠାରୁ ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ଆରମ୍ଭ ହୋଇଯାଇଛି । ସ୍ବାଧୀନତାର ଅମୃତ…

ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି: ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସାରା ଓଡିଶା ସମେତ ଏବଂ ଭଦ୍ରକବାସୀଙ୍କ ସ୍ୱାର୍ଥ ପାଇଁ ସଦା ଚିନ୍ତିତ ଓ କାର୍ଯ୍ୟ କରୁଥିବା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ…

ଫରହାନଙ୍କ ଡନ ଥ୍ରୀରେ ଶାହାରୁଖ, ଅମିତାଭ, ରଣବୀର ଏକତ୍ର ଅଭିନୟ କରିବେ !

ମୁମ୍ବାଇ: ଫରହାନ ଅଖତାର ଡନ ଥ୍ରୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖ ଖାଁଙ୍କୁ ଫରହାନ ପ୍ରଥମେ ଯେଉଁ ସ୍କ୍ରିପ୍ଟ ଶୁଣାଇଥିଲେ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ଏବେ ସେ ସମ୍ପୂର୍ଣ୍ଣ ନୂତନ ସ୍କ୍ରିପ୍ଟ ପ୍ରସ୍ତୁତ…

ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ ସହନଶୀଳ କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ୀଭୁତ କରିବା ଦିଗରେ ଅନ୍ୟ ଏକ  ପଦକ୍ଷେପ ଭାବେ  ରାଜ୍ୟ ସରକାର ନୂତନ କାର୍ଯ୍ୟଯୋଜନା  ଆରମ୍ଭ କରିଛନ୍ତି ।  ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର…

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରିବେ ଘର ପୋଛା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୬ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀନୂଆଗାଁସ୍ଥିତ ତୋଟା ସାହି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ବିମଳା ଦ୍ୱାରା ଘର ପୋଛା ଏବଂ ୱାଇପର ପ୍ରସ୍ତୁତ କରାଯିବ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ଉଦ୍‌ଘାଟନ କରିଛନ୍ତି। ମେୟର…

‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଓଡ଼ିଶା ଲିଙ୍କ୍, ଚର୍ଚ୍ଚାରେ ଯାଜପୁରର ପୁଅ ସୁବ୍ରତ

ଯାଜପୁର: ବଲିଉଡ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସିନେମାରେ କାମ କରିଛନ୍ତି ଓଡ଼ିଆ ପୁଅ । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଭିଜୁଆଲ୍ ଇଫେକ୍ଟର ଭାବେ କାମ କରି ବେଶ ସୁନାମ ଅର୍ଜନ କରିଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୁବ୍ରତ କୁମାର ପାଢ଼ୀ । ସୁବ୍ରତ ଆଇଟିଆଇ…

ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର :  ବିଶିଷ୍ଟ  ସାହିତ୍ୟିକ ଗୌରହରି ଦାସ ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦା ଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। । ଶ୍ରୀ ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର । ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ‘ ପାଇଁ ତାଙ୍କୁ…

ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବିଜେପିରେ ଯୋଗ ଦେଇଛନ୍ତି । ଅବଶ୍ୟ ପ୍ରାୟ ଏକ ସପ୍ତାହ ଧରି ସେ ବିଜେପିରେ ମିଶିବେ ବୋଲି ଖବର ପ୍ରକାଶ ପାଇଥିଲା । ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପଂହଚି ଅମରିନ୍ଦର…